District Education Office, Rayagada (@deorayagada27) 's Twitter Profile
District Education Office, Rayagada

@deorayagada27

ID: 1816034588751454208

calendar_today24-07-2024 08:56:12

7 Tweet

12 Takipçi

7 Takip Edilen

District Education Office, Rayagada (@deorayagada27) 's Twitter Profile Photo

#ShikshaSaptah 'ଶିକ୍ଷା ସପ୍ତାହ'ର ପଞ୍ଚମ ଦିବସ 'ଦକ୍ଷତା ଓ ଡ଼ିଜିଟାଲ ପ୍ରୋତ୍ସାହନ ଦିବସ' ଭାବେ ପାଳିତ । ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବ ଡ଼ିଜିଟାଲ ଜ୍ଞାନକୌଶଳ । ପିଲାମାନଙ୍କୁ ଅନୁପ୍ରାଣିତ କଲା ବିଭିନ୍ନ ଦକ୍ଷତା ବିକାଶ କର୍ମଶାଳା ।

District Education Office, Rayagada (@deorayagada27) 's Twitter Profile Photo

#Hackathon ଅଦ୍ୟ ତା. ୦୬.୦୮.୨୦୨୪ ରିଖ ମଙ୍ଗଳବାର ରାୟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ହାକାଥନ ୨.୦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱ୍ଯାନ ମହାଜନ ଉକ୍ତ ହାକାଥନକୁ ଅନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ ।