Dilip Kumar Tirkey(@DilipTirkey) 's Twitter Profileg
Dilip Kumar Tirkey

@DilipTirkey

Dr. Dilip Kumar Tirkey, President Hockey India, Olympian, Padmashree & Arjuna Awardee, Views are purely personal.

ID:568126298

linkhttps://en.m.wikipedia.org/wiki/Dilip_Tirkey calendar_today01-05-2012 11:41:44

5,6K Tweets

10,9K Followers

455 Following

Follow People
Dilip Kumar Tirkey(@DilipTirkey) 's Twitter Profile Photo

ଆଜି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ରାମ ନବମୀ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିଲା। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସହ ଯୋଗ ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ନେଇଥିଲି।

ସତ୍ୟ, ନ୍ୟାୟ ଓ ନୀତିରେ ଆମେ ସମ୍ପୂର୍ଣ ସମର୍ପିତ। ଆମେ ଜନସାଧାରଣଙ୍କ ସେବା, ଉନ୍ନତି ଓ ପ୍ରଗତି ପ୍ରତି ଅତୁଟ…

ଆଜି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ରାମ ନବମୀ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିଲା। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସହ ଯୋଗ ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ନେଇଥିଲି। ସତ୍ୟ, ନ୍ୟାୟ ଓ ନୀତିରେ ଆମେ ସମ୍ପୂର୍ଣ ସମର୍ପିତ। ଆମେ ଜନସାଧାରଣଙ୍କ ସେବା, ଉନ୍ନତି ଓ ପ୍ରଗତି ପ୍ରତି ଅତୁଟ…
account_circle
Dilip Kumar Tirkey(@DilipTirkey) 's Twitter Profile Photo

ବିଶିଷ୍ଟ ରାଜନୀତିଜ୍ଞ, ମହାନ୍ ଜନନାୟକ, ପ୍ରବାଦ ପୁରୁଷ ଓ ଆମର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ୰'ବିଜୁ ପଟ୍ଟନାୟକ'ଙ୍କ ୨୭ତମ ଶ୍ରାଦ୍ଧ ଦିବସ ସୁନ୍ଦରଗଡର ରାଣୀ ବଗିଚା ଠାରେ ପାଳନ କରାଯାଇଛି। ତାଙ୍କ ଦୂରଦର୍ଶୀ ନେତୃତ୍ୱ ଆଜି ବି ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ମାର୍ଗଦର୍ଶନ କରୁଛି। ତାଙ୍କର ସେବା, ଏକତା ଓ ସମୃଦ୍ଧିର ଆଦର୍ଶକୁ ବଜାୟ…

ପବିତ୍ର ରାମ ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରଦର୍ଶିତ ସତ୍ୟ, ଧର୍ମ ଓ ନ୍ୟାୟର ମାର୍ଗ ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ସମସ୍ତଙ୍କ ଜୀବନରେ ପୂର୍ଣ୍ଣତା ଆଣିଦେଉ।

ପବିତ୍ର ରାମ ନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରଦର୍ଶିତ ସତ୍ୟ, ଧର୍ମ ଓ ନ୍ୟାୟର ମାର୍ଗ ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ସମସ୍ତଙ୍କ ଜୀବନରେ ପୂର୍ଣ୍ଣତା ଆଣିଦେଉ। #RamNavami2024
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ। ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ଓଡ଼ିଆ ଜାତିର ସ୍ବାଭିମାନର ସୁରକ୍ଷା ଦିଗରେ ବିଜୁ ବାବୁଙ୍କ ଅତୁଳନୀୟ ଅବଦାନ ଚିରସ୍ମରଣୀୟ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ। ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ଏବଂ ଓଡ଼ିଆ ଜାତିର ସ୍ବାଭିମାନର ସୁରକ୍ଷା ଦିଗରେ ବିଜୁ ବାବୁଙ୍କ ଅତୁଳନୀୟ ଅବଦାନ ଚିରସ୍ମରଣୀୟ। #BijuTheLegend…
account_circle
Dilip Kumar Tirkey(@DilipTirkey) 's Twitter Profile Photo

