Bhaswati Basu (@bhaswati_basu) 's Twitter Profile
Bhaswati Basu

@bhaswati_basu

I am a home sick, fun loving woman. Sometimes I contradict myself. I love to be pampered.

ID: 3236602290

calendar_today05-06-2015 05:12:56

335 Tweet

611 Followers

142 Following

Bhaswati Basu (@bhaswati_basu) 's Twitter Profile Photo

ନିରଳସ ପ୍ରବାହମାନ ଜୀବନ ମଝିରେ ନିହାତି ଅଳସୁଆ ମୁଁ... ଜୀବନକୁ ଦେଖି ଦେଖି କୁହେ -"ଓ ଆଚ୍ଛା, ତୁ ତାହେଲେ ଏମିତି ଦୌଡ଼ୁ ଥାଉ!"

ନିରଳସ ପ୍ରବାହମାନ ଜୀବନ ମଝିରେ ନିହାତି ଅଳସୁଆ ମୁଁ...
ଜୀବନକୁ ଦେଖି ଦେଖି କୁହେ -"ଓ ଆଚ୍ଛା, ତୁ ତାହେଲେ ଏମିତି ଦୌଡ଼ୁ ଥାଉ!"
Bhaswati Basu (@bhaswati_basu) 's Twitter Profile Photo

ଧାରାବାହିକ : ତୁମ ବିନା ଚ୍ୟାନେଲ : ଜୀ ସାର୍ଥକ ସମୟ : ସନ୍ଧ୍ୟା ଆଠ ଚରିତ୍ର : ପ୍ରିୟମ୍ବଦା

ଧାରାବାହିକ : ତୁମ ବିନା
ଚ୍ୟାନେଲ : ଜୀ ସାର୍ଥକ
ସମୟ : ସନ୍ଧ୍ୟା ଆଠ
ଚରିତ୍ର : ପ୍ରିୟମ୍ବଦା
Bhaswati Basu (@bhaswati_basu) 's Twitter Profile Photo

ମୁଁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣେଇଲି, ଆଉ ସ୍ୱାଧୀନତା ଠୋ ଠୋ ହସିଲା। ତା ହସ ଦେଖି ଡରିଗଲି। ସଞ୍ଜ ହେଇ ଆସୁଥିଲା, ଡରି ଡରି ଘରକୁ ଫେରିଲି। ଅନ୍ଧାର ଶିକୁଳି ଭଳି ଝଣ ଝଣ ବାଜୁଥିଲା।

Bhaswati Basu (@bhaswati_basu) 's Twitter Profile Photo

ଏ ପୃଥିବୀର ଜନସଂଖ୍ୟା ର ପ୍ରାୟ ଅଧା ନାରୀ। ହେଲେ ଏଇ ଅଧାଙ୍କ ପାଇଁ 24 ଘଣ୍ଟାର ଅଧା ସମୟ ମନା! ନାରୀଟିଏ କାହିଁକି ରାତିକୁ ଡରିବ? #ଏଥର_ରାତି_ଆମର ମୁଁ ରାତିକୁ ଡରିବିନି। ରାତିରେ ବାହାରିବି ରାସ୍ତାକୁ। ଆସନ୍ତା ଶନିବାର, ରାତି 11ଟା, କ୍ୟାପିଟାଲ ହସ୍ପିଟାଲ ଛକ। ଯଦି କେହି ଆସିବାକୁ ଚାହିଁବ, ଆସ। ଭାସ୍ବତୀ ବସୁ

Bhaswati Basu (@bhaswati_basu) 's Twitter Profile Photo

ଏମିତି ସୁନ୍ଦରିଆ ମୁହଁକୁ ଦେଖି ସକାଳ ଆରମ୍ଭ ହେଲେ ମଣିଷ ଅଳସୁଆ ତ ନିହାତି ହବ😀

ଏମିତି ସୁନ୍ଦରିଆ ମୁହଁକୁ ଦେଖି ସକାଳ ଆରମ୍ଭ ହେଲେ ମଣିଷ ଅଳସୁଆ ତ ନିହାତି ହବ😀
Bhaswati Basu (@bhaswati_basu) 's Twitter Profile Photo

ନିର୍ଭୟା.... ତିଲୋତ୍ତମା.... ଆମେ ତାଙ୍କ ନାଁ କାହିଁକି ବଦଳେଇ ଦଉ? ଯାହା ଘଟିଛି, ସେ ଲଜ୍ଜା ତ ତାଙ୍କର ନୁହେଁ... ନା ତାଙ୍କରି?

