HRTV ODIA (@hrtvodia) 's Twitter Profile
HRTV ODIA

@hrtvodia

This is odia based web media in odisha . we are posting daily news like entertainment, local news, sports, business etc on both our social media and web portal

ID: 1744567844250271744

linkhttps://hrtvodia.in/ calendar_today09-01-2024 03:54:39

1,1K Tweet

6 Takipçi

7 Takip Edilen

HRTV ODIA (@hrtvodia) 's Twitter Profile Photo

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ନବୀନ #nabinpattanaik #bjd #hrtvodia

HRTV ODIA (@hrtvodia) 's Twitter Profile Photo

#ପ୍ରେମିକ_ସହ_ଫେରାର_ହୋଇ_ରଚିଲେ_ମହାନଦୀରେ_ବୁଡି_ଯିବାର_କାହାଣୀ !

HRTV ODIA (@hrtvodia) 's Twitter Profile Photo

ଚନ୍ଦ୍ରଭାଗା କୂଳରୁ ଘୋଡା ଚାଳକ ଙ୍କ ଦ୍ବାରା ଛୁଆ କୁମ୍ଭୀର ଉଦ୍ଧାର ।।#hrtvodia

HRTV ODIA (@hrtvodia) 's Twitter Profile Photo

ପୁରୀ- କୋଣାର୍କ ବେଳାମାର୍ଗ ରାସ୍ତା ରେ ପରିବହନ ନିୟମ କୁ ଖୋଲାଖୋଲି ଭାବେ ଉଲଂଘନ ।।#hrtvodia

HRTV ODIA (@hrtvodia) 's Twitter Profile Photo

ଖୋର୍ଦ୍ଧା ବାଲୁଗାଁ ବଜାରରୁ ବ୍ୟବସାୟୀଙ୍କୁ ଅପହରଣର 12 ଘଣ୍ଟା ଭିତରେ ପୋଲିସକୁ ମିଳିଲା ସଫଳତା । #hrtvodia

HRTV ODIA (@hrtvodia) 's Twitter Profile Photo

ପବିତ୍ର ଦଶହରା ଉପଲକ୍ଷେ ଓଡ଼ିଶା ବସି ଙ୍କୁ ଶୁଭେଚ୍ଛା ଜଣାଇଲେ କୁନି ଝିଅ ହିମାଦ୍ରୀ ।।#hrtvodia

HRTV ODIA (@hrtvodia) 's Twitter Profile Photo

ଆଠଗଡ ରେ ନିଆରା ଦଶହରା ପାଳିଲେ ଜଷ୍ଟ ଫର୍ ୟୁ ସେବା ସଂଘର ସଦସ୍ୟ ।।#hrtvodia

HRTV ODIA (@hrtvodia) 's Twitter Profile Photo

ପୁରୀ ବାଲୁଖଣ୍ଡରେ ହରିଣ ମୃତ୍ୟୁ। ଏପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ ବନବିଭାଗ।#hrtvodia

HRTV ODIA (@hrtvodia) 's Twitter Profile Photo

ଚଳନ୍ତା କାରରୁ ଯୁବକଙ୍କୁ ଫିଲ୍ମି ଷ୍ଟାଇଲରେ ଅପପହରଣ ।।#hrtvodia

HRTV ODIA (@hrtvodia) 's Twitter Profile Photo

ସଙ୍ଗୀତ ର ଯାଦୁରେ ମନ ଜିଣିଲେ ଯୁବ କଣ୍ଠଶିଳ୍ପୀ ସରୋଜ ଜେନା#hrtvodia

HRTV ODIA (@hrtvodia) 's Twitter Profile Photo

ଦୀପାବଳି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା #hrtvodia

HRTV ODIA (@hrtvodia) 's Twitter Profile Photo

ପିପିଲି ଏସ ଡିପିଓ ଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକ ଙ୍କ ଧାରଣା ।।#hrtvodia#pipili#puri #odisha news

HRTV ODIA (@hrtvodia) 's Twitter Profile Photo

ସମୁଦ୍ର ଭିତରକୁ ନଯିବାକୁ ସଚେତନ କଲା ବନବିଭାଗ । ସାବଧାନ !ପୀରଜାହାନିଆ ଠାରୁ କୋଣାର୍କ ଭିତରେ ବୁଲୁଛି କୁମ୍ଭୀର ।#hrtvodia

HRTV ODIA (@hrtvodia) 's Twitter Profile Photo

ବାଜିଲା ଖବର ପଡିଲା ନଜର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବସ ଷ୍ଟାଣ୍ଡ ଗେଟଙ୍କୁ ମାଡି ବସିଥିବା ବାହୁବଳୀ ଗୋଡି ସିମେଣ୍ଟ ବ୍ୟବସାୟୀ ଙ୍କୁ ମାର୍ଶାଘାଇ ତହସିଲଦାରଙ୍କ ନୋଟିସ ।।#hrtvodia

HRTV ODIA (@hrtvodia) 's Twitter Profile Photo

ନୂତନ ବର୍ଷ ଉପଲକ୍ଷେ ଏକ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ସରିତା ଗୋଛୟତ।#hrtvodia