ମୋ ରାଜ୍ୟ ଓ ମୋ ଦେଶ ପାଇଁ ମୋ ଜୀବନ ସମର୍ପିତ। କ୍ରୀଡାବିତ ଭାବେ ଦେଶର ଗୌରବ ପାଇଁ ଖେଳିଛି ଓ ଲୋକସେବା ପାଇଁ ଆଜି ନିର୍ବାଚନୀ ମଇଦାନକୁ ଆସିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଓ ସୁନ୍ଦରଗଡର ଲୋକଙ୍କ ଭଲପାଇବା ମୋ ସହିତ ଅଛି। ଆସନ୍ତୁ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା।…

account_circle
Dilip Kumar Tirkey(@DilipTirkey) 's Twitter Profile Photo

ଆଜି ମୁଁ ଅଲେଇକେରା ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି। ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ସେମାନଙ୍କ ସହ ଆଲୋଚନା କଲି ଓ ସେମାନଙ୍କୁ ବିଜୁ ଜନତା ଦଳର ପ୍ରୟାସ, କାର୍ଯ୍ୟପନ୍ଥା ଓ ରାଜ୍ୟର ପ୍ରଗତିରେ ଦଳର ଅବଦାନ ସମ୍ପର୍କରେ ଜଣାଇଲି। ଲୋକେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ…

ଆଜି ସୁନ୍ଦରଗଡ଼ର ଟାଙ୍ଗରପାଲି ବ୍ଲକରେ ସ୍ଥାନୀୟ ମନ୍ଦିର ଦର୍ଶନ କରିଥିଲି। ସେଠାରେ ମୋର ପ୍ରିୟ ଭାଇ ଭଉଣୀ ମାନଙ୍କ ସହ ଯୋଡ଼ି ହେବାର ସୌଭାଗ୍ୟ ମିଳିଥିଲା।

ଆଜି ସୁନ୍ଦରଗଡ଼ର ଟାଙ୍ଗରପାଲି ବ୍ଲକରେ ସ୍ଥାନୀୟ ମନ୍ଦିର ଦର୍ଶନ କରିଥିଲି। ସେଠାରେ ମୋର ପ୍ରିୟ ଭାଇ ଭଉଣୀ ମାନଙ୍କ ସହ ଯୋଡ଼ି ହେବାର ସୌଭାଗ୍ୟ ମିଳିଥିଲା। #DilipTirkeyForSundargarh #BJDForOdisha #VoteForBJD #BJDDigitalWing
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଆଗେଇ ଆସନ୍ତୁ ମୋ ସୁନ୍ଦରଗଡ଼ ବାସୀ,
ନୂଆ ବିକଶିତ ଓଡ଼ିଶା ପାଇଁ,
ସଭିଏଁ ଶଙ୍ଖ ଚିହ୍ନରେ ଭୋଟ ଦେଇ,
ଉନ୍ନତିର ପଥେ ଯିବା ଆଗେଇ।

account_circle
Dilip Kumar Tirkey(@DilipTirkey) 's Twitter Profile Photo

ଆଜି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ନୂଆଗାଁ ଓ ହମିରପୁରର ଯୁବ ଭାଇ ଭଉଣୀମାନଙ୍କ ସହ ସକାରାତ୍ମକ ଆଲୋଚନା ହେଲା।

ଏହି କାର୍ଯ୍ୟକ୍ରମରେ ମୁଁ ଆମର ଯୁବପିଢିଙ୍କ ମଧ୍ୟରେ ବନ୍ଧୁତା ଏବଂ ସହଯୋଗର ଶକ୍ତି ଦେଖିବାକୁ ପାଇଲି। ମନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସେମାନଙ୍କର ଦକ୍ଷତାର ବିକାଶ ସହ ନୂଆ ଓଡ଼ିଶା ଗଠନର ପ୍ରତିବଦ୍ଧତା ଦେଖି ମୁଁ…

ଆଜି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ନୂଆଗାଁ ଓ ହମିରପୁରର ଯୁବ ଭାଇ ଭଉଣୀମାନଙ୍କ ସହ ସକାରାତ୍ମକ ଆଲୋଚନା ହେଲା। ଏହି କାର୍ଯ୍ୟକ୍ରମରେ ମୁଁ ଆମର ଯୁବପିଢିଙ୍କ ମଧ୍ୟରେ ବନ୍ଧୁତା ଏବଂ ସହଯୋଗର ଶକ୍ତି ଦେଖିବାକୁ ପାଇଲି। ମନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସେମାନଙ୍କର ଦକ୍ଷତାର ବିକାଶ ସହ ନୂଆ ଓଡ଼ିଶା ଗଠନର ପ୍ରତିବଦ୍ଧତା ଦେଖି ମୁଁ…
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଆଜି ବେଲ ପଣା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ, ରାଉରକେଲାର ଭାଇ ଭଉଣୀ ମାନଙ୍କ ସହ ମହାବିଷୁବ ସଂକ୍ରାନ୍ତି ପାଳନ ଆଣିଦେଇଥିଲା ମୋ ପାଇଁ ଏକ ନିଆରା ଅନୁଭୂତି।
ଆସନ୍ତୁ ଓଡ଼ିଆ ନବବର୍ଷରେ ଓଡ଼ିଶାକୁ ଉନ୍ନତିର ପଥରେ ଆଗେଇ ନେବାର ପ୍ରୟାସ କରିବା।
ଏହା ସହ ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା। ସମସ୍ତ ପର୍ବପର୍ବାଣୀକୁ ଆନନ୍ଦ…