Bhaswati Basu (@bhaswati_basu) 's Twitter Profile Photo

ଯେଉଁମାନେ ବିଭିନ୍ନ ଭାବରେ ମତେ ବଞ୍ଚିବାର କଳା ଶିଖେଇଛନ୍ତି... ସାନ ବଡ଼ ନିର୍ବିଶେଷରେ ସେମାନଙ୍କୁ ଗୁରୁ ମାନି ପ୍ରଣାମ କରୁଛି।

ଯେଉଁମାନେ ବିଭିନ୍ନ ଭାବରେ ମତେ ବଞ୍ଚିବାର କଳା ଶିଖେଇଛନ୍ତି... ସାନ ବଡ଼ ନିର୍ବିଶେଷରେ ସେମାନଙ୍କୁ ଗୁରୁ ମାନି ପ୍ରଣାମ କରୁଛି।
Bhaswati Basu (@bhaswati_basu) 's Twitter Profile Photo

Dil dhadakne do ❤️ ସବୁ ତ ମସ୍ତିଷ୍କ ରେ ଘଟେ, ଏ ହୃଦୟ କାହିଁକି ଧକ ଧକ କରେ କେଜାଣି! HAPPY HEARTS DAY ❤️

Dil dhadakne do ❤️
ସବୁ ତ ମସ୍ତିଷ୍କ ରେ ଘଟେ, ଏ ହୃଦୟ କାହିଁକି ଧକ ଧକ କରେ କେଜାଣି!
HAPPY HEARTS DAY ❤️
Bhaswati Basu (@bhaswati_basu) 's Twitter Profile Photo

#ଦେବୀପକ୍ଷ ଆଜି ପ୍ରଥମ ଦିନ। ଆଜିର ଦେବୀ ମୋ ମା ସ୍ବର୍ଗତଃ ଗୀତା ବସୁ। ମା ହିସାବରେ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ମତେ ଗଢ଼ିବାକୁ। ମୁଁ ଆଜି ଯାହା, ତା ଭିତରେ ଯଦି କିଛି ବି ଭଲ ଅଂଶ ଅଛି, ସେ ଅଂଶକୁ ତିଆରି କରିବାର ଏକ ବଡ଼ ଶ୍ରେୟ ମୋ ମାଆଙ୍କର। ମୁଁ ତାଙ୍କରି ଭଳି ମାଆଟିଏ ହବାକୁ ଚାହେଁ।

#ଦେବୀପକ୍ଷ 

ଆଜି ପ୍ରଥମ ଦିନ। 
ଆଜିର ଦେବୀ ମୋ ମା ସ୍ବର୍ଗତଃ ଗୀତା ବସୁ। 
ମା ହିସାବରେ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ମତେ ଗଢ଼ିବାକୁ।
ମୁଁ ଆଜି ଯାହା, ତା ଭିତରେ ଯଦି କିଛି ବି ଭଲ ଅଂଶ ଅଛି, ସେ ଅଂଶକୁ ତିଆରି କରିବାର ଏକ ବଡ଼ ଶ୍ରେୟ ମୋ ମାଆଙ୍କର।
ମୁଁ ତାଙ୍କରି ଭଳି ମାଆଟିଏ ହବାକୁ ଚାହେଁ।
Bhaswati Basu (@bhaswati_basu) 's Twitter Profile Photo

#ଦେବୀପକ୍ଷ ନାରୀ ତାର ଉଗ୍ରତା ଏବଂ ଟାଣ ପଣରେ ପୁରୁଷ ଆଉ ପୁରୁଷ ତା କୋମଳତାରେ ନାରୀ।ମୋର ଆଜିର ଦେବୀ ଜଣେ ପୁରୁଷ। ତାଙ୍କର ସେଇ ଦେବୀତ୍ୱକୁ ମୁଁ ଅନୁଭବ କରିଛି ବାପା ମାଆଙ୍କ ପ୍ରତି ଯତ୍ନରେ, ଝିଅ ପ୍ରତି ସ୍ନେହରେ, ମୋ ପ୍ରତି ପ୍ରେମରେ, ମଣିଷଙ୍କ ପ୍ରତି ଭଲପାଇବାରେ ।ତାଙ୍କ ପୌରୁଷ ଏମିତି ହିଁ ପ୍ରଗାଢ଼ ରହୁ।

