Dr Subhashree Lenka (@drsubhashree_l) 's Twitter Profile
Dr Subhashree Lenka

@drsubhashree_l

Proud Odia, Writer, works at Sambad Sahitya Ghara, Odisha Sahitya Academy, Activist for Women empowerment & child right, Foodie, Hodophile 💫

ID: 988795141065392128

calendar_today24-04-2018 15:01:47

324 Tweet

3,3K Followers

181 Following

Dr Subhashree Lenka (@drsubhashree_l) 's Twitter Profile Photo

କେବେ କେବେ ହାତଠାରି ଡାକେ ସମୁଦ୍ର ନୀଳ ନୀଳ ସମ୍ମୋହନ ଆନମନା କରେ କେହି ଜଣେ କ'ଣ ଅପେକ୍ଷାରେ ଥାଏ ଢେଉ ପରି ଆବେଗରେ ଭସେଇ ନିଏ..... ❄️❄️❄️❄️

କେବେ କେବେ ହାତଠାରି ଡାକେ ସମୁଦ୍ର 
ନୀଳ ନୀଳ ସମ୍ମୋହନ ଆନମନା କରେ
କେହି ଜଣେ କ'ଣ ଅପେକ୍ଷାରେ ଥାଏ
ଢେଉ ପରି ଆବେଗରେ ଭସେଇ ନିଏ.....

❄️❄️❄️❄️
Dr Subhashree Lenka (@drsubhashree_l) 's Twitter Profile Photo

My poetry is an echo, asking a shadow to dance....🌹 amzn.in/d/iwbEKKL ମୋର ନୁଆ କବିତା ସଂକଳନ "ଛାଇର ଛବି " ଇତି ମଧ୍ୟରେ ବ୍ଲାକଇଗଲ ପ୍ରକାଶନୀ ଦ୍ୱାରା ପ୍ରକାଶିତ ହୋଇଛି l ଆଗ୍ରହୀ ବନ୍ଧୁମାନେ ଚାହିଁଲେ ଆମାଜନରୁ କିଣିପାରିବେ l କିଛି ମତାମତ ପାଇଲେ ଖୁସିହେବି l 🌹🌹 #mypoetry #mylife #myworld 🌹🌹🌹

My poetry is an echo, asking a shadow to dance....🌹
amzn.in/d/iwbEKKL
ମୋର ନୁଆ କବିତା ସଂକଳନ "ଛାଇର ଛବି "
ଇତି ମଧ୍ୟରେ ବ୍ଲାକଇଗଲ ପ୍ରକାଶନୀ ଦ୍ୱାରା ପ୍ରକାଶିତ ହୋଇଛି l ଆଗ୍ରହୀ ବନ୍ଧୁମାନେ ଚାହିଁଲେ ଆମାଜନରୁ କିଣିପାରିବେ l କିଛି ମତାମତ ପାଇଲେ ଖୁସିହେବି l 🌹🌹
#mypoetry
#mylife
#myworld 

🌹🌹🌹
Dr Subhashree Lenka (@drsubhashree_l) 's Twitter Profile Photo

Life is beautiful not because of the things we see or the things we do. Life is beautiful because of the people we meet.... 🌹🌹🌹

Life is beautiful not because of the things we see or the things we do. Life is beautiful because of the people we meet....

🌹🌹🌹