ଆଜି ବେଲ ପଣା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ, ରାଉରକେଲାର ଭାଇ ଭଉଣୀ ମାନଙ୍କ ସହ ମହାବିଷୁବ ସଂକ୍ରାନ୍ତି ପାଳନ ଆଣିଦେଇଥିଲା ମୋ ପାଇଁ ଏକ ନିଆରା ଅନୁଭୂତି। ଆସନ୍ତୁ ଓଡ଼ିଆ ନବବର୍ଷରେ ଓଡ଼ିଶାକୁ ଉନ୍ନତିର ପଥରେ ଆଗେଇ ନେବାର ପ୍ରୟାସ କରିବା। ଏହା ସହ ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା। ସମସ୍ତ ପର୍ବପର୍ବାଣୀକୁ ଆନନ୍ଦ…
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଆଜି ମାରିଆ ପାହାଡ଼ କ୍ୟାଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟିଆନ୍ ଭାଇ ଭଉଣୀ ମାନଙ୍କ ସମବେତରେ ଆରମ୍ଭ କରିଥିଲି ଓଡ଼ିଆ ନବବର୍ଷ।

ଓଡ଼ିଶାର ଅଗ୍ରଗତିରେ ସେମାନଙ୍କର ଭୂମିକା ଉଲ୍ଲେଖନୀୟ। ଆଗକୁ ସୁନ୍ଦରଗଡ଼ ତଥା ରାଜ୍ୟର ସମୃଦ୍ଧିରେ ତାଙ୍କର ସାହାଯ୍ୟ ଓ ସହଯୋଗ ଏମିତି ଜାରି ରହୁ ବୋଲି ମୋର କାମନା।

ଆଜି ମାରିଆ ପାହାଡ଼ କ୍ୟାଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟିଆନ୍ ଭାଇ ଭଉଣୀ ମାନଙ୍କ ସମବେତରେ ଆରମ୍ଭ କରିଥିଲି ଓଡ଼ିଆ ନବବର୍ଷ। ଓଡ଼ିଶାର ଅଗ୍ରଗତିରେ ସେମାନଙ୍କର ଭୂମିକା ଉଲ୍ଲେଖନୀୟ। ଆଗକୁ ସୁନ୍ଦରଗଡ଼ ତଥା ରାଜ୍ୟର ସମୃଦ୍ଧିରେ ତାଙ୍କର ସାହାଯ୍ୟ ଓ ସହଯୋଗ ଏମିତି ଜାରି ରହୁ ବୋଲି ମୋର କାମନା। #DilipTirkeyForSundargarh #BJDForOdisha…
account_circle
Dilip Kumar Tirkey(@DilipTirkey) 's Twitter Profile Photo

ବାର ମାସେ ତେର ପରବ, ଅଟେ ଓଡ଼ିଶାବାସୀଙ୍କ ଗୌରବ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଶା କରୁଛି ଆଗାମୀ ସମୟ ଆମ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶା ଏକ ବିକଶିତ ଓ ଆଦର୍ଶ ରାଜ୍ୟ ଭାବେ ଆହୁରି ଉନ୍ନତି କରି ଚାଲୁ।…

ବାର ମାସେ ତେର ପରବ, ଅଟେ ଓଡ଼ିଶାବାସୀଙ୍କ ଗୌରବ। ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଶା କରୁଛି ଆଗାମୀ ସମୟ ଆମ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶା ଏକ ବିକଶିତ ଓ ଆଦର୍ଶ ରାଜ୍ୟ ଭାବେ ଆହୁରି ଉନ୍ନତି କରି ଚାଲୁ।…
account_circle
Dilip Kumar Tirkey(@DilipTirkey) 's Twitter Profile Photo

ମାଁର ମମତା ମାଁର ସେନେହ
କିଏ ବା ମାପି ପାରିବ,
ସମୁଦ୍ରର ଗଭୀରତା ଠାରୁ
ଆହୁରି ଗଭୀର ତାରି ସେନେହ ଭାବ।
ମାଁର ଆଶିଷ ପାଇ ଧନ୍ୟ
ହୋଇଛି ମୁହିଁ,
ମାଆ ଠାରୁ ଜଗତେ କେହି ବଡ଼ ନାହିଁ।

