Bisu ବାୟା isu (@bisubayaisu) 's Twitter Profile
Bisu ବାୟା isu

@bisubayaisu

ଗର୍ବିତ ଭାରତୀୟ 🇮🇳 ।। ମୁଁ ଖାଣ୍ଟି ଓଡ଼ିଆ ପୁଅ 🙋🏻‍♂️।। ଭଦ୍ରକ 🏘️ ।। ଭଲପାଇବା 💓 ମୋ ଦୁର୍ବଳତା ।। ସମସ୍ତଙ୍କ ମୁହଁରେ ହସ ଦବା ପାଇଁ ଟିକେ ପ୍ରୟାସ।।
#ମୁଁ_ବାୟା🥀😶

ID: 1446756368086560774

calendar_today09-10-2021 08:36:28

11,11K Tweet

3,3K Followers

45 Following

Bisu ବାୟା isu (@bisubayaisu) 's Twitter Profile Photo

ଦୁନିଆ ବହୁତ ବଦଳି ଗଲାଣି.... ଯଦି ଆପଣ କାହା ଉପରେ ଅଭିମାନ କରିବେ । ତେବେ ଲୋକେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଅଧିକ ପସନ୍ଦ କରିବେ, ମନେଇବା ପାଇଁ ନୁହେଁ.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷 🙏

Bisu ବାୟା isu (@bisubayaisu) 's Twitter Profile Photo

ଏ ଜୀବନ ଦୁଇଦିନର, ଚାରିଦିନର, ଦିନର ଚିନ୍ତାରେ ସମୟ ନଷ୍ଟ କରନ୍ତୁନାହିଁ.... ଆପଣଙ୍କୁ ଯାହା ଭଲ ଲାଗୁଛି ତାହା କରନ୍ତୁ, ମନଖୋଲି ହସନ୍ତୁ, ଖୁସିରେ ବଞ୍ଚିବାକୁ ଶିଖନ୍ତୁ ହେଲେ କାହାର କ୍ଷତି କରନ୍ତୁନାହିଁ.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷 🙏

Bisu ବାୟା isu (@bisubayaisu) 's Twitter Profile Photo

ମଞ୍ଚାଟେ ତୋଳି ଦେ ଏଥର! ଇଛାମାନଙ୍କୁ ଫଳିବାକୁ ଆଶ୍ରାଟେ ତ ନିହାତି ଦରକାର! #ମନର_କଥା

Bisu ବାୟା isu (@bisubayaisu) 's Twitter Profile Photo

ନୂଆ ବର୍ଷର ନୂଆ ଆଶା, ମନରେ ଭରୁ ନୂଆ ଭାଷା। ପଣା ସଂକ୍ରାନ୍ତିର ମିଠା ପଣା, ଦୂରେଇ ଦେଉ ସବୁ ଯନ୍ତ୍ରଣା। ହନୁମାନଙ୍କ ଆଶୀର୍ବାଦ ରହୁ, ସଭିଙ୍କ ମୁହଁରେ ହସ ଫୁଟିଥାଉ। ମିଠା ପଣାର ମହକରେ ଭରିଯାଉ ଜୀବନ, ସଫଳତା ଛୁଇଁବାକୁ ପ୍ରସ୍ତୁତ ହେଉ ମନ। ଓଡ଼ିଆ ହୋଇ ଜନ୍ମିଛୁ ଏଇ ବଡ଼ ଭାଗ୍ୟ, ନୂଆ ବର୍ଷରେ ପୂରଣ ହେଉ ସବୁ ସଂକଳ୍ପ। #ଓଡିଆନବବର୍ଷ

Bisu ବାୟା isu (@bisubayaisu) 's Twitter Profile Photo

ସୁନ୍ଦର ସମ୍ପର୍କ ଗୋଟିଏ ସୁନ୍ଦର ସମ୍ପର୍କ ପାଇଁ ରାଣ କି ଶପଥ ର ଆବଶ୍ୟକତା ନଥାଏ.... କାହିଁକିନା ଛାଡ଼ିବା ଲୋକତ ରାଣ ପକାଇ ବି ଚାଲି ଯାଆନ୍ତି । ଆଉ ସେଥିରେ ରହିବା ଲୋକ ତ କଥା ନ ହୋଇକି ବି ସମ୍ପର୍କ କୁ ଏକାଠି କରି ରଖନ୍ତି.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷 🙏