#ଦେବୀପକ୍ଷ
 ନାରୀ ତାର ଉଗ୍ରତା ଏବଂ ଟାଣ ପଣରେ ପୁରୁଷ ଆଉ ପୁରୁଷ ତା କୋମଳତାରେ ନାରୀ।ମୋର ଆଜିର ଦେବୀ ଜଣେ ପୁରୁଷ। ତାଙ୍କର ସେଇ ଦେବୀତ୍ୱକୁ ମୁଁ ଅନୁଭବ କରିଛି ବାପା ମାଆଙ୍କ ପ୍ରତି ଯତ୍ନରେ, ଝିଅ ପ୍ରତି ସ୍ନେହରେ, ମୋ ପ୍ରତି ପ୍ରେମରେ, ମଣିଷଙ୍କ ପ୍ରତି ଭଲପାଇବାରେ ।ତାଙ୍କ ପୌରୁଷ ଏମିତି ହିଁ ପ୍ରଗାଢ଼ ରହୁ।
Bhaswati Basu (@bhaswati_basu) 's Twitter Profile Photo

#ଦେବୀପକ୍ଷ ଆମେ ବଡ଼ ହବା ପରେ ଆମ ଘରର ପ୍ରଥମ ଶିଶୁ ତାନୁ। ଆଜି କେତେ ବଡ଼ ହେଇଗଲାଣି! ଅଧ୍ୟାପିକା, ଅନେକ କିଶୋର କିଶୋରୀଙ୍କ ଜୀବନ ଗଢ଼ୁଛି। ସେ ଅନୁଭବ କରେ ଯେ ନାରୀବାଦ ହିଁ ମାନବବାଦ। ଅତ୍ୟନ୍ତ ଉଦାର ବିଚାରଧାରାର ମଣିଷ। ପ୍ରକୃତ ଅର୍ଥରେ ଆଜିର ନାରୀ, ଆଜିର ନାରୀ।

#ଦେବୀପକ୍ଷ
ଆମେ ବଡ଼ ହବା ପରେ ଆମ ଘରର ପ୍ରଥମ ଶିଶୁ ତାନୁ। ଆଜି କେତେ  ବଡ଼ ହେଇଗଲାଣି! ଅଧ୍ୟାପିକା, ଅନେକ କିଶୋର କିଶୋରୀଙ୍କ ଜୀବନ ଗଢ଼ୁଛି। ସେ ଅନୁଭବ କରେ ଯେ ନାରୀବାଦ ହିଁ ମାନବବାଦ। ଅତ୍ୟନ୍ତ ଉଦାର ବିଚାରଧାରାର ମଣିଷ। ପ୍ରକୃତ ଅର୍ଥରେ ଆଜିର ନାରୀ, ଆଜିର ନାରୀ।
Bhaswati Basu (@bhaswati_basu) 's Twitter Profile Photo

#ଦେବୀପକ୍ଷ ମୋ ଆଜିର ଦେବୀ ଝରଣା ଦାସ। ଅତି ଅଳ୍ପ ବୟସରୁ ନିଜ ପରିବାର, ନିଜ ଗାଁ ଛାଡ଼ି ଜୀବିକା ପାଇଁ ଅଚିହ୍ନା ଗୋଟେ ସହରରେ, ଅଚିହ୍ନା ଗୋଟେ ପରିବାରକୁ ଆସିବା, ସେଠି ନିଜ ସ୍ଥିତି ସଶକ୍ତ କରିବା ଆଉ ଧିରେ ଧିରେ ନିଜକୁ ଗଢ଼ି ତୋଳିବା କିଛି ସହଜ କଥା ନୁହେଁ। ମୋ ଝରୁ ପାରିଛି। ସେ ନିଜ ଲକ୍ଷ୍ୟ ସ୍ଥିର କରି ଆଗେଇ ଚାଲିଛି। ଆଶୀର୍ବାଦ କଲି।

#ଦେବୀପକ୍ଷ 
ମୋ ଆଜିର ଦେବୀ ଝରଣା ଦାସ।
ଅତି ଅଳ୍ପ ବୟସରୁ ନିଜ ପରିବାର, ନିଜ ଗାଁ ଛାଡ଼ି ଜୀବିକା ପାଇଁ ଅଚିହ୍ନା ଗୋଟେ ସହରରେ, ଅଚିହ୍ନା ଗୋଟେ ପରିବାରକୁ ଆସିବା, ସେଠି ନିଜ ସ୍ଥିତି ସଶକ୍ତ କରିବା ଆଉ ଧିରେ ଧିରେ ନିଜକୁ ଗଢ଼ି ତୋଳିବା କିଛି ସହଜ କଥା ନୁହେଁ। ମୋ ଝରୁ ପାରିଛି। ସେ ନିଜ ଲକ୍ଷ୍ୟ ସ୍ଥିର କରି ଆଗେଇ ଚାଲିଛି। ଆଶୀର୍ବାଦ କଲି।