DGP, Odisha (@dgpodisha) 's Twitter Profile
DGP, Odisha

@dgpodisha

Official handle of Director General of Police, Odisha

ID: 941291398489190405

calendar_today14-12-2017 12:58:52

5,5K Tweet

286,286K Followers

66 Following

DGP, Odisha (@dgpodisha) 's Twitter Profile Photo

Warm wishes to all personnel of Indian Coast Guard on their Raising Day. Their relentless service on our maritime frontiers is exemplary. #IndianCoastGuardDay

Warm wishes to all personnel of <a href="/IndiaCoastGuard/">Indian Coast Guard</a> on their Raising Day. Their relentless service on our maritime frontiers is exemplary. #IndianCoastGuardDay
DGP, Odisha (@dgpodisha) 's Twitter Profile Photo

ଓଁ ନମଃ ଶିବାୟ!! ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଦେବାଧିଦେବ ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ । #shivratri

ଓଁ ନମଃ ଶିବାୟ!!

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଦେବାଧିଦେବ ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।

#shivratri
DGP, Odisha (@dgpodisha) 's Twitter Profile Photo

Best wishes to all personnel and families of CISF on the occasion of #CISFRaisingDay. We are indebted to your courage, determination and commitment to protect our nation.

Best wishes to all personnel and families of <a href="/CISFHQrs/">CISF</a> on the occasion of #CISFRaisingDay. We are indebted to your courage, determination and commitment to protect our nation.
DGP, Odisha (@dgpodisha) 's Twitter Profile Photo

ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

୮୯ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡିଶାର ସମସ୍ତ ପୋଲିସ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମକୁ ମୁଁ ସାଧୁବାଦ ଜଣାଉଛି । ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାପାଇଁ ଆସନ୍ତୁ ଆମେ ସମସ୍ତେ ମିଳିମିଶି ସଂକଳ୍ପ ନେବା । #ବନ୍ଦେଉତ୍କଳଜନନୀ

ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ବନ୍ଦେ ଉତ୍କଳ ଜନନୀ ।

ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।  
ବନ୍ଦେ ଉତ୍କଳ ଜନନୀ ।
DGP, Odisha (@dgpodisha) 's Twitter Profile Photo

Today on 🇮🇳CRPF🇮🇳 #ValourDay, we salute the sacrifice of bravehearts who laid down their lives for the motherland in Gujarat’s Sardar Patel Post in 1965. The service and sacrifice of all martyrs will never be forgotten.

Today on <a href="/crpfindia/">🇮🇳CRPF🇮🇳</a> #ValourDay, we salute the sacrifice of bravehearts who laid down their lives for the motherland in Gujarat’s Sardar Patel Post in 1965. The service and sacrifice of all martyrs will never be forgotten.
DGP, Odisha (@dgpodisha) 's Twitter Profile Photo

ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଈଶ୍ୱରଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଶୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।

Odisha Police (@odisha_police) 's Twitter Profile Photo

ଦେଶ ପ୍ରତି ଆପଣଙ୍କ କର୍ତ୍ତବ୍ୟକୁ ହାତ ଛଡା କରନ୍ତୁ ନାହିଁ। ମତଦାନ କରନ୍ତୁ ଏବଂ ଗଣତନ୍ତ୍ରର ବଡ ପର୍ବରେ ସାମିଲ ହୁଅନ୍ତୁ। ନିଜର ମୂଲ୍ୟବାନ ଭୋଟ ଦେଇ ଅଧିକାର ସାବ୍ୟସ୍ତ କରନ୍ତୁ।

ଦେଶ ପ୍ରତି ଆପଣଙ୍କ କର୍ତ୍ତବ୍ୟକୁ ହାତ ଛଡା କରନ୍ତୁ ନାହିଁ। ମତଦାନ କରନ୍ତୁ ଏବଂ ଗଣତନ୍ତ୍ରର ବଡ ପର୍ବରେ ସାମିଲ ହୁଅନ୍ତୁ। ନିଜର ମୂଲ୍ୟବାନ ଭୋଟ ଦେଇ ଅଧିକାର ସାବ୍ୟସ୍ତ କରନ୍ତୁ।
DGP, Odisha (@dgpodisha) 's Twitter Profile Photo

