Bal Sanskar Kendra - Odia(@BalSanskarOdia) 's Twitter Profileg
Bal Sanskar Kendra - Odia

@BalSanskarOdia

Thousand's of ‘Bal Sanskar Kendras’ are imparting knowledge and wisdom of our great Saints and Sanskriti to children free of cost.

ID:1226447529954304000

linkhttp://balsanskarkendra.org calendar_today09-02-2020 10:07:52

6,2K Tweets

706 Followers

33 Following

Bal Sanskar Kendra - Odia(@BalSanskarOdia) 's Twitter Profile Photo

ଦେବଉଠୀ ଏକାଦଶୀ - ୨୩ ନଭେମ୍ବର

ଏହି ଏକାଦଶୀ ସଂନ୍ଧ୍ୟା ସମୟରେ କର୍ପୂର ଆରତୀ କଲେ ପୁରା ବର୍ଷସାରା ଅକାଳ - ମୃତ୍ୟୁରୁ ରକ୍ଷା ହୋଇଥାଏ । ଦୁର୍ଘଟଣା ଆଦି ବିପଦରୁ ରକ୍ଷା ହୁଏ ।
ଭଗବାନଙ୍କୁ ଉଠାଇବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ : ଉତିଷ୍ଟ ଉତିଷ୍ଟ ଗୋବିନ୍ଦ, ଉତିଷ୍ଟ ଗରୁଡଧ୍ଵଜ । ଉତିଷ୍ଟ କମଳକାନ୍ତ, ତ୍ରୈଲୋକ୍ୟଂ ମଙ୍ଗଳମ୍ କୁରୁ

ଦେବଉଠୀ ଏକାଦଶୀ - ୨୩ ନଭେମ୍ବର ଏହି ଏକାଦଶୀ ସଂନ୍ଧ୍ୟା ସମୟରେ କର୍ପୂର ଆରତୀ କଲେ ପୁରା ବର୍ଷସାରା ଅକାଳ - ମୃତ୍ୟୁରୁ ରକ୍ଷା ହୋଇଥାଏ । ଦୁର୍ଘଟଣା ଆଦି ବିପଦରୁ ରକ୍ଷା ହୁଏ । ଭଗବାନଙ୍କୁ ଉଠାଇବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ : ଉତିଷ୍ଟ ଉତିଷ୍ଟ ଗୋବିନ୍ଦ, ଉତିଷ୍ଟ ଗରୁଡଧ୍ଵଜ । ଉତିଷ୍ଟ କମଳକାନ୍ତ, ତ୍ରୈଲୋକ୍ୟଂ ମଙ୍ଗଳମ୍ କୁରୁ
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ଭୀଷ୍ମପଞ୍ଚକ ବ୍ରତ ପ୍ରାରମ୍ଭ - ( ୨୩ ରୁ ୨୭ ନଭେମ୍ବର ୨୦୨୩ )

ସନ୍ତାନ ପ୍ରାପ୍ତି ନିମନ୍ତେ ନିଃସନ୍ତାନ ବ୍ୟକ୍ତି ପତ୍ନୀ ସହିତ ଏହି ‘ଭୀଷ୍ମପଞ୍ଚକ ବ୍ରତ’ କଲେ ଉତ୍ତମ ସନ୍ତାନ ର ପ୍ରାପ୍ତି ହୋଇଥାଏ । ଭୀଷ୍ମପଞ୍ଚକ ବ୍ରତ ମହାପୁଣ୍ୟମୟ ଏବଂ ମହାପାପନାଶକ ଅଟେ । ଏହାର ବ୍ରତ କରିବା ଦ୍ୱାରା ସବୁ ଶୁଭ କର୍ମର ପାଳନ ହୋଇଯାଏ ।

