Collector & DM, Bargarh (@dmbargarh) 's Twitter Profile
Collector & DM, Bargarh

@dmbargarh

Official account of District Administration, Bargarh, Odisha

ID: 876774300145000448

linkhttp://www.bargarh.odisha.gov.in calendar_today19-06-2017 12:10:57

2,2K Tweet

14,14K Followers

340 Following

CEO Odisha (@odishaceo) 's Twitter Profile Photo

ଆମ ସୋସିଆଲ ମିଡିଆ ପେଜˎଗୁଡ଼ିକୁ ଅନୁସରଣ କରନ୍ତୁ, ଭୋଟର ଭାବେ ନିଜ ଅଧିକାର ଜାଣନ୍ତୁ ଏବଂ ନିର୍ବାଚନ ବିଷୟରେ ସମସ୍ତ ସୂଚନା ପାଇ ସଚେତନତା ସହ ନିଜ ଭୋଟ୍ ଦିଅନ୍ତୁ । Twitter= x.com/OdishaCeo Facebook= facebook.com/OdishaCEO Instagram= instagram.com/odishaceo/ Whatsapp= whatsapp.com/channel/0029Va…

ଆମ ସୋସିଆଲ ମିଡିଆ ପେଜˎଗୁଡ଼ିକୁ ଅନୁସରଣ କରନ୍ତୁ,
ଭୋଟର ଭାବେ ନିଜ ଅଧିକାର ଜାଣନ୍ତୁ ଏବଂ ନିର୍ବାଚନ ବିଷୟରେ ସମସ୍ତ ସୂଚନା ପାଇ ସଚେତନତା ସହ ନିଜ ଭୋଟ୍ ଦିଅନ୍ତୁ ।

Twitter= x.com/OdishaCeo

Facebook= facebook.com/OdishaCEO

Instagram= instagram.com/odishaceo/

Whatsapp= whatsapp.com/channel/0029Va…
Collector & DM, Bargarh (@dmbargarh) 's Twitter Profile Photo

ଆଜି ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ଥିଲେ ।

The 7th DWSM Executive Committee Meeting was concluded under the Chairmanship of the Collector Bargarh, focusing on the review of key water and sanitation initiatives across the district, with emphasis on inter-departmental coordination and timely implementation of activities.

ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବରଗଡ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । CMO Odisha I & PR Department, Odisha Jana Sunani

ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି  l

ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବରଗଡ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ ।

CMO Odisha I & PR Department, Odisha Jana Sunani
CEO Odisha (@odishaceo) 's Twitter Profile Photo

ଏକ ଆଦର୍ଶ ଭୋଟର ହେବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ଓ ସୂଚନା ଏକମାତ୍ର ପ୍ଳାଟଫର୍ମରେ ସଂକଳିତ ହୋଇ ECINET ଆପ୍‌ ଭାବେ ଆପଣଙ୍କ ପାଇଁ ଉପଲବ୍ଧ! ଆଜି ହିଁ ନିଜ ଫୋନ୍‌ରେ ଏହି ନୂତନ ଆପ୍‌ ଡାଉନଲୋଡ୍‌ କରନ୍ତୁ ଓ ନିର୍ବାଚନ ସମ୍ବନ୍ଧୀୟ ସୂଚନା ସହଜରେ ପାଆନ୍ତୁ। #CEOOdisha #ECI #ECINET

ଏକ ଆଦର୍ଶ ଭୋଟର ହେବା ପାଇଁ ଆବଶ୍ୟକ ସମସ୍ତ ସୁବିଧା ଓ ସୂଚନା ଏକମାତ୍ର ପ୍ଳାଟଫର୍ମରେ ସଂକଳିତ ହୋଇ ECINET ଆପ୍‌ ଭାବେ ଆପଣଙ୍କ ପାଇଁ ଉପଲବ୍ଧ!
ଆଜି ହିଁ ନିଜ ଫୋନ୍‌ରେ ଏହି ନୂତନ ଆପ୍‌ ଡାଉନଲୋଡ୍‌ କରନ୍ତୁ ଓ ନିର୍ବାଚନ ସମ୍ବନ୍ଧୀୟ ସୂଚନା ସହଜରେ ପାଆନ୍ତୁ।
#CEOOdisha #ECI #ECINET
CEO Odisha (@odishaceo) 's Twitter Profile Photo

#ଓଡ଼ିଶା, #ତାମିଲନାଡୁ ଏବଂ #ପଶ୍ଚିମବଙ୍ଗର BLO ଏବଂ BLO ପର୍ଯ୍ୟବେକ୍ଷକଙ୍କ ପାଇଁ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ। #CEC ଶ୍ରୀ ଜ୍ଞାନେଶ କୁମାର IIIDEM Official ରେ ୩୬୯ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗଠିତ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରୁଛନ୍ତି।

CEO Odisha (@odishaceo) 's Twitter Profile Photo

ବିଜ୍ଞପ୍ତି ପ୍ରକାଶନ: ପଞ୍ଜୀକୃତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)ମାନଙ୍କୁ ତାଲିକାରୁ ବାଦˎସମ୍ପର୍କରେ । ଏହି ନିର୍ଦ୍ଧିଷ୍ଟ ବିଜ୍ଞପ୍ତି 'ଉତ୍କଳ ଭାରତ' ପାଇଁ । #ECI #CEOOdisha #RUPP

ବିଜ୍ଞପ୍ତି ପ୍ରକାଶନ: ପଞ୍ଜୀକୃତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)ମାନଙ୍କୁ ତାଲିକାରୁ ବାଦˎସମ୍ପର୍କରେ । ଏହି ନିର୍ଦ୍ଧିଷ୍ଟ ବିଜ୍ଞପ୍ତି 'ଉତ୍କଳ ଭାରତ' ପାଇଁ ।
#ECI #CEOOdisha #RUPP
Collector & DM, Bargarh (@dmbargarh) 's Twitter Profile Photo

ଆଜି ପଦମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ,ପଦମପୁର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ l CMO Odisha I & PR Department, Odisha Jana Sunani

ଆଜି ପଦମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି  l
ଏହି ଶିବିରରେ ଜିଲ୍ଲାପାଳ,ପଦମପୁର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ l
CMO Odisha I & PR Department, Odisha Jana Sunani
CEO Odisha (@odishaceo) 's Twitter Profile Photo

ECINET – ୪୦ରୁ ଅଧିକ ଆପ୍ଲିକେସନ୍ ର ସମ୍ପୂର୍ଣ୍ଣ ସୁବିଧା ଗୋଟିଏ ଜାଗାରେ, ଆପଣଙ୍କ ହାତରେ! ତେବେ, ଆଜି ହିଁ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରନ୍ତୁ, ବ୍ୟବହାର କରନ୍ତୁ ଏବଂ ନିଜର ମତାମତ ଆମକୁ ଜଣାନ୍ତୁ। Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #ECI #CEOOdisha #ECINET #DownloadECINET

Collector & DM, Bargarh (@dmbargarh) 's Twitter Profile Photo

ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସମସ୍ତ ଯୋଜନା ସମୀକ୍ଷା କରିଥିଲେ l CMO Odisha H & FW Dept Odisha

ଜିଲ୍ଲାପାଳ ଏବଂ ଉଦ୍ୟାନ ବିଭାଗ ର ସମସ୍ତ ଅଧିକାରୀ ତଥା କର୍ମଚାରୀ, ଚାଷୀ ଉତ୍ପାଦକ ସଂଘ ଏବଂ ସହଯୋଗୀ ସଂସ୍ଥା ଙ୍କ ଉପସ୍ଥିତି ରେ ଉଦ୍ୟାନ ବିଭାଗ ସମ୍ମିଳନୀ କକ୍ଷ ଠାରେ ତେଲ ତାଳ ଚାଷ ପାଇଁ ଏକ ଦିନିଆ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା l CMO Odisha Horticulture Odisha

Directorate of Fisheries, Odisha (@odishafisheries) 's Twitter Profile Photo

ମତ୍ସ୍ୟ ଚାଷ କରି ଆର୍ଥିକ ସଶକ୍ତ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି ବରଗଡ଼ ଜିଲ୍ଲାର ଶ୍ରୀ ରିତେଶ ସାହୁ CMO Odisha GOKULANANDA MALLICK Fisheries & ARD Department Suresh Kr. Vashishth Collector & DM, Bargarh

Collector & DM, Bargarh (@dmbargarh) 's Twitter Profile Photo

ସହରାଞ୍ଚଳ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ପୌରପରିଷଦର ଅଧ୍ୟକ୍ଷ ଏବଂ କାଉନସିଲର ମାନଙ୍କୁ ନେଇ ସହରାଞ୍ଚଳ ଉନ୍ନତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। CMO Odisha I & PR Department, Odisha H & UD Dept

ସହରାଞ୍ଚଳ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଜିଲ୍ଲାର  ସମସ୍ତ ପୌରପରିଷଦର ଅଧ୍ୟକ୍ଷ ଏବଂ କାଉନସିଲର ମାନଙ୍କୁ ନେଇ ସହରାଞ୍ଚଳ ଉନ୍ନତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

CMO Odisha I & PR Department, Odisha H & UD Dept
Collector & DM, Bargarh (@dmbargarh) 's Twitter Profile Photo

କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିବାରଣ, ନିଷେଧ ଓ ନିରାକରଣ ଆଇନ ୨୦୧୩ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଉକ୍ତ ଶିବିରରେ ଜିଲ୍ଲାର ଅଗ୍ରଣୀ ସାମଜସେବା ଅନୁଷ୍ଠାନ ତଥା ଏନଜିଓ କର୍ମୀଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।

କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ନିବାରଣ, ନିଷେଧ ଓ ନିରାକରଣ ଆଇନ ୨୦୧୩ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି ।

ଉକ୍ତ ଶିବିରରେ ଜିଲ୍ଲାର ଅଗ୍ରଣୀ ସାମଜସେବା ଅନୁଷ୍ଠାନ ତଥା ଏନଜିଓ କର୍ମୀଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।
Collector & DM, Bargarh (@dmbargarh) 's Twitter Profile Photo

ଆଜି ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। CMO Odisha I & PR Department, Odisha Jana Sunani

ଆଜି ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
CMO Odisha I & PR Department, Odisha Jana Sunani
CEO Odisha (@odishaceo) 's Twitter Profile Photo

ଭୋଟର ତାଲିକାର ମହତ୍ତ୍ୱ କ'ଣ ଜାଣନ୍ତୁ! ଯଦି ଆପଣ ୧୮ କିମ୍ବା ଅଧିକ ବୟସର ତେବେ ନିଜ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଯାଞ୍ଚ କରି ଦେଖନ୍ତୁ, ଯଦି ନାହିଁ, ଅନ୍ତର୍ଭୁକ୍ତିକରଣର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରି ଦିଅନ୍ତୁ। #ECI #CEOOdisha #SIR2025 #Voterlist #Form6

ଭୋଟର ତାଲିକାର ମହତ୍ତ୍ୱ କ'ଣ ଜାଣନ୍ତୁ!
ଯଦି ଆପଣ ୧୮ କିମ୍ବା ଅଧିକ ବୟସର ତେବେ ନିଜ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଯାଞ୍ଚ କରି ଦେଖନ୍ତୁ, ଯଦି ନାହିଁ, ଅନ୍ତର୍ଭୁକ୍ତିକରଣର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରି ଦିଅନ୍ତୁ।

#ECI #CEOOdisha #SIR2025 #Voterlist #Form6
Higher Education Department, Govt. of Odisha 🇮🇳 (@dhe_odisha) 's Twitter Profile Photo

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ସଶକ୍ତ କରିବ "ଶକ୍ତିଶ୍ରୀ" CMO Odisha Suryabanshi Suraj I & PR Department, Odisha #HigherEducation

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ସଶକ୍ତ କରିବ "ଶକ୍ତିଶ୍ରୀ"

CMO Odisha Suryabanshi Suraj I & PR Department, Odisha

#HigherEducation
Collector & DM, Bargarh (@dmbargarh) 's Twitter Profile Photo

ସମବାୟ ବିଭାଗ ଏବଂ ଓମଫେଡର ମିଳିତ ଉଦ୍ୟମରେ ଜିଲ୍ଲାସ୍ତରୀୟ ସମବାୟ ମୋହତ୍ସବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ସହ ୨୨ ଗୋଟି ବହୁମୂଖୀ ଦୁଗ୍ଧ ସମବାୟ ସମିତି ଲୋକାର୍ପଣ କରିଛନ୍ତି ।

ସମବାୟ ବିଭାଗ ଏବଂ ଓମଫେଡର ମିଳିତ ଉଦ୍ୟମରେ ଜିଲ୍ଲାସ୍ତରୀୟ ସମବାୟ ମୋହତ୍ସବ ଅନୁଷ୍ଠିତ ହୋଇଯାଇଛି ।

ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ସହ ୨୨ ଗୋଟି ବହୁମୂଖୀ ଦୁଗ୍ଧ ସମବାୟ ସମିତି ଲୋକାର୍ପଣ କରିଛନ୍ତି ।
CEO Odisha (@odishaceo) 's Twitter Profile Photo

Shri R.S. Gopalan, IAS CEO , Odisha held a meeting with representatives of recognized political parties and announced the creation of 6,358 new booths to reduce voter load, lowering the booth size from 1,500 to 1,200 voters.

Shri R.S. Gopalan, IAS CEO , Odisha held a meeting with representatives of recognized political parties and announced the creation of 6,358 new booths to reduce voter load, lowering the booth size from 1,500 to 1,200 voters.
Collector & DM, Bargarh (@dmbargarh) 's Twitter Profile Photo

8th DWSM Executive Committee Meeting was held under the Chairmanship of Collector Bargarh. The meeting focused on reviewing key water and sanitation initiatives across the district, with special emphasis on inter-departmental coordination and timely implementation of activities.