
Chinmaya. ❤️🇮🇳
@chinmayabal14
I am preparing Chartered Accountant (CA) , B.com. i am proud feel to be a commercian.
(your positive action combined with positive things.)
ID: 1363156197507883010
20-02-2021 15:59:56
7,7K Tweet
577 Followers
571 Following



ସାମାନ୍ୟ ବିକଳ ଚିତ୍ର....... କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନଗର ବ୍ଳକର ଈଶ୍ୱରପୁର ପଞ୍ଚାୟତର ସାନ ଗୋଖଣୀ ଗାଁ ରେ.. ରାସ୍ତା ଖଣ୍ଡିଏ ନଥିବାରୁ କେତେ ହିନସ୍ଥା ହେଉଛନ୍ତି ପିଲାମାନେ.. ଖବର କାଗଜ ଯାଞ୍ଚ୍ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ। Mohan Charan Majhi Works Department, Odisha Collector and District Magistrate Kendrapara🇮🇳 SubcollectorKendrapara BDO RAJNAGAR







ଏଠି VIP ଙ୍କୁ ସୁରକ୍ଷା ମିଳୁଛି... କିନ୍ତୁ ସାଧାରଣ ଲୋକଙ୍କୁ ସୁରକ୍ଷା ନାହିଁ..... ହେ ଭଗବାନ୍... Puri Police ଗୋଟେ ଜୀବନର ମୂଲ୍ୟ ବୁଝନ୍ତୁ.. 🙏🏿😭🙏🏿

#ଘରେ_ପଶିଲା_ଡ୍ରେନ_ପାଣି କେନ୍ଦ୍ରାପଡାରେ ଲଗାଣ ବର୍ଷାରେ ଘରେ ପଶିଲା ପାଣି । ଡ୍ରେନ ପାଣି ଘରେ ପଶିବାରୁ ଝାଡାବାନ୍ତି ବ୍ୟାପୁଛି । 13no ward municipality area.. Collector and District Magistrate Kendrapara🇮🇳 SubcollectorKendrapara KENDRAPARA MUNICIPALITY kindly look into this matter



କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକର ଡାମରପୁର ପଞ୍ଚାୟତର ବାଲିପାଟଣା ଗାଁ ରେ ନିତ୍ୟାନନ୍ଦଙ୍କର ୨ଟି ଝିଅ ଅଛନ୍ତି.ବହୁତ ଗରିବ କିଛି ଦିନ ହେଵ accident ରେ ଅକ୍ଷମ ହୋଇଯାଇଛନ୍ତି. ଘର ଵି ଖଣ୍ଡିଏ ନାହିଁ. ଚିକିତ୍ସା ହେବାକୁ ଅର୍ଥ ନାହିଁ. ସାହାଯ୍ୟ କରିବାକୁ ନିବେଦନ 🙏🏿Mohan Charan Majhi SubcollectorKendrapara BDO Pattamundai





ଏ ରାସ୍ତା ହେଉଛି ପର୍ଯଟନ ସ୍ଥଳୀ ଭିତରକନିକା ବାଟ.. କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନଗର ବ୍ଳକର ଘଡିଆଳ ରାସ୍ତା ସଂକଟାପନ୍ନ...🥺 ଅସ୍ତ ବ୍ୟସ୍ତ ଲୋକମାନେ। Mohan Charan Majhi Revenue & DM Department, Government of Odisha Works Department, Odisha Collector and District Magistrate Kendrapara🇮🇳 SubcollectorKendrapara BDO RAJNAGAR ସମସ୍ୟା ର ସମାଧାନ କରିବାକୁ ଅନୁରୋଧ 🙏🏿


କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଳକର ଜୁଣୁପଙ୍ଗରାରେ. ଭାଇ ନାହାନ୍ତି. ଵାପା Handcrafted ଅସହାୟ ପରିବାର.ପିଲାଙ୍କୁ ପଢେଇବା ପାଇଁ ଅର୍ଥ ସାଜିଛି ବାଧକ.. ସରକାରୀ ସହାୟତା ଅପେକ୍ଷାରେ ପରିବାର.CMO Odisha Pravati Parida SRC, Govt of Odisha SubcollectorKendrapara BDO RAJNAGAR EducationOdisha please kindly look into matter

