DSSO MALKANGIRI
@dssomalkangiri
District Social Security Officer, Malkangiri
ID: 1567820431952089089
08-09-2022 10:22:01
134 Tweet
135 Takipçi
19 Takip Edilen
Hon'ble SCPD,Odisha visited to different organizations running under SSEPD and Mudulipada village on 25.08.25 Collector & DM, Malkangiri SSEPD State Commissioner for Persons with Disabilities
ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଶିକ୍ଷାବୃତ୍ତି ପ୍ରଦାନ ନିମନ୍ତେ କର୍ମଶାଳା। ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଶିକ୍ଷାବୃତ୍ତି ପ୍ରଦାନ ନିମନ୍ତେ ମାଲକାନଗିରି ଜିଲ୍ଲାର ସିଆରସିସି ଓ ପ୍ରଧାନଶିକ୍ଷକ ମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। #SSEPD CMO Odisha Nityananda Gond Collector & DM, Malkangiri