Bikash Mukherji
@bikashmukherji
ID: 1613078760286457857
11-01-2023 07:42:35
6,6K Tweet
559 Followers
1,1K Following
ସମ୍ବଲପୁର: ସେପ୍ଟେମ୍ବର ୮ନେ ମନାହେବା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପରବ; ଶୁଭ ସମିୟା ନିର୍ଦ୍ଧାରିତ, ଇନୁ ଜାଣୁନ l ଏବେ ଦେଖୁନ onlinesambalpur.com/nuakhai-festiv… #Onlinesambalpurnews #OdishaNews #NuaKhai DM Sambalpur Odia Culture ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Suryabanshi Suraj I & PR Department, Odisha CMO Odisha OTV Paharaa
ଓଡ଼ିଶାରେ ଅନୁପ୍ରବେଶ ବିରୋଧରେ ବଡ଼ ପଦକ୍ଷେପ: ବାଂଲାଦେଶୀ ନାଗରିକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କଲା ସରକାର l ଏବେ ପଢନ୍ତୁ... onlinesambalpur.com/odishas-major-… #Onlinesambalpurnews #OdishaNews #BreakingNews #Bangladeshi #Infiltration I & PR Department, Odisha CMO Odisha Mohan Charan Majhi DGP, Odisha Odisha Police OTV
ସମ୍ବଲପୁର: ତେଜିଲା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ରାଜନୀତି ଗରମ, ବିଜେଡିକୁ ଦୋଷ ଦେଲା ବିଜେପି, ବିଜେପିର ଡବଲ ଇଞ୍ଜିନ୍ ସରକାରକୁ ପ୍ରଶ୍ନ କଲା କଂଗ୍ରେସ l ଏବେ ପଢନ୍ତୁ.. onlinesambalpur.com/high-court-ben… #Onlinesambalpurnews #HighCourt DM Sambalpur BJP Odisha Biju Janata Dal Odisha Congress I & PR Department, Odisha CMO Odisha ଓଟିଭି
ସମ୍ବଲପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଅନ୍ଧବିଶ୍ଵାସରୁ ଗ୍ରାମବାସୀ କରାଇ ଦେଲେନି ଶବସତ୍କାର, ଶବ ଧରି ପୁଲିସ ବୁଲିଲା ୩ ଘଣ୍ଟା l ଏବେ ପଢନ୍ତୁ onlinesambalpur.com/young-woman-ra… #Onlinesambalpurnews #Superstition #Cremation DM Sambalpur SP SAMBALPUR DGP, Odisha Department of WCD, Government of Odisha I & PR Department, Odisha CMO Odisha ଓଟିଭି
ସମ୍ବଲପୁର: ପୁଣି ସାଇବର ଠକେଇ; ନକଲି ଟ୍ରେଡିଂ ଠଗ ଜାଲରେ ପଡି ଯୁବକ ହରାଇଲେ ୮୮ ଲକ୍ଷ, ଘଟଣାର ତଦନ୍ତରେ ସମ୍ବଲପୁର ପୁଲିସ l ଏବେ ପଢନ୍ତୁ... onlinesambalpur.com/cyber-fraud-st… #Onlinesambalpurnews #CyberFraud #Scam DM Sambalpur SP SAMBALPUR DGP, Odisha Odisha Police Cyber Dost I & PR Department, Odisha CMO Odisha ଓଟିଭି
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସ୍ୱର ହେଲା ମଜବୁତ; ସମ୍ବଲପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଘୋଷଣା କଲେ ମୋହନ ମାଝୀ। ଏବେ ପଢନ୍ତୁ... onlinesambalpur.com/western-odisha… #Onlinesambalpurnews #CMGrievanceCell DM Sambalpur CMO Odisha Mohan Charan Majhi Jay Narayan Mishra (Modi Ka Parivar) Dharmendra Pradhan Suresh Pujari ଓଟିଭି
ସମ୍ବଲପୁର: ଭିମ୍ସାରରେ ୫୦ ଲକ୍ଷ ଟଙ୍କାର କ୍ଲିଆ ମେସିନ୍ ୩ ବର୍ଷ ଧରି ଅବ୍ୟବହୃତ, କିଟ୍ ଓ ରାସାୟନିକ ଅଭାବକୁ ଦାୟୀ l ଏବେ ପଢନ୍ତୁ... onlinesambalpur.com/rs-50-lakhs-cl… #Onlinesambalpurnews #Vimsar #CleaMachine DM Sambalpur H & FW Dept Odisha Health Odisha NHM Odisha Dr. Mukesh Mahaling I & PR Department, Odisha CMO Odisha ଓଟିଭି