ଭୀଷ୍ମପଞ୍ଚକ ବ୍ରତ ପ୍ରାରମ୍ଭ - ( ୨୩ ରୁ ୨୭ ନଭେମ୍ବର ୨୦୨୩ ) ସନ୍ତାନ ପ୍ରାପ୍ତି ନିମନ୍ତେ ନିଃସନ୍ତାନ ବ୍ୟକ୍ତି ପତ୍ନୀ ସହିତ ଏହି ‘ଭୀଷ୍ମପଞ୍ଚକ ବ୍ରତ’ କଲେ ଉତ୍ତମ ସନ୍ତାନ ର ପ୍ରାପ୍ତି ହୋଇଥାଏ । ଭୀଷ୍ମପଞ୍ଚକ ବ୍ରତ ମହାପୁଣ୍ୟମୟ ଏବଂ ମହାପାପନାଶକ ଅଟେ । ଏହାର ବ୍ରତ କରିବା ଦ୍ୱାରା ସବୁ ଶୁଭ କର୍ମର ପାଳନ ହୋଇଯାଏ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ଅଁଳା ନବମୀ - 21 ନଭେମ୍ବର 2023

ଅଁଳା ନବମୀ ଦିନ ଅଁଳା ବୃକ୍ଷର ପୂଜନ ସତ୍କାର ଏଥିପାଇଁ କରାଯାଏ କାହିଁକି ନା ଏହି ଆଦିବୃକ୍ଷ ଭଗବାନଙ୍କ ପ୍ରିୟ ଅଟେ । ଅଁଳା ବୃକ୍ଷର ଦର୍ଶନ କରିବା ଦ୍ୱାରା ଏକ ଗୋଦାନର ଫଳ ହୋଇଥାଏ ଏବଂ ତାହାର ତଳେ ବସି ଭୋଜନ କରିବା ଦ୍ୱାରା ଦୁଇ ଗୋଦାନର ଫଳ ହୋଇଥାଏ ।

ଅଁଳା ନବମୀ - 21 ନଭେମ୍ବର 2023 ଅଁଳା ନବମୀ ଦିନ ଅଁଳା ବୃକ୍ଷର ପୂଜନ ସତ୍କାର ଏଥିପାଇଁ କରାଯାଏ କାହିଁକି ନା ଏହି ଆଦିବୃକ୍ଷ ଭଗବାନଙ୍କ ପ୍ରିୟ ଅଟେ । ଅଁଳା ବୃକ୍ଷର ଦର୍ଶନ କରିବା ଦ୍ୱାରା ଏକ ଗୋଦାନର ଫଳ ହୋଇଥାଏ ଏବଂ ତାହାର ତଳେ ବସି ଭୋଜନ କରିବା ଦ୍ୱାରା ଦୁଇ ଗୋଦାନର ଫଳ ହୋଇଥାଏ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ବ୍ରହ୍ମଲୀନ ସ୍ୱାମୀ ଶ୍ରୀ ଲୀଲାଶାହଜୀ ମହାରାଜଙ୍କ ମହାନିର୍ବାଣ ଦିବସ

ପୂଜ୍ୟ ଦାଦା ଗୁରୁଜୀ ଲୋକଙ୍କ ଜୀବନରୁ ଲୁପ୍ତ ହେଉଥିବା ଧାର୍ମିକ ସଂସ୍କାର କୁ ପୁଣି ଜାଗୃତ କରିବା ନିମନ୍ତେ, ସଂସ୍କୃତି ର ପୁନରୁତ୍ଥାନ ନିମନ୍ତେ ଏବଂ ଶୋଇ ରହିଥିବା ଆଧ୍ୟାତ୍ମିକତା ମଧ୍ୟରେ ପୁଣି ପ୍ରାଣର ସଂଚାର କରିବା ନିମନ୍ତେ ଆଜୀବନ କାର୍ଯ୍ୟରତ ରହିଥିଲେ