Bisu ବାୟା isu (@bisubayaisu) 's Twitter Profile Photo

ପରିବାର, ଘଣ୍ଟା ର କଣ୍ଟା ପରି ହେବା ଉଚିତ୍, କୋଉ କଣ୍ଟା ଛୋଟ ତ... କେଉଁଟା ବଡ । କୋଉ କଣ୍ଟା ଧିରେ ଚାଲ୍ ତ, କେଉଁ କଣ୍ଟା ଦୌଡେ.... କିନ୍ତୁ ଘଣ୍ଟାରେ ୧୨ ବାଜିଲେ ସବୁ କଣ୍ଟା ଏକାଠି ହୋଇଥାନ୍ତି.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷 🙏

Bisu ବାୟା isu (@bisubayaisu) 's Twitter Profile Photo

ଜୀବନରେ ଏମିତି ହିଁ ଜୀଇଁବା ଦରକାର, ଯେମିତି କି.. କିଏ ହସିଲେ ତୁମ କାରଣରୁ ହସୁ.. ତୁମ ଉପରେ ନୁହେଁ । ଆଉ କିଏ କାନ୍ଦିଲେ ତୁମ ପାଇଁ କାନ୍ଦୁ.. ତୁମ କାରଣରୁ ନୁହେଁ ...।। "ଜୟ ଜଗନ୍ନାଥ" 🙏🌷ଶୁଭ ସକାଳ🌷🙏

Bisu ବାୟା isu (@bisubayaisu) 's Twitter Profile Photo

ଆପଣଙ୍କର ନିଜ ମନ ଅପେକ୍ଷା ଆଉ କିଛି ଆପଣଙ୍କୁ ଶୀଘ୍ର ନଷ୍ଟ କରିପାରିବ ନାହିଁ, ଆପଣଙ୍କ ନିୟନ୍ତ୍ରଣ ବାହାରେ ଥିବା ଜିନିଷ ଗୁଡ଼ିକ ପାଇଁ ନିଜ ଉପରେ ଚାପ ପକାନ୍ତୁ ନାହିଁ ।। "ଜୟ ଜଗନ୍ନାଥ" 🙏🌷ଶୁଭ ସକାଳ 🌷🙏

Bisu ବାୟା isu (@bisubayaisu) 's Twitter Profile Photo

ଯେବେ କଥା ତୁମର ଥିଲା ମୁଁ ତୁମ ଛଡା ଆଉ କାହାକୁ ଶୁଣି ନଥିଲି... କିନ୍ତୁ..... ଯେବେ କଥା ମୋର ଆସିଲା ତୁମେ ମୋତେ ଛାଡି ଦୁନିଆ ଯାକର କଥା ଶୁଣିଲ.....¡¡

Bisu ବାୟା isu (@bisubayaisu) 's Twitter Profile Photo

କାହାକୁ କିଛି ଖରାପ କହିବା ପୂର୍ବରୁ, ତୁମେ ନିଜେ ଥରେ ଚିନ୍ତା କରି ଦେଖ । ଯଦି ତୁମକୁ କେହି ସେତିକି କହିଲେ, ତୁମେ ସହି ପାରିବ ତ.. ସେଥିପାଇଁ ଅନ୍ୟକୁ ସେତିକି କୁହ, ଯେତିକି ତୁମେ ସହି ପାରିବ..।। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏

Bisu ବାୟା isu (@bisubayaisu) 's Twitter Profile Photo

ମୋ ନିଶ୍ୱାସରେ ଅଣଚାଶ ପବନ ଓ ଝଡ଼ ତଥାପି ଉଜୁଡ଼ି ଯାଇନି.. ମୋ ପଦ୍ମନାଭିରେ ଦଂଶନ ପରେ ଦଂଶନ ତଥାପି ମୃତ୍ୟୁ ଲଭି ନାହିଁ.. #କଥା_ହୃଦୟର

Bisu ବାୟା isu (@bisubayaisu) 's Twitter Profile Photo

ବୃନ୍ଦାବନରେ ବିରହର ଜ୍ୱାଳା ଯେତେ ଯେତେ ବଢୁଥିଲା...!! ମଥୁରାରେ ବଂଶୀ ସେତେ ସେତେ କ୍ଷୀଣ ହେଉଥିଲା..!! କେହି ଜଣେ ବିଦାୟ ନେଉଥିଲା..!! #ମନର_କଥା

Bisu ବାୟା isu (@bisubayaisu) 's Twitter Profile Photo

ଦିନେ ହାତ ପାଦକୁ ପଚାରିଲା.. ତତେ ସମସ୍ତେ ପ୍ରଣାମ କରୁଛନ୍ତି, ହେଲେ ମତେ କେହି ବି ପ୍ରଣାମ କରୁନାହାଁନ୍ତି କଣ ପାଇଁ ?? ପାଦ ସୁନ୍ଦର୍ ଉତ୍ତରଟିଏ ଦେଲା - ପ୍ରଣାମ ପାଇବାକୁ ହେଲେ ତଳେ ରହିବାକୁ ପଡ଼ିଥାଏ, କିନ୍ତୁ ଉପରେ ନୁହେଁ ।। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏

