
Padma Charan Haiburu
@haiburupadma
MLA, Karanjia(30) assembly constituency, Mayurbhanj, Odisha
ID: 1519289084044509185
27-04-2022 12:16:18
359 Tweet
11 Followers
43 Following

ସମଗ୍ର ବିଶ୍ୱରେ ଆଧ୍ୟାତ୍ମିକତା, ସାମାଜିକ ସଂସ୍କାର ଓ ସନାତନ ଧର୍ମର ଗୌରବକୁ ବିସ୍ତାର କରିଥିବା ମହାନ୍ ଗୁରୁ, ଯୁବଶକ୍ତିର ଅତୁଳ ପ୍ରେରଣା ସ୍ରୋତ ଏବଂ ଭାରତୀୟ ଜ୍ଞାନ ପରମ୍ପରାର ଶ୍ରେଷ୍ଠ ରକ୍ଷକ ପୂଜ୍ୟ ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ପାଦପଦ୍ମରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। BJP Odisha



ବିଶିଷ୍ଟ ଶିକ୍ଷାବିତ୍, ରାଷ୍ଟ୍ର ଭକ୍ତ ତଥା ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। BJP Odisha Mohan Charan Majhi Narendra Modi #shyamaprasadmukharjee


ସୃଷ୍ଟି ନିଅନ୍ତା ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ପବିତ୍ର ସୁନାବେଶ ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା BJP Odisha Mohan Charan Majhi #Sunabesha2025


୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୋ ନିର୍ବାଚନ ମଣ୍ଡଳୀ ଠାକୁରମୁଣ୍ଡା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୋର ବନ୍ଧୁ ମାନ୍ୟବର ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ୍ ସିଂ ଖୁଣ୍ଟିଆ ମହୋଦୟ ଯୋଗଦେଇଥିଲେ BJP Odisha Mohan Charan Majhi Narendra Modi





ଭାରତୀୟ ଜନତା ପାର୍ଟି, ଓଡ଼ିଶାର ନୂତନ ସଭାପତି ତଥା ମୋର ବନ୍ଧୁ Manmohan Samal ପୁନଃନିର୍ବାଚିତ ହୋଇଥିବାରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ @bjp4odisha



ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଜୀବନର ବିଭିନ୍ନ କ୍ଷେତ୍ରରେ, ବିଭିନ୍ନ ରୂପରେ ମାର୍ଗଦର୍ଶନ କରିଥିବା ମୋର ସମସ୍ତ ଶିକ୍ଷାଗୁରୁ, ଦୀକ୍ଷାଗୁରୁ ଓ କର୍ମଗୁରୁଙ୍କ ଚରଣରେ ଶତ କୋଟି ପ୍ରଣାମ। BJP Odisha #ଶ୍ରୀଗୁରୁପୂର୍ଣ୍ଣିମା #श्रीगुरुपूर्णिमा #ShreeGuruPurnima


ସାରସକଣା ବିଧାନସଭା ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ମୋର ଘନିଷ୍ଠ ବନ୍ଧୁ Bhadav Hansdah ଭାଇଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମାଆ କିଚକେଶ୍ୱରୀଙ୍କ ଆଶିର୍ବାଦ ସଦାସର୍ବଦା ତୁମ ଉପରେ ରହିଥାଉ।



ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତମାତାର ସୁପୁତ୍ର ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି #MangalPandey #mangalpandeyji BJP Odisha Mohan Charan Majhi


ଠାକୁରମୁଣ୍ଡା ସରକାରୀ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ମନୁଷ୍ୟ ଜୀବନରେ ବୃକ୍ଷର ଗୁରୁତ୍ଵ ବିଷୟରେ ନିଜର ଅଭିଭାଷଣ ରଖିଲି । ଏହି ଅବସରରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ସହ ମିଶିବାର ସୁଯୋଗ ପାଇଲି । BJP Odisha CMO Odisha Manmohan Samal


ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ର ଶେଖର ଆଜାଦଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। BJP Odisha CMO Odisha #ChandrashekharAzad #ChandraShekharAzadjayanti


‘ଲୋକମାନ୍ୟ ତିଲକ’ ବାଲ ଗଙ୍ଗାଧର ତିଲକଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି BJP Odisha CMO Odisha #BalGangadharTilak #BalGangadharTilakJayanti




ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ମାନ୍ୟବର ସାଂସଦ ତଥା ମୋର ବନ୍ଧୁ ନବଚରଣ ମାଝୀଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନର ଗୃହ ପ୍ରବେଶ ଉତ୍ସବରେ ଯୋଗଦେଲି BJP Odisha CMO Odisha