ବ୍ରହ୍ମଲୀନ ସ୍ୱାମୀ ଶ୍ରୀ ଲୀଲାଶାହଜୀ ମହାରାଜଙ୍କ ମହାନିର୍ବାଣ ଦିବସ ପୂଜ୍ୟ ଦାଦା ଗୁରୁଜୀ ଲୋକଙ୍କ ଜୀବନରୁ ଲୁପ୍ତ ହେଉଥିବା ଧାର୍ମିକ ସଂସ୍କାର କୁ ପୁଣି ଜାଗୃତ କରିବା ନିମନ୍ତେ, ସଂସ୍କୃତି ର ପୁନରୁତ୍ଥାନ ନିମନ୍ତେ ଏବଂ ଶୋଇ ରହିଥିବା ଆଧ୍ୟାତ୍ମିକତା ମଧ୍ୟରେ ପୁଣି ପ୍ରାଣର ସଂଚାର କରିବା ନିମନ୍ତେ ଆଜୀବନ କାର୍ଯ୍ୟରତ ରହିଥିଲେ
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ଗୋପାଷ୍ଟମୀ - 20 ନଭେମ୍ବର 2023

ଗୋପାଷ୍ଟମୀ ଦିନ ପ୍ରାତଃକାଳରେ ଗାଈମାନଙ୍କୁ ସ୍ନାନ କରାଇ ଚନ୍ଦନ - ପୁଷ୍ପାଦି ଦ୍ୱାରା ତାଙ୍କର ପୂଜନ କରାଯାଏ । ଗାଇଙ୍କୁ ଗୋଗ୍ରାସ ଦେଇ ତାଙ୍କର ପରିକ୍ରମା କରନ୍ତି ତଥା କିଛି ଦୂର ତାଙ୍କ ସାଥିରେ ଯାଆନ୍ତୁ ଏହା ଦ୍ଵାରା ଅଭିଷ୍ଟ ସିଦ୍ଧ ହୋଇଥାଏ ।

ଗୋପାଷ୍ଟମୀ - 20 ନଭେମ୍ବର 2023 ଗୋପାଷ୍ଟମୀ ଦିନ ପ୍ରାତଃକାଳରେ ଗାଈମାନଙ୍କୁ ସ୍ନାନ କରାଇ ଚନ୍ଦନ - ପୁଷ୍ପାଦି ଦ୍ୱାରା ତାଙ୍କର ପୂଜନ କରାଯାଏ । ଗାଇଙ୍କୁ ଗୋଗ୍ରାସ ଦେଇ ତାଙ୍କର ପରିକ୍ରମା କରନ୍ତି ତଥା କିଛି ଦୂର ତାଙ୍କ ସାଥିରେ ଯାଆନ୍ତୁ ଏହା ଦ୍ଵାରା ଅଭିଷ୍ଟ ସିଦ୍ଧ ହୋଇଥାଏ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ଭାତ୍ରୁ ଦ୍ଵିତୀୟା : 15 ନଭେମ୍ବର 2023

ଭାତ୍ରୁ ଦ୍ଵିତୀୟା ଭାଇ ଭଉଣୀ ଙ୍କ ହୃଦୟରେ ପରସ୍ପରଙ୍କ ପାଇଁ ଦିବ୍ୟ ଭାବ ପ୍ରକଟ କରିବାର ପର୍ବ ଅଟେ । ଏହି ଦିନ ଯେଉଁ ଭାଇ ନିଜ ଭଉଣୀ ହାତରୁ ଭୋଜନ କରେ, ତାହାକୁ ଯମଦଣ୍ଡ ରୁ ମୁକ୍ତି ମିଳିଯାଏ ।

ଭାତ୍ରୁ ଦ୍ଵିତୀୟା : 15 ନଭେମ୍ବର 2023 ଭାତ୍ରୁ ଦ୍ଵିତୀୟା ଭାଇ ଭଉଣୀ ଙ୍କ ହୃଦୟରେ ପରସ୍ପରଙ୍କ ପାଇଁ ଦିବ୍ୟ ଭାବ ପ୍ରକଟ କରିବାର ପର୍ବ ଅଟେ । ଏହି ଦିନ ଯେଉଁ ଭାଇ ନିଜ ଭଉଣୀ ହାତରୁ ଭୋଜନ କରେ, ତାହାକୁ ଯମଦଣ୍ଡ ରୁ ମୁକ୍ତି ମିଳିଯାଏ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ସୋମବତୀ ଅମାବାସ୍ୟା ( ୧୩ ନଭେମ୍ବର ସୂର୍ଯ୍ୟୋଦୟ ରୁ ଦ୍ଵିପ୍ରହର ୦୨:୫୬ ପର୍ଯ୍ୟନ୍ତ )

