Collector & DM, Rayagada (@dm_rayagada) 's Twitter Profile
Collector & DM, Rayagada

@dm_rayagada

Official Twitter Account of Rayagada District Administration, Odisha,

Mail id : [email protected]

ID: 1123848918951972865

linkhttps://rayagada.nic.in calendar_today02-05-2019 07:17:17

1,1K Tweet

11,11K Followers

153 Following

Collector & DM, Rayagada (@dm_rayagada) 's Twitter Profile Photo

Today Collector, Rayagada & Sub Collector, Gunupur visited PM JANMAN camp held at Udabgarjang under Kulusing GP, Govt. (SSD) Girls High School, Puttasing and interacted with students. Further visited KGBV at Jaltar and SDH, Gunupur. CMO Odisha I & PR Department, Odisha ST & SC Development Department

Today Collector, Rayagada & Sub Collector, Gunupur  visited PM JANMAN camp held at Udabgarjang under Kulusing GP, Govt. (SSD) Girls High School, Puttasing and interacted with students. Further visited KGBV at Jaltar and SDH, Gunupur.
CMO Odisha
I & PR Department, Odisha
ST & SC Development Department
Collector & DM, Rayagada (@dm_rayagada) 's Twitter Profile Photo

#ଶିକ୍ଷକଦିବସ ହେଉଛି ଏକ ବିଶେଷ ଦିନ, ଯେଉଁଥିରେ ଆମେ ଆମର ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଜଣାଉ। ଏହି ଦିବସଟି ଭାରତର ପ୍ରଥମ ଉପରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ସୂଚିତ କରି ପାଳନ କରାଯାଏ। ଗୁରୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପବିତ୍ର ଦିନରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା. ଜିଲ୍ଲା ପ୍ରଶାସନ, ରାୟଗଡ଼ ।

#ଶିକ୍ଷକଦିବସ ହେଉଛି ଏକ ବିଶେଷ ଦିନ, ଯେଉଁଥିରେ ଆମେ ଆମର ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ଜଣାଉ। ଏହି ଦିବସଟି ଭାରତର ପ୍ରଥମ ଉପରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ସୂଚିତ କରି ପାଳନ କରାଯାଏ। ଗୁରୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପବିତ୍ର ଦିନରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା.
ଜିଲ୍ଲା ପ୍ରଶାସନ, ରାୟଗଡ଼ ।
Collector & DM, Rayagada (@dm_rayagada) 's Twitter Profile Photo

ସୁଭଦ୍ରା ଯୋଜନା ବିଷୟରେ ସମଗ୍ର ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସଠିକ ତଥ୍ୟ ପ୍ରଚାର କରିବା ଉଦ୍ଦ୍ୟେଶ୍ୟରେ ରାୟଗଡ଼ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। #ସୁଭଦ୍ରାଓଡ଼ିଶା CMO Odisha Department of WCD, Government of Odisha I & PR Department, Odisha

ସୁଭଦ୍ରା ଯୋଜନା ବିଷୟରେ ସମଗ୍ର ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସଠିକ ତଥ୍ୟ ପ୍ରଚାର କରିବା ଉଦ୍ଦ୍ୟେଶ୍ୟରେ  ରାୟଗଡ଼ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ   ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।
#ସୁଭଦ୍ରାଓଡ଼ିଶା
CMO Odisha
Department of WCD, Government of Odisha
I & PR Department, Odisha
Collector & DM, Rayagada (@dm_rayagada) 's Twitter Profile Photo

ରାୟଗଡରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ -୨୦୨୪ ପାଳିତ ହୋଇଯାଇଅଛି । ଜିଲ୍ଲାପାଳ, ରାୟଗଡ଼ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହିତ ଶିକ୍ଷକ ତଥା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରିଥିଲେ l #teachersday2024 CMO Odisha I & PR Department, Odisha

ରାୟଗଡରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ -୨୦୨୪ ପାଳିତ ହୋଇଯାଇଅଛି । ଜିଲ୍ଲାପାଳ, ରାୟଗଡ଼  ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ  ସମ୍ବୋଧିତ କରିବା ସହିତ ଶିକ୍ଷକ ତଥା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରିଥିଲେ l
#teachersday2024
CMO Odisha
I & PR Department, Odisha
Collector & DM, Rayagada (@dm_rayagada) 's Twitter Profile Photo

The Lord is coming, bringing the promise of joy and infinite wisdom for all. Let us celebrate Ganesh Chaturthi with hearts full of devotion and hope. On this auspicious, the District Administration, Rayagada extends greetings and best wishes to all. #GaneshUtsav2024

The Lord is coming, bringing the promise of joy and infinite wisdom for all. Let us celebrate Ganesh Chaturthi with hearts full of devotion and hope.

On this auspicious, the District
Administration, Rayagada extends greetings and best wishes to all.
#GaneshUtsav2024
Collector & DM, Rayagada (@dm_rayagada) 's Twitter Profile Photo

Enrollment of dropout children back into schools represents a vital step towards fostering an inclusive education system.Considering that perspective the newly admitted students in Parsali Education Complex bought new dresses of their choice on the occasion of Ganesh Chaturthi.

