Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile
Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺

@gormentdr

⚠️Gorment, Nothing to do with government. Once in empty stomach in the morning, Once before bed. ସକାଳେ ଖାଲି ପେଟରେ ଥରେ, ରାତିରେ ଶୋଇଲା ଆଗରୁ ଥରେ .

ID: 1218066274363723777

calendar_today17-01-2020 07:03:38

21,21K Tweet

7,7K Followers

99 Following

Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

ଅତି କମ ସମୟ ବ୍ୟବଧାନରେ ଏକାଧିକ ସ୍ଥାନ ତଥା ଦେଶ ଭ୍ରମଣ କରିବାରେ ପ୍ରସିଦ୍ଧ ଦୁଇ ବିଶିଷ୍ଟ ବ୍ୟକ୍ତି Narendra Modi ଏବଂ SP ଙ୍କୁ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

ଦୀପାବଳି ଆଉ କାଳୀପୂଜାର ଅନେକ ଅଭିନନ୍ଦନ ବଡ଼ ବଡ଼ୁଆ ହୋ ! ଅନ୍ଧାରରେ ଆସ, ଆଲୁଅରେ ଯା', ଗଙ୍ଗା ଯା', ଗୟା ଯା', ତ୍ରିବେଣୀ ଯା', ଯାହା ଦେଇଛ ତାହା ପାଇ ଯା'

ଦୀପାବଳି ଆଉ କାଳୀପୂଜାର ଅନେକ ଅଭିନନ୍ଦନ 

ବଡ଼ ବଡ଼ୁଆ ହୋ !
ଅନ୍ଧାରରେ ଆସ, ଆଲୁଅରେ ଯା', 
ଗଙ୍ଗା ଯା', ଗୟା ଯା', ତ୍ରିବେଣୀ ଯା', 
ଯାହା ଦେଇଛ ତାହା ପାଇ ଯା'
Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଅବସରରେ ସଭିଙ୍କୁ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଅବସରରେ  ସଭିଙ୍କୁ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏻
Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

Since when "Gandu" is an abusive word ? I know 3 people in my neighborhood and relations whose nick names are Gandu. In fact I have saved 2 of them as Gandu Babu and Gandu Nana. Bring some real issues, don't be so childish and cheap! Give justice to the favour you are getting

Debiprasad (@asklipun) 's Twitter Profile Photo

A woman named Usharani Rout, reportedly from Bhadrak, Odisha, is seen mocking the Delhi blast in a shocking and insensitive way. Her posts suggest links to the BJD ecosystem, exposing the rot in their political culture. Bhadrak Police please take note. facebook.com/usharani.rout.…

A woman named Usharani Rout, reportedly from Bhadrak, Odisha, is seen mocking the Delhi blast in a shocking and insensitive way. Her posts suggest links to the BJD ecosystem, exposing the rot in their political culture.

<a href="/SpBhadrak/">Bhadrak Police</a> please take note.

facebook.com/usharani.rout.…
Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

ଉତ୍ତର ଓଡ଼ିଶାର ଏକ ପ୍ରସିଦ୍ଧ ସହରକୁ ପ୍ରବେଶର ଟିକେ ପୂର୍ବରୁ ଜାତୀୟ ରାଜପଥ କଡ଼ର ଚା'

ଉତ୍ତର ଓଡ଼ିଶାର ଏକ ପ୍ରସିଦ୍ଧ ସହରକୁ ପ୍ରବେଶର ଟିକେ ପୂର୍ବରୁ ଜାତୀୟ ରାଜପଥ କଡ଼ର ଚା'
Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଅନେକ ଶୁଭକାମନା 🙏 #ମକର_ସଂକ୍ରାନ୍ତି

Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

କିଛି ମାସ ତଳେ ଲିଙ୍ଗରାଜଙ୍କ ମନ୍ଦିରକୁ ଯାଇଥିଲି. ମୁଖ୍ୟ ଲିଙ୍ଗଙ୍କ ପାଖରେ ଭୋଗ କରିବାକୁ ବ୍ରାହ୍ମଣ ନନା ମୋତେ ୫୦୦ ଟଙ୍କା ମାଗିଲେ. ସେଠି ନିୟୋଜିତ ପୁଲିସ କର୍ମିଙ୍କ ସାମ୍ନାରେ ବହୁ ଯୁକ୍ତିତର୍କ ପରେ ଟିକେ ବାହାରକୁ ଆସି ଅନ୍ୟ ଲିଙ୍ଗଙ୍କ ପାଖେ ଭୋଗ କଲି. ଆଗରୁ ବହୁତ କିଛି ଶୁଣିଥିଲି, ଅଙ୍ଗେ ନିଭେଇଲି ସେଦିନ

Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

ନିଇତି ଘୋଣ୍ଟା ଘୋଣ୍ଟା ଯୋଡ଼ି ଆଜି ସୋହସ୍ର ଘୋଣ୍ଟାରେ ପୋଦାର୍ପଣ କୋରିଥିବା ସେଇ ଓଜଣା ବ୍ୟୋକ୍ତିଙ୍କୁ ଓନେକ ଓଭିନୋନ୍ଦନ ଓ ଶୁଭୋକାମୋନା The Anonymous 🇮🇳 #RojanaEkGhanta

Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

ପବିତ୍ର ରାମନବମୀ ଅବସରରେ ଅନେକ ଶୁଭକାମନା 🙏🏻 ଶ୍ରୀରାମଙ୍କର ଜୟ ହେଉ ! #जय_श्री_राम

ପବିତ୍ର ରାମନବମୀ ଅବସରରେ ଅନେକ ଶୁଭକାମନା 🙏🏻
ଶ୍ରୀରାମଙ୍କର ଜୟ ହେଉ !

 #जय_श्री_राम
Gorment Doctor || ଗର୍ମେଣ୍ଟ୍ ଡାକ୍ତର 👨‍⚕️🩺 (@gormentdr) 's Twitter Profile Photo

୨୦୨୪ ସାଧାରଣ ନିର୍ବାଚନ ପୂର୍ବ ଦିନ ଛତାବର-ମଞ୍ଜୁରୀ-ବଳିଘାଇ ରାସ୍ତା ଦେଇ ଘରକୁ ଯାଇଥିଲି. ସେତେବେଳେ ସେ ରାସ୍ତାର ଦୋହରିକରଣ କାମ ଚାଲିଥିଲା. ଆଜି ପୁଣି ସେହି ରାସ୍ତା ଦେଇ ଆସିବାକୁ ପଡ଼ିଲା, ୨ବର୍ଷ ପାଖାପାଖି ହେଇଗଲାଣି. କାମ ଆଜି ବି ଚାଲିଛି.