PANCHAYAT SAMITI NIMAPARA (@bnimapara) 's Twitter Profile
PANCHAYAT SAMITI NIMAPARA

@bnimapara

ID: 1714518281955237888

calendar_today18-10-2023 05:46:40

58 Tweet

21 Followers

31 Following

MoSarkar 5T (@mosarkar5t) 's Twitter Profile Photo

ଘର ପାଖକୁ ଆସିବ 'ଲକ୍ଷ୍ମୀ' ବସ୍, ତ୍ୱରାନ୍ୱିତ ହେବ ଗାଁରୁ ବ୍ଲକକୁ ଗମନାଗମନ I ନବରଙ୍ଗପୁର ଜିଲ୍ଲାର ପ୍ରତ୍ଯେକ ବ୍ଲକ ସହ ଯୋଡ଼ିହୋଇ ଲୋକଙ୍କ ବିକାଶଧାରାକୁ ଆହୁରି ବଳିଷ୍ଠ କରିବ ଯାତାୟାତର ଏହି ସୁଗମ ଓ ସୁଲଭ ମାଧ୍ୟମ I #5T #GhareGhareLaxmi #LAccMIYojana

PANCHAYAT SAMITI NIMAPARA (@bnimapara) 's Twitter Profile Photo

TOTAL BIKASHIT SANKALPA YATRA AT GADAPADANPUR GRAM PANCHAYAT UNDER NIMAPADA BLOCK AND OTHER VALUABLE ACTIVITIES DONE BY SCHOOL STUDENT AND PRIZE GVEN BY SARPANCH AND BDO TO THE SCHOOL STUDENT

I & PR Department, Odisha (@ipr_odisha) 's Twitter Profile Photo

Shree Mandira Parikrama Prakalpa will be inaugurated on 17th January, 2024. Let’s join the auspicious event of Mahaprabhu #SriJagannatha #Puri

ନାରୀ ସଶକ୍ତିକରଣ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକସ୍ତରରେ ସୁଦୃଢ଼ କରି ଆତ୍ମନିର୍ଭରଶୀଳ କରାଇବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ। ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଉଦଘାଟନ ଅବସରରେ କହିଛନ୍ତି। ନାରୀଙ୍କୁ

ନାରୀ ସଶକ୍ତିକରଣ କରିବା ସହ ସେମାନଙ୍କୁ ଆର୍ଥିକ ଓ ସାମାଜିକସ୍ତରରେ ସୁଦୃଢ଼ କରି ଆତ୍ମନିର୍ଭରଶୀଳ କରାଇବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ। ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଉଦଘାଟନ ଅବସରରେ କହିଛନ୍ତି। 
ନାରୀଙ୍କୁ
Collector and District Magistrate Puri (@dm_puri) 's Twitter Profile Photo

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ନିମାପଡା ବ୍ଲକ କାଜିପାଟଣା ଠାରୁ ଏକତା ପଦଯାତ୍ରା ଅନୁଷ୍ଠିତ। ପଦଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଲୋକସଭା ସାଂସଦ, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ସାମିଲ।

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ନିମାପଡା ବ୍ଲକ କାଜିପାଟଣା ଠାରୁ ଏକତା ପଦଯାତ୍ରା ଅନୁଷ୍ଠିତ। ପଦଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଲୋକସଭା ସାଂସଦ, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ସାମିଲ।
I & PR Department, Odisha (@ipr_odisha) 's Twitter Profile Photo

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ପବିତ୍ର ଶିଶୁ ଦିବସ ଉପଲକ୍ଷେ ସମସ୍ତ କୁନି କୁନି ଶିଶୁମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #childrensday

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ପବିତ୍ର ଶିଶୁ ଦିବସ ଉପଲକ୍ଷେ ସମସ୍ତ କୁନି କୁନି ଶିଶୁମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #childrensday
Collector and District Magistrate Puri (@dm_puri) 's Twitter Profile Photo

ପୁରୀ ଜିଲ୍ଲା ନିମାପଡା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ।ଏଥିରେ ଜିଲ୍ଲା ଏସପି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ, ସିଡିଏମଓ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଯୋଗ ଦାନ।

ନିମାପଡା ନିