Collector and DM, Sundargarh (@dmsundargarh) 's Twitter Profile
Collector and DM, Sundargarh

@dmsundargarh

24*7 contact : 1800 345 7461/68

ID: 875965718306607106

linkhttp://sundergarh.nic.in calendar_today17-06-2017 06:37:56

9,9K Tweet

26,26K Followers

229 Following

Collector and DM, Sundargarh (@dmsundargarh) 's Twitter Profile Photo

୧୦ ସେପ୍ଟେମ୍ବର ୨୦୨୪, ଜିଲ୍ଲପାଳ ଆଜି ଗୁରୁଣ୍ଡିଆ ବ୍ଲକ୍ ଭାଲୁଡୁଙ୍ଗୁରୀ ଓ ବାଙ୍କୀ ପଞ୍ଚାୟତ ର ଜନସେବା କେନ୍ଦ୍ର ରେ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ହେଉଥିବା କାର୍ଯ୍ୟଗୁଡ଼ିକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଏଵଂ ଉପଜିଲ୍ଲାପାଳ, ବଣେଇ ଙ୍କ ସହ ପରିଦର୍ଶନ କରିଥିଲେ। CMO Odisha

୧୦ ସେପ୍ଟେମ୍ବର ୨୦୨୪, ଜିଲ୍ଲପାଳ ଆଜି ଗୁରୁଣ୍ଡିଆ ବ୍ଲକ୍ ଭାଲୁଡୁଙ୍ଗୁରୀ ଓ ବାଙ୍କୀ ପଞ୍ଚାୟତ ର ଜନସେବା କେନ୍ଦ୍ର ରେ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ହେଉଥିବା କାର୍ଯ୍ୟଗୁଡ଼ିକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଏଵଂ ଉପଜିଲ୍ଲାପାଳ, ବଣେଇ ଙ୍କ ସହ ପରିଦର୍ଶନ କରିଥିଲେ।
<a href="/CMO_Odisha/">CMO Odisha</a>
Department of WCD, Government of Odisha (@wcdodisha) 's Twitter Profile Photo

The #SubhadraAwarenessRath rolls through Sundargarh, spreading the message of women empowerment across Odisha through Subhadra! #Subhadra #GhareGhareSubhadra #mubisubhadra . . . For more details kindly follow the official handle of Subhadra 👉 SUBHADRA OFFICIAL

The #SubhadraAwarenessRath rolls through Sundargarh, spreading the message of women empowerment across Odisha through Subhadra! 
#Subhadra #GhareGhareSubhadra #mubisubhadra
.
.
.
For more details kindly follow the official handle of Subhadra 👉 <a href="/odisha_subhadra/">SUBHADRA OFFICIAL</a>
Collector and DM, Sundargarh (@dmsundargarh) 's Twitter Profile Photo

ଆସନ୍ତା କାଲି ଭୁବନେଶ୍ୱର ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ସରକାର ଙ୍କ ଅଭିନବ ପ୍ରୟାସ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ରୁ ଆଜି ହିତାଧିକାରୀ ଏବଂ ଅଧିକାରୀ ମାନଙ୍କ ଏକ ଟିମ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। #subhadrayojana

ଆସନ୍ତା କାଲି ଭୁବନେଶ୍ୱର ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ସରକାର ଙ୍କ ଅଭିନବ ପ୍ରୟାସ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ରୁ ଆଜି ହିତାଧିକାରୀ ଏବଂ ଅଧିକାରୀ ମାନଙ୍କ ଏକ ଟିମ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।
#subhadrayojana
Rourkela Smart City (@smartcityrkl) 's Twitter Profile Photo

'ସ୍ଵଚ୍ଛତା ହିଁ ସେବା' କାର୍ଯ୍ୟକ୍ରମରେ ସ୍ଵଚ୍ଛତା ପ୍ରତି ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ତରଫରୁ ସ୍ଥାନୀୟ ଆମ୍ବେଦକର ଛକରୁ ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। #rmc #rourkela #shs2024 #swabhavswachhata #sanskaarswachhata #swachhatahiseva2024

'ସ୍ଵଚ୍ଛତା ହିଁ ସେବା' କାର୍ଯ୍ୟକ୍ରମରେ ସ୍ଵଚ୍ଛତା ପ୍ରତି ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ତରଫରୁ ସ୍ଥାନୀୟ ଆମ୍ବେଦକର ଛକରୁ ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।  #rmc #rourkela #shs2024 #swabhavswachhata #sanskaarswachhata #swachhatahiseva2024
Collector and DM, Sundargarh (@dmsundargarh) 's Twitter Profile Photo

ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ବଡ଼ଗାଁ ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। CMO Odisha I & PR Department, Odisha

ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ବଡ଼ଗାଁ ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
<a href="/CMO_Odisha/">CMO Odisha</a> <a href="/IPR_Odisha/">I & PR Department, Odisha</a>