ଏହି ଦିନ ମୌନ ରହି ସ୍ନାନ କରିବା ଦ୍ୱାରା ହଜାର ଗୋଦାନ ର ଫଳ ହୋଇଥାଏ । ଏହି ଦିନ ତୁଳସୀ ବୃକ୍ଷ ର ୧୦୮ ପରିକ୍ରମା କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ ।

ସୋମବତୀ ଅମାବାସ୍ୟା ( ୧୩ ନଭେମ୍ବର ସୂର୍ଯ୍ୟୋଦୟ ରୁ ଦ୍ଵିପ୍ରହର ୦୨:୫୬ ପର୍ଯ୍ୟନ୍ତ ) ଏହି ଦିନ ମୌନ ରହି ସ୍ନାନ କରିବା ଦ୍ୱାରା ହଜାର ଗୋଦାନ ର ଫଳ ହୋଇଥାଏ । ଏହି ଦିନ ତୁଳସୀ ବୃକ୍ଷ ର ୧୦୮ ପରିକ୍ରମା କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ଦୀପାବଳି ର ହାର୍ଦ୍ଦିକ ଅଭିନନ୍ଦନ !!

ଯିଏ ଏହି ଧରିତ୍ରୀରେ ଶୋଷିତ, ଦୀନ - ଦୁଃଖୀ, ବେସାହାରା ଅଟନ୍ତି, ତାଙ୍କୁ ସ୍ନେହ ସାହାରା ଦେଇ ଘରେ ଘରେ ଆଲୋକ କରିଦିଅ । - ପୂଜ୍ୟ ବାପୁଜୀ

ଦୀପାବଳି ର ହାର୍ଦ୍ଦିକ ଅଭିନନ୍ଦନ !! ଯିଏ ଏହି ଧରିତ୍ରୀରେ ଶୋଷିତ, ଦୀନ - ଦୁଃଖୀ, ବେସାହାରା ଅଟନ୍ତି, ତାଙ୍କୁ ସ୍ନେହ ସାହାରା ଦେଇ ଘରେ ଘରେ ଆଲୋକ କରିଦିଅ । - ପୂଜ୍ୟ ବାପୁଜୀ
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ନରକ ଚତୁର୍ଦ୍ଦଶୀ - 11 ନଭେମ୍ବର 2023

ଏହି ଦିନ ରାତ୍ରି ରେ ସୋରିଷ ତେଲ ଅଥବା ଦେଶୀ ଘିଅର ଦୀପ ଜଳାଇ ତାହାର କଜଳ କାଢି ରଖନ୍ତୁ ଏହି କଜଳ ଲଗାଇବାବାଲା କୁ ନଜର ଲାଗି ନଥାଏ, ନେତ୍ର ଜ୍ୟୋତିରେ ଲାଭ ମିଳିଥାଏ ତଥା ଭୂତବାଧା ରୁ ମୁକ୍ତି ମିଳିଥାଏ ।

ନରକ ଚତୁର୍ଦ୍ଦଶୀ - 11 ନଭେମ୍ବର 2023 ଏହି ଦିନ ରାତ୍ରି ରେ ସୋରିଷ ତେଲ ଅଥବା ଦେଶୀ ଘିଅର ଦୀପ ଜଳାଇ ତାହାର କଜଳ କାଢି ରଖନ୍ତୁ ଏହି କଜଳ ଲଗାଇବାବାଲା କୁ ନଜର ଲାଗି ନଥାଏ, ନେତ୍ର ଜ୍ୟୋତିରେ ଲାଭ ମିଳିଥାଏ ତଥା ଭୂତବାଧା ରୁ ମୁକ୍ତି ମିଳିଥାଏ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