Bisu ବାୟା isu (@bisubayaisu) 's Twitter Profile Photo

କିଛି ଲୋକ ସେମାନଙ୍କ ଶବ୍ଦ ଦ୍ଵାରା ଆମକୁ ଆଘାତ କରନ୍ତି, କେହି କେହି ସେମାନଙ୍କ କାର୍ଯ୍ୟ ଦ୍ଵାରା ଏବଂ କିଛି ନିରବତା ଦ୍ଵାରା.... କିନ୍ତୁ ସବୁଠାରୁ ବଡ ଆଘାତ ହେଉଛି, ଯେତେବେଳେ ଆମେ କାହାକୁ ଗୁରୁତ୍ଵ ଦେଇଥାଉ ଏବଂ ସେମାନେ ଆମକୁ ଅଣଦେଖା କରନ୍ତି.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷 🙏

Bisu ବାୟା isu (@bisubayaisu) 's Twitter Profile Photo

କାହାର ପ୍ରକୃତିକୁ ଆମେ ବଦଳାଇ ପାରିବାନି, ଉଦାହରଣ... ଯେମିତି ପିଆଜକୁ ଯେତେ ସ୍ନେହରେ କାଟିଲେ ମଧ୍ୟ ସେ ଆମକୁ ଲୁହ ହିଁ ଦେଇଥାଏ ।। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏

Bisu ବାୟା isu (@bisubayaisu) 's Twitter Profile Photo

ନିଜ ସନ୍ତାନକୁ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ର ଉଚ୍ଚଶିକ୍ଷା ଦେବା ବଡ କଥା ନୁହେଁ, ପ୍ରଥମେ ନିଜ ସନ୍ତାନକୁ ଭଲ ସଂସ୍କାର ଶିଖାଇବା ବଡ ହୋଇଥାଏ। ଯେଉଁ ଶିକ୍ଷା ହିଁ କେବଳ ପରିବାର ଠାରେ ହିଁ ଶିଖିବାକୁ ମିଳିଥାଏ, କାହିଁକିନା ସମାଜରେ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନଥାଏ ।। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏

Bisu ବାୟା isu (@bisubayaisu) 's Twitter Profile Photo

ଯେମିତି ବଞ୍ଚିବା ପାଇଁ ନିଃଶ୍ବାସ ର ଜରୁରୀ ହୋଇଥାଏ.... ସେମିତି ସବୁଦିନ ସମ୍ପର୍କକୁ ସୁନ୍ଦର୍ ରଖିବା ପାଇଁ ବିଶ୍ୱାସ ଜରୁରୀ ହୋଇଥାଏ.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷 🙏

Bisu ବାୟା isu (@bisubayaisu) 's Twitter Profile Photo

ସମ୍ପର୍କ ତାହା ନୁହେଁ ଯାହା ଦୁନିଆଁ କୁ ଦେଖା ଯାଏ, ସମ୍ପର୍କ ହେଉଛି ତାହା, ଯାହାକୁ ହୃଦୟରୁ ବଜାୟ ରଖାଯାଏ.... କେହି ନିଜର କହିଦେଲେ କେବେ ନିଜର ହୋଇଯାଆନ୍ତି ନାହିଁ, ବରଂ ଯାହାକୁ ହୃଦୟରୁ ଗ୍ରହଣ କରାଯାଏ, ସେ ଆପଣଙ୍କର ନିଜର ହୋଇଯାଏ.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷 🙏

Bisu ବାୟା isu (@bisubayaisu) 's Twitter Profile Photo

ପାହାଡ ଉପରେ ଆକାଶ ଟା ଯେତେ ପାଖରେ ମନେହୁଏ, ପ୍ରକୃତରେ ଆକାଶ ଟା ସେତେ ପାଖରେ ନଥାଏ.... ଠିକ୍ ସେମିତି କିଛି ଲୋକ ଯେତେ ବି ନିଜର ମନେ ହୁଅନ୍ତି, ବାସ୍ତବରେ ସେ ସେତେ ନିଜର ହୋଇନଥାନ୍ତି.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷 🙏

Bisu ବାୟା isu (@bisubayaisu) 's Twitter Profile Photo

ବିଲୁଆ ଭାରି ଚତୁର ହେବା ସତ୍ବେ ବି ମଣିଷ କିନ୍ତୁ କୁକୁର ପୋଷେ, କାରଣ ସଙ୍ଗ ହିସାବରେ ଚତୁରଠୁ ବିଶ୍ଵସ୍ତତା ବେଶୀ ପ୍ରୟୋଜନ ।। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