Cooperation Odisha (@coop_odisha) 's Twitter Profile
Cooperation Odisha

@coop_odisha

Official Twitter Handle of Cooperation Department, Government of Odisha

ID: 875953096672792576

linkhttps://coop.odisha.gov.in/ calendar_today17-06-2017 05:47:47

2,2K Tweet

63,63K Followers

68 Following

Cooperation Odisha (@coop_odisha) 's Twitter Profile Photo

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଅବସରରେ ସମବାୟ ବିଭାଗର ସମସ୍ତ ଜିଲ୍ଲା ଓ ସବ୍‌ଡିଭିଜନ୍‌ ସ୍ତରୀୟ କ୍ଷେତ୍ର ଅଧିକାରୀମାନେ ଦୁର୍ନୀତି ନିବାରଣ ଶପଥ ପାଠ କରିଛନ୍ତି। #VigilanceAwarenessWeek2025

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଅବସରରେ ସମବାୟ ବିଭାଗର ସମସ୍ତ ଜିଲ୍ଲା ଓ ସବ୍‌ଡିଭିଜନ୍‌ ସ୍ତରୀୟ କ୍ଷେତ୍ର ଅଧିକାରୀମାନେ ଦୁର୍ନୀତି ନିବାରଣ ଶପଥ ପାଠ କରିଛନ୍ତି।  

#VigilanceAwarenessWeek2025
Cooperation Odisha (@coop_odisha) 's Twitter Profile Photo

ମୟୂରଭଞ୍ଜ ଜିଲ୍ଲା ବାରିପଦା ସର୍କଲ ଅନ୍ତର୍ଗତ ସାନକେରକ ବୃହଦାକାର ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତି (LAMPCS) ପରିସରରେ ନାଫେଡ ଖାଉଟି ଷ୍ଟୋର ଉଦଘାଟନ ହୋଇଛି। ଏହାଦ୍ୱାରା ଗ୍ରାମୀଣ ଉପଭୋକ୍ତାମାନଙ୍କୁ ଉତ୍ତମ ଗୁଣବକ୍ତା ଯୁକ୍ତ ଖାଉଟି ଦ୍ରବ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇ ପାରିବ। #NAFED #FMCGStore #LAMPCS #ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସର୍କଲ ଅନ୍ତର୍ଗତ ସାନକେରକ ବୃହଦାକାର ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତି (LAMPCS) ପରିସରରେ ନାଫେଡ ଖାଉଟି ଷ୍ଟୋର ଉଦଘାଟନ ହୋଇଛି। ଏହାଦ୍ୱାରା ଗ୍ରାମୀଣ ଉପଭୋକ୍ତାମାନଙ୍କୁ ଉତ୍ତମ ଗୁଣବକ୍ତା ଯୁକ୍ତ ଖାଉଟି ଦ୍ରବ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇ ପାରିବ। 
#NAFED #FMCGStore #LAMPCS #ମୟୂରଭଞ୍ଜ
Cooperation Odisha (@coop_odisha) 's Twitter Profile Photo

On Rashtriya Ekta Divas 2025, we honour Sardar Vallabhbhai Patel, whose dream of a united India reflects in the spirit of cooperation where, unity builds strength and collective effort drives progress. Together, we move towards self-reliant and inclusive growth.

Cooperation Odisha (@coop_odisha) 's Twitter Profile Photo

ଭାରତର ପ୍ରଥମ ଗୃହମନ୍ତ୍ରୀ, ଭାରତରତ୍ନ, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମବାୟ ବିଭାଗ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଭାରତର ପ୍ରଥମ ଗୃହମନ୍ତ୍ରୀ, ଭାରତରତ୍ନ, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମବାୟ ବିଭାଗ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Cooperation Odisha (@coop_odisha) 's Twitter Profile Photo

ସମବାୟ ବିଭାଗର ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲା ଓ ସବ୍‌ଡିଭିଜନ୍‌ ସ୍ତରୀୟ କ୍ଷେତ୍ର ଅଧିକାରୀମାନେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତାର ଶପଥ ପାଠ କରିଛନ୍ତି।

ସମବାୟ ବିଭାଗର ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲା ଓ ସବ୍‌ଡିଭିଜନ୍‌ ସ୍ତରୀୟ କ୍ଷେତ୍ର ଅଧିକାରୀମାନେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତାର ଶପଥ ପାଠ କରିଛନ୍ତି।
Cooperation Odisha (@coop_odisha) 's Twitter Profile Photo

ଓଡ଼ିଆ ଐତିହ୍ୟର ଜୀବନ୍ତ ଗାଥା, ଓଡ଼ିଆ ଅସ୍ମିତାର ପର୍ବ-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସମବାୟ ବିଭାଗ ତରଫରୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।