ଧନତେରସ (ଧନ୍ଵନ୍ତରୀ ଜୟନ୍ତୀ / ଆୟୁର୍ବେଦ ଦିବସ) - 10 ନଭେମ୍ବର
ସ୍କନ୍ଦ ପୁରାଣ ଅନୁସାରେ ଧନତେରସ ଦିନ ଦୀପଦାନ କରିବାବାଲା ଅକାଳ ମୃତ୍ୟୁରୁ ମୁକ୍ତି ପାଇଥାଏ । ଧନତେରସ ର ସତସଙ୍ଗ କହେ କି ଆପଣ ନିଜର ପ୍ରକାଶରେ ବଞ୍ଚନ୍ତୁ, ନିଜର ବୁଦ୍ଧି ଅନୁସାରେ ବଞ୍ଚନ୍ତୁ, । ‘ପତି ବା ପତ୍ନୀ ବା ମିତ୍ର ଆସି ସମ୍ଭାଳିବ’ - ଏପରି ବିଚାର କରନ୍ତୁ ନାହିଁ

ଧନତେରସ (ଧନ୍ଵନ୍ତରୀ ଜୟନ୍ତୀ / ଆୟୁର୍ବେଦ ଦିବସ) - 10 ନଭେମ୍ବର ସ୍କନ୍ଦ ପୁରାଣ ଅନୁସାରେ ଧନତେରସ ଦିନ ଦୀପଦାନ କରିବାବାଲା ଅକାଳ ମୃତ୍ୟୁରୁ ମୁକ୍ତି ପାଇଥାଏ । ଧନତେରସ ର ସତସଙ୍ଗ କହେ କି ଆପଣ ନିଜର ପ୍ରକାଶରେ ବଞ୍ଚନ୍ତୁ, ନିଜର ବୁଦ୍ଧି ଅନୁସାରେ ବଞ୍ଚନ୍ତୁ, । ‘ପତି ବା ପତ୍ନୀ ବା ମିତ୍ର ଆସି ସମ୍ଭାଳିବ’ - ଏପରି ବିଚାର କରନ୍ତୁ ନାହିଁ
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

🧘🏻‍♂️ ମନ୍ତ୍ର ମହିମା 📿

ଜପ କଣ ଅଟେ ?
ଜପ କୌଣସି କ୍ରିୟା ନୁହେଁ,
ବରଂ ଭଗବାନଙ୍କ
ପ୍ରାର୍ଥନା ଅଟେ l

🧘🏻‍♂️ ମନ୍ତ୍ର ମହିମା 📿 ଜପ କଣ ଅଟେ ? ଜପ କୌଣସି କ୍ରିୟା ନୁହେଁ, ବରଂ ଭଗବାନଙ୍କ ପ୍ରାର୍ଥନା ଅଟେ l
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

🧘🏻‍♂️ ମନ୍ତ୍ର ମହିମା 📿

ଜପ କରିବା ସମୟରେ, କୀର୍ତ୍ତନ କରିବା ସମୟରେ, ଧ୍ୟାନ କରିବା ସମୟରେ ନିଜ ହୃଦୟ ଏବଂ ମସ୍ତିଷ୍କ କୁ ଦିବ୍ୟ ଭାବନା ରେ ଭରି ଦିଅ କି ଆମେ ପବିତ୍ର ହେଉଛେ ପରମାତ୍ମା ରସରେ ।

🧘🏻‍♂️ ମନ୍ତ୍ର ମହିମା 📿 ଜପ କରିବା ସମୟରେ, କୀର୍ତ୍ତନ କରିବା ସମୟରେ, ଧ୍ୟାନ କରିବା ସମୟରେ ନିଜ ହୃଦୟ ଏବଂ ମସ୍ତିଷ୍କ କୁ ଦିବ୍ୟ ଭାବନା ରେ ଭରି ଦିଅ କି ଆମେ ପବିତ୍ର ହେଉଛେ ପରମାତ୍ମା ରସରେ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

