Bidyutprava Dash (@bidyutprava_) 's Twitter Profile
Bidyutprava Dash

@bidyutprava_

I Observe_I Study_I Create_I Follow.....

Anchor cum Reporter @ArgusNews

ID: 1573726713581694976

calendar_today24-09-2022 17:31:13

11 Tweet

24 Takipçi

11 Takip Edilen

Bidyutprava Dash (@bidyutprava_) 's Twitter Profile Photo

ବର୍ଷା ରେ ଭିଜିବା ର ମଜା କିଛି ଅଲଗା ଆଜି ବର୍ଷା ରେ ବହୁତ ଭିଜିଛି ଆଉ ବର୍ଷା ରେ ଏକାନ୍ତରେ ବସି ବହୁତ୍ କିଛି ଭାବିଛି କିନ୍ତୁ ସେ ଭିଜିବାର ମଜା କିଛି ନଥିଲା ଆଉ ସେ ଭାବନାରେ କିଛି ସ୍ଵତନ୍ତ୍ରତା ନଥିଲା କାହିଁକି ନା ପାଖରେ ତୁମେ ନଥିଲ.........

ବର୍ଷା ରେ ଭିଜିବା ର ମଜା କିଛି ଅଲଗା 
ଆଜି ବର୍ଷା ରେ ବହୁତ ଭିଜିଛି
ଆଉ ବର୍ଷା ରେ ଏକାନ୍ତରେ ବସି ବହୁତ୍ କିଛି ଭାବିଛି
କିନ୍ତୁ ସେ ଭିଜିବାର ମଜା କିଛି ନଥିଲା 
ଆଉ ସେ ଭାବନାରେ କିଛି ସ୍ଵତନ୍ତ୍ରତା ନଥିଲା
କାହିଁକି ନା ପାଖରେ ତୁମେ ନଥିଲ.........
Bidyutprava Dash (@bidyutprava_) 's Twitter Profile Photo

ଛୋଟ ବେଳେ ବର୍ଷା ଦିନେ ରାତି ରେ ଠାକୁରଙ୍କୁ ଡାକିକି ଶୋଇବା ଟା ହୁଏ କି ସକାଳେ ବର୍ଷା ହଉ ଆଉ ସ୍କୁଲ୍ ଛୁଟି ହେଇଯାଉ , ଏବେ ଯେତେ ଡାକିଲେ ବି ଅଫିସ ଛୁଟି ହଉନି , ଏବେ ବର୍ଷା ଛାଡ଼ି ବନ୍ୟା ହେଇଯାଉ କିନ୍ତୁ ଅଫିସ ଆସିବାକୁ ପଡ଼ିବ 🥺 #ଉବୁଟୁବୁଓଡିଶା #argusnews #rainday

ଛୋଟ ବେଳେ ବର୍ଷା ଦିନେ ରାତି ରେ ଠାକୁରଙ୍କୁ ଡାକିକି ଶୋଇବା ଟା ହୁଏ କି ସକାଳେ ବର୍ଷା ହଉ ଆଉ ସ୍କୁଲ୍ ଛୁଟି ହେଇଯାଉ , ଏବେ ଯେତେ ଡାକିଲେ ବି ଅଫିସ ଛୁଟି ହଉନି , ଏବେ ବର୍ଷା ଛାଡ଼ି ବନ୍ୟା ହେଇଯାଉ କିନ୍ତୁ ଅଫିସ ଆସିବାକୁ ପଡ଼ିବ 🥺
#ଉବୁଟୁବୁଓଡିଶା

#argusnews #rainday
Bidyutprava Dash (@bidyutprava_) 's Twitter Profile Photo

ସେ କୁହେ ମୋ ବୟସ ରେ କୁଆଡେ ଏବେ କୃଷ୍ଣଚୂଡ଼ା ର ରଙ୍ଗ ଲାଗିଯାଇଛି... ଆଉ ସେଇଲାଗି ମୋ ହାତର ସ୍ପର୍ଶ ରେ କୃଷ୍ଣଚୂଡ଼ାର ସୌନ୍ଦର୍ଯ୍ୟ ଦ୍ଵିଗୁଣିତ......🌸

Argus News (@argusnews_in) 's Twitter Profile Photo

Rasagobindapur Lift Irrigation Assistant Engineer Gura Singh caught red handed by Vigilance sleuths while taking bribe of Rs 5,000 from a farmer near Barmaili chhak to conduct survey for a borewell #Mayurbhanj #Odisha

Bidyutprava Dash (@bidyutprava_) 's Twitter Profile Photo

ଏକାନ୍ତରେ.... ଭାବନା ରେ କେବଳ ତୁମେ.. ଅପେକ୍ଷା କରିଛି ତୁମ ଆସିବା ବାଟ କୁ ... କେବେ ଆସିବ ????

ଏକାନ୍ତରେ.... ଭାବନା ରେ କେବଳ ତୁମେ.. ଅପେକ୍ଷା କରିଛି ତୁମ ଆସିବା ବାଟ କୁ ... କେବେ ଆସିବ ????
Bidyutprava Dash (@bidyutprava_) 's Twitter Profile Photo

ଆଡ଼ପ ପହଣ୍ଡି ସମୟରେ ଅଘଟଣ ।ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଛି ଅଘଟଣ।ପହଣ୍ଡି ବିଜେ ସମୟରେ ତାଳଧ୍ଵଜ ରଥରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ମହାପ୍ରଭୁ ।୫ ଜଣ ସେବାୟତ ଆହତ । #RathaJatra2024