ମାଁର ମମତା ମାଁର ସେନେହ କିଏ ବା ମାପି ପାରିବ, ସମୁଦ୍ରର ଗଭୀରତା ଠାରୁ ଆହୁରି ଗଭୀର ତାରି ସେନେହ ଭାବ। ମାଁର ଆଶିଷ ପାଇ ଧନ୍ୟ ହୋଇଛି ମୁହିଁ, ମାଆ ଠାରୁ ଜଗତେ କେହି ବଡ଼ ନାହିଁ। #MothersBlessing #MothersLove #diliptirkeyforsundergarh
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଆଜି ରାଉରକେଲା ଷ୍ଟେସନ ରୋଡ଼ ସ୍ଥିତ ଗୁରୁଦ୍ୱାରରେ ଆୟୋଜିତ ବୈଶାଖୀ ଉତ୍ସବରେ ଯୋଗଦେଇ ଶିଖ୍ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି।

ପ୍ରତିରକ୍ଷା ହେଉ କି କୃଷି, କ୍ରୀଡା ହେଉ ବା ଅର୍ଥନୀତି, ଶିଖ୍ ସମ୍ପ୍ରଦାୟର ଭାଇ ଭଉଣୀମାନେ ଦେଶର ପ୍ରଗତିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଖେଳାଳି ଥିବା ସମୟରୁ ଶିଖ୍…

ଆଜି ରାଉରକେଲା ଷ୍ଟେସନ ରୋଡ଼ ସ୍ଥିତ ଗୁରୁଦ୍ୱାରରେ ଆୟୋଜିତ ବୈଶାଖୀ ଉତ୍ସବରେ ଯୋଗଦେଇ ଶିଖ୍ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି। ପ୍ରତିରକ୍ଷା ହେଉ କି କୃଷି, କ୍ରୀଡା ହେଉ ବା ଅର୍ଥନୀତି, ଶିଖ୍ ସମ୍ପ୍ରଦାୟର ଭାଇ ଭଉଣୀମାନେ ଦେଶର ପ୍ରଗତିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଖେଳାଳି ଥିବା ସମୟରୁ ଶିଖ୍…
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଆଜି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ତଳସରା ନିର୍ବାଚନ ମଣ୍ଡଳୀର ଲୁଲକିଡିହି, ବନଡେଗା, ଶାଗବାହଲ, କୁରେଇ, ରାମପୁର ଓ ସୌନାମରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଆମେ ଦଳ ପାଇଁ ପ୍ରଚାର କଲୁ।

ଗୁରୁଜନଙ୍କ ଆଶୀର୍ବାଦ ଓ ସମାଜର ସବୁ ବର୍ଗର ଲୋକଙ୍କ ସମର୍ଥନ ମିଳୁଛି, ଯାହା ଆମର ବିକଶିତ ସୁନ୍ଦରଗଡ଼ ଓ ବିକଶିତ ଓଡ଼ିଶା ଗଠନର…

ଆଜି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ତଳସରା ନିର୍ବାଚନ ମଣ୍ଡଳୀର ଲୁଲକିଡିହି, ବନଡେଗା, ଶାଗବାହଲ, କୁରେଇ, ରାମପୁର ଓ ସୌନାମରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଆମେ ଦଳ ପାଇଁ ପ୍ରଚାର କଲୁ। ଗୁରୁଜନଙ୍କ ଆଶୀର୍ବାଦ ଓ ସମାଜର ସବୁ ବର୍ଗର ଲୋକଙ୍କ ସମର୍ଥନ ମିଳୁଛି, ଯାହା ଆମର ବିକଶିତ ସୁନ୍ଦରଗଡ଼ ଓ ବିକଶିତ ଓଡ଼ିଶା ଗଠନର…
account_circle
Biju Janata Dal(@bjd_odisha) 's Twitter Profile Photo

'ନବୀନ ଓଡ଼ିଶା' ଚମକୁଛି ରୂପାନ୍ତରଣ ସ୍ପର୍ଶରେ, ବିକାଶ ହେଉଛି ଏଠି ଜନଭାଗୀଦାରିରେ।

'ନବୀନ ଓଡ଼ିଶା' ଚମକୁଛି ରୂପାନ୍ତରଣ ସ୍ପର୍ଶରେ, ବିକାଶ ହେଉଛି ଏଠି ଜନଭାଗୀଦାରିରେ। #NabinOdisha #5T #Odisha
account_circle