Dr Manas Ranjan Swain
@drmanasswain1
Odisha Administrative Service,
Nation first,Hungry for books,Nature lover,Eco freak,Spiritual,proud odia,personal account ଜୟ ଜଗନ୍ନାଥ.
ID: 1233663296785399809
29-02-2020 08:00:41
2,2K Tweet
8,8K Followers
374 Following
କି ସୁନ୍ଦର କାହାଣୀ,କି ଚମତ୍କାର ନିର୍ଦ୍ଦେଶନା,କି ନିଖୁଣ ଅଭିନୟ,କି ଭାବମୟ ପରିବେଶ,ଶବ୍ଦ ନାହିଁ ଭାଷା ନାହିଁ ବର୍ଣ୍ଣନା କରିବା ପାଇଁ,କେବଳ ଦେଖିଲେ ହିଁ ଅନୁଭବ କରି ପାରିବେ । ସବୁ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀ ନିହାତି ଦେଖିବା କଥ। ଧନ୍ୟବାଦ୍ Tanaya Patnaik ମ୍ୟାଡମ୍ ଓଡ଼ିଶାକୁ ଏଭଳି ଏକ ନାଟକ ଉପହାର ଦେଇ ଥିବାରୁ