ନୂଆଁଖାଇ ଆଣେ ନୂଆ ଆଶା, ନୂଆ ସଫଳତା, ନୂଆ ସମୃଦ୍ଧି। ଆମ ମାଟିରପର୍ବ "ନୂଆଁଖାଇ" ଅବସରରେ ଜିଲ୍ଲା ପ୍ରଶାସନ, ରାୟଗଡ଼ ସମସ୍ତଙ୍କ ଜୀବନର ମଙ୍ଗଳ କାମନା କରୁଅଛି। #NuakhaiJuhar #nuakhaiOdisha I & PR Department, Odisha

ନୂଆଁଖାଇ ଆଣେ ନୂଆ ଆଶା, ନୂଆ ସଫଳତା, ନୂଆ ସମୃଦ୍ଧି। ଆମ ମାଟିରପର୍ବ  "ନୂଆଁଖାଇ"  ଅବସରରେ ଜିଲ୍ଲା ପ୍ରଶାସନ, ରାୟଗଡ଼ ସମସ୍ତଙ୍କ ଜୀବନର ମଙ୍ଗଳ କାମନା କରୁଅଛି।
#NuakhaiJuhar
#nuakhaiOdisha
I & PR Department, Odisha
Collector & DM, Rayagada (@dm_rayagada) 's Twitter Profile Photo

Welcoming the revolutionary initiative of the Odisha Government. Subhadra Rath was warmly received at various GPs of Rayagada block. Subhadra Yojana's objective is to enhance the economic and social status of our women. #subhadraodisha CMO Odisha Department of WCD, Government of Odisha I & PR Department, Odisha

Welcoming the revolutionary initiative of the Odisha Government. Subhadra Rath was warmly received at various GPs of Rayagada block.
Subhadra Yojana's objective is to enhance the economic and social status  of our women.
#subhadraodisha
CMO Odisha
Department of WCD, Government of Odisha
I & PR Department, Odisha
Collector & DM, Rayagada (@dm_rayagada) 's Twitter Profile Photo

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶିପୁର ଠାରେ ସମ୍ମାନନୀୟ ଜିଲ୍ଲାପାଳ, ଏସ୍.ପି, ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଅଛି।ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି। CMO Odisha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶିପୁର ଠାରେ ସମ୍ମାନନୀୟ  ଜିଲ୍ଲାପାଳ, ଏସ୍.ପି, ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ  ହୋଇ ଯାଇଅଛି।ସମସ୍ତ ପ୍ରକାର ଅଭିଯୋଗର  କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି।
CMO Odisha
ST & SC Development Department (@scstdevdept) 's Twitter Profile Photo

To assess and improve the educational facilities in Kujendri, Rayagada, the Collector, Sub-Collector of Gunupur, BDO of Ramnaguda, AEE of ITDA, AEE of Ramnaguda, AE of ITDA, BEO of Ramnaguda, and WEO of Ramnaguda visited the SSD High School on September 12. The Collector

To assess and improve the educational facilities in Kujendri, Rayagada, the Collector, Sub-Collector of Gunupur, BDO of Ramnaguda, AEE of ITDA, AEE of Ramnaguda, AE of ITDA, BEO of Ramnaguda, and WEO of Ramnaguda visited the SSD High School on September 12. The Collector
Collector & DM, Rayagada (@dm_rayagada) 's Twitter Profile Photo

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀମତୀ ରୂପା ରୋଷନ ସାହୁଙ୍କ ରାୟଗଡ଼ ଜିଲ୍ଲା ଗ୍ରସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲପାଳଙ୍କ ସମେତ ଜିଲ୍ଲା ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ। CMO Odisha I & PR Department, Odisha Department of WCD, Government of Odisha

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀମତୀ ରୂପା ରୋଷନ ସାହୁଙ୍କ ରାୟଗଡ଼ ଜିଲ୍ଲା ଗ୍ରସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲପାଳଙ୍କ ସମେତ ଜିଲ୍ଲା ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ।
CMO Odisha
I & PR Department, Odisha
Department of WCD, Government of Odisha
Collector & DM, Rayagada (@dm_rayagada) 's Twitter Profile Photo

ରାୟଗଡ଼ ଜିଲ୍ଲାର ବାସିନ୍ଦା ତଥା ଡଙ୍ଗରିଆ କନ୍ଧ (ପିଭିଟିଜି) ସଂପ୍ରଦାୟର ମହିଳା, ହୁଣ୍ଡାଡି ୱାଡାକାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଆଜି ଭୁବନେଶ୍ୱରର ଜନତା ମୈଦାନ ଠାରେ ଅନୁଷ୍ଠିତ #ସୁଭଦ୍ରାଯୋଜନାର ଶୁଭାରମ୍ଭ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରୁ ସେ ଆର୍ଥିକ ସହାୟତା ଗ୍ରହଣ କରିଥିଲେ। #MuVsubhadra

Collector & DM, Rayagada (@dm_rayagada) 's Twitter Profile Photo

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ମୁନିଗୁଡା ଠାରେ ସମ୍ମାନନୀୟ ଜିଲ୍ଲାପାଳ, ଏସ୍.ପି, ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି। CMO Odisha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ମୁନିଗୁଡା ଠାରେ ସମ୍ମାନନୀୟ  ଜିଲ୍ଲାପାଳ, ଏସ୍.ପି, ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଅଛି। ସମସ୍ତ ପ୍ରକାର ଅଭିଯୋଗର  କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଅଛି।
CMO Odisha