🧘🏻‍♂️ ମନ୍ତ୍ର ମହିମା 📿

ଜପ ଧ୍ୟାନ କରିବା ଦ୍ୱାରା ଶରୀରରେ ଏକ ଆଧ୍ୟାତ୍ମିକ ବିଦ୍ୟୁତ ସୃଷ୍ଟି ହୁଏ ଯାହା ବାତ ପିତ କଫ ଆଦି ଦୋଷ ଗୁଡିକୁ ନିବୃତ୍ତ କରି ସ୍ୱାସ୍ଥ୍ୟ ଲାଭ ତ କରାଏ ତା ସହିତ ମନ ଓ ପ୍ରାଣକୁ ଉପରକୁ ଉଠାଏ । ସାଧନା ସମୟରେ ସାବଧାନତାର ସହ କରିବା ଉଚିତ ।

🧘🏻‍♂️ ମନ୍ତ୍ର ମହିମା 📿 ଜପ ଧ୍ୟାନ କରିବା ଦ୍ୱାରା ଶରୀରରେ ଏକ ଆଧ୍ୟାତ୍ମିକ ବିଦ୍ୟୁତ ସୃଷ୍ଟି ହୁଏ ଯାହା ବାତ ପିତ କଫ ଆଦି ଦୋଷ ଗୁଡିକୁ ନିବୃତ୍ତ କରି ସ୍ୱାସ୍ଥ୍ୟ ଲାଭ ତ କରାଏ ତା ସହିତ ମନ ଓ ପ୍ରାଣକୁ ଉପରକୁ ଉଠାଏ । ସାଧନା ସମୟରେ ସାବଧାନତାର ସହ କରିବା ଉଚିତ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

🧘🏻‍♂️ ମନ୍ତ୍ର ମହିମା 📿

ମନ୍ତ୍ର ଦୀକ୍ଷା କୌଣସି ସାଧାରଣ ବସ୍ତୁ ନୁହେଁ । ଯିଏ ମନ୍ତ୍ର ଦୀକ୍ଷା ନେଇଛି ଏବଂ ଯିଏ ନିୟମିତ ଜପ କରୁଛି ତାହାର ଅକାଳ ମୃତ୍ୟୁ ହୋଇ ନଥାଏ । ତାହା ଉପରେ ଭୂତ - ପ୍ରେତ, ଗୁଣି - ଗାରେଡ଼ି ର ପ୍ରଭାବ ପଡ଼ି ନଥାଏ ।

🧘🏻‍♂️ ମନ୍ତ୍ର ମହିମା 📿 ମନ୍ତ୍ର ଦୀକ୍ଷା କୌଣସି ସାଧାରଣ ବସ୍ତୁ ନୁହେଁ । ଯିଏ ମନ୍ତ୍ର ଦୀକ୍ଷା ନେଇଛି ଏବଂ ଯିଏ ନିୟମିତ ଜପ କରୁଛି ତାହାର ଅକାଳ ମୃତ୍ୟୁ ହୋଇ ନଥାଏ । ତାହା ଉପରେ ଭୂତ - ପ୍ରେତ, ଗୁଣି - ଗାରେଡ଼ି ର ପ୍ରଭାବ ପଡ଼ି ନଥାଏ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

🧘🏻‍♂️ ମନ୍ତ୍ର ମହିମା 📿

‘ରୁଟି ରୁଟି କହିଲେ ପେଟ କଣ ଭରିଯାଏ ?’ ଏହି ପ୍ରକାର ତର୍କ ଭ୍ରାନ୍ତି ଆଣିଥାଏ, କିନ୍ତୁ ବିଶ୍ୱାସ କର ଭଗବାନ ନାମ ‘ରୁଟି’ ପରି ଜଡ଼ ଶବ୍ଦ ନୁହେଁ, ଏହି ଶବ୍ଦ ହିଁ ବ୍ରହ୍ମ ଅଟେ । ‘ନାମ’ ଏବଂ ‘ନାମୀ’ ମଧ୍ୟରେ କୌଣସି ପାର୍ଥକ୍ୟ ହିଁ ନାହିଁ ।