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।

ପବିତ୍ର ଇଦ୍-ଉଜ୍-ଜୁହା ପର୍ବ ଉପଲକ୍ଷେ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଚତୁର୍ଦ୍ଧାମୂର୍ତ୍ତୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିର ପରିପୂର୍ଣ୍ଣ ହେଉ । ଜୟ ଜଗନ୍ନାଥ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଚତୁର୍ଦ୍ଧାମୂର୍ତ୍ତୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିର ପରିପୂର୍ଣ୍ଣ ହେଉ ।

ଜୟ ଜଗନ୍ନାଥ
DGP, Odisha (@dgpodisha) 's Twitter Profile Photo

ପବିତ୍ର ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ | ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ପ୍ରଗତି ଆସୁ | #BahudaYatra #JagannathYatra #HinduFestival #IndianFestival #FestivalOfChariots

ପବିତ୍ର ମହରମ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ତ୍ୟାଗ ଓ ଭାଇଚାରାର ଏହି ମହାନ ପର୍ବ ସଭିଙ୍କ ଜୀବନରେ ସଦ୍ ଭାବନା, ସମୃଦ୍ଧି ଏବଂ ଖୁସି ଆଣିଦେଉ |

ମହାପ୍ରଭୁଙ୍କ ସୁନାବେଶ ଉପଲକ୍ଷେ ସମସ୍ତ ଭକ୍ତଗଣଙ୍କୁ ଶୁଭେଚ୍ଛା । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଜୀବନରେ ହସ, ଖୁସି ଓ ଉଲ୍ଲାସ ଭରି ଦିଅନ୍ତୁ ।

ନୀଳାଦ୍ରିବିହାରୀଙ୍କ ନୀଳାଦ୍ରି ବିଜେ ଏବଂ ରସଗୋଲା ଦିବସର ହାର୍ଦ୍ଧିକ ଶୁଭେଚ୍ଛା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ଓ ସମୃଦ୍ଧିରେ ଭରିଯାଉ ।

ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ବୀର ଯବାନମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। କାର୍ଗିଲ ଯୁଦ୍ଧରେ ତ୍ରିରଙ୍ଗାର ଶୌର୍ଯ୍ୟ ଓ ମର୍ଯ୍ୟାଦାକୁ ରକ୍ଷା କରିଥିବା ବୀର ଯବାନମାନଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ । ଜୟ ହିନ୍ଦ୍

ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ବୀର ଯବାନମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। କାର୍ଗିଲ ଯୁଦ୍ଧରେ ତ୍ରିରଙ୍ଗାର ଶୌର୍ଯ୍ୟ ଓ ମର୍ଯ୍ୟାଦାକୁ ରକ୍ଷା କରିଥିବା ବୀର ଯବାନମାନଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ । 
ଜୟ ହିନ୍ଦ୍
DGP, Odisha (@dgpodisha) 's Twitter Profile Photo

Greetings to all personnel and families of 🇮🇳CRPF🇮🇳 on the occasion of #CRPFRaisingDay. The nation is indebted and proud of your valour, devotion and selfless service to the society.

Greetings to all personnel and families of <a href="/crpfindia/">🇮🇳CRPF🇮🇳</a> on the occasion of #CRPFRaisingDay. The nation is indebted and proud of your valour, devotion and selfless service to the society.
DGP, Odisha (@dgpodisha) 's Twitter Profile Photo

ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ଼ ଅଭିନନ୍ଦନ । ଏହି ଅବସରରେ ମାତୃଭୂମିର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କ ଦେଶପ୍ରେମ ଏବଂ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ତଥା ଜାତିର ସୁରକ୍ଷା ଏବଂ ସେବା କରିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ।

ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।