Ganesh Ram Singkhuntia
@ganeshrambjp
Minister of Forest, Environment & Climate Change, Labour & Employees State Insurance, Government of Odisha. MLA, Jashipur
ID: 3299741605
28-07-2015 16:44:21
1,1K Tweet
497 Followers
50 Following
ନୂଆପଡ଼ାର ଜନତାଙ୍କ ରହିଛି ଆଶୀର୍ବାଦ, ଜୟ ଭାଇଙ୍କର ହେବ ମହା ବିଜୟ | #VoteForBJP #byeelectionnuapada #nuapada Narendra Modi Jagat Prakash Nadda Mohan Charan Majhi
ନୂଆପଡ଼ା ଉପନିର୍ବାଚନ ଅବସରରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଉପରେ ଜନତାଙ୍କ ଆକୁଣ୍ଠ ବିଶ୍ୱାସ ରହିଛି । ସମସ୍ତେ ବିକାଶର ଚିହ୍ନରେ ଭୋଟ ଦେଇ ଜୟ ଢୋଲକିଆଙ୍କୁ ବିଜୟ ଟୀକା ପିନ୍ଧାଇବେ ବୋଲି ମନସ୍ଥ କରିଛନ୍ତି । #VoteForBJP #ByepollNuapada Jagat Prakash Nadda Narendra Modi Mohan Charan Majhi
ନୂଆପଡ଼ାର ବିକାଶ ପାଇଁ, ବିଜୟୀ ହେବେ ଜୟ ଭାଇ | #VotForBjp #nuapadabyelection Mohan Charan Majhi Narendra Modi
ପଦ୍ମ ଚିହ୍ନରେ ଭୋଟ ଦେଇ, ଜୟ ଢୋଲକିଆକୁ ଦେବା ଜିତାଇ.... ନୂଆପଡା ଉପ ନିର୍ବାଚନ ଅବସରରେ ଆଜି ଅଗ୍ରେନ୍ ଗ୍ରାମ ପଞ୍ଚାୟତର ଜନତାଙ୍କ ସହ ମିଶି ଡବଲ ଇଞ୍ଜିନ ସରକାରର ଉନ୍ନୟନ ମୂଳକ କାର୍ଯ୍ୟ ଆଲୋକପାତ କଲି । #Vote4Bjp #nuapadabyelection Mohan Charan Majhi
ନୂଆପଡା ଉପ ନିର୍ବାଚନ ଅବସରରେ ଆଜି ନୂଆପଡ଼ାର ସାଧାରଣ ଜନତା ଓ କୃଷକ ଭାଇଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ଅବସରରେ । #Vote4BJP #nuapadabyelection Jagat Prakash Nadda Narendra Modi