🧘🏻‍♂️ ମନ୍ତ୍ର ମହିମା 📿 ‘ରୁଟି ରୁଟି କହିଲେ ପେଟ କଣ ଭରିଯାଏ ?’ ଏହି ପ୍ରକାର ତର୍କ ଭ୍ରାନ୍ତି ଆଣିଥାଏ, କିନ୍ତୁ ବିଶ୍ୱାସ କର ଭଗବାନ ନାମ ‘ରୁଟି’ ପରି ଜଡ଼ ଶବ୍ଦ ନୁହେଁ, ଏହି ଶବ୍ଦ ହିଁ ବ୍ରହ୍ମ ଅଟେ । ‘ନାମ’ ଏବଂ ‘ନାମୀ’ ମଧ୍ୟରେ କୌଣସି ପାର୍ଥକ୍ୟ ହିଁ ନାହିଁ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

🧘🏻‍♂️ ମନ୍ତ୍ର ମହିମା 📿

ପ୍ରାୟ ବ୍ୟକ୍ତି ଆଳସ୍ୟ କାରଣରୁ ହିଁ କହି ହୁଅନ୍ତି କି ନାମ ଜପ ହେଉ ନାହିଁ । ଭଗବାନ ନାମ ନେବାର ଅଭ୍ୟାସ ବନାଅ ।

🧘🏻‍♂️ ମନ୍ତ୍ର ମହିମା 📿 ପ୍ରାୟ ବ୍ୟକ୍ତି ଆଳସ୍ୟ କାରଣରୁ ହିଁ କହି ହୁଅନ୍ତି କି ନାମ ଜପ ହେଉ ନାହିଁ । ଭଗବାନ ନାମ ନେବାର ଅଭ୍ୟାସ ବନାଅ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

🧘🏻‍♂️ ମନ୍ତ୍ର ମହିମା 📿

ମାଳା ଛାଡ଼ିଯିବ ତ ଉନ୍ନତି ବି ଛାଡ଼ିଯିବ, ପୁଣି କେବେ ବି, କୋଉଠି ବି ପତନ ହୋଇ ଯାଇପାରେ ।

🧘🏻‍♂️ ମନ୍ତ୍ର ମହିମା 📿 ମାଳା ଛାଡ଼ିଯିବ ତ ଉନ୍ନତି ବି ଛାଡ଼ିଯିବ, ପୁଣି କେବେ ବି, କୋଉଠି ବି ପତନ ହୋଇ ଯାଇପାରେ ।
account_circle
Bal Sanskar Kendra - Odia(@BalSanskarOdia) 's Twitter Profile Photo

🧘🏻‍♂️ ମନ୍ତ୍ର ମହିମା 📿

ଦେଖାଇ ହୋଇ ଜପ କରନ୍ତୁ ନାହିଁ । ପ୍ରୀତି ପୂର୍ବକ ଜପ କରନ୍ତୁ । ପ୍ରୀତି ପୂର୍ବକ ହେଉ ନାହିଁ, ମନ ଏପଟେ ସେପଟେ ଯାଉଚି ତ ଜୋର ରେ ଜପ କରନ୍ତୁ, ପୁଣି ଶାନ୍ତ ହୋଇଯାଆନ୍ତି, ପୁଣି ଜପ କରନ୍ତୁ ।

🧘🏻‍♂️ ମନ୍ତ୍ର ମହିମା 📿 ଦେଖାଇ ହୋଇ ଜପ କରନ୍ତୁ ନାହିଁ । ପ୍ରୀତି ପୂର୍ବକ ଜପ କରନ୍ତୁ । ପ୍ରୀତି ପୂର୍ବକ ହେଉ ନାହିଁ, ମନ ଏପଟେ ସେପଟେ ଯାଉଚି ତ ଜୋର ରେ ଜପ କରନ୍ତୁ, ପୁଣି ଶାନ୍ତ ହୋଇଯାଆନ୍ତି, ପୁଣି ଜପ କରନ୍ତୁ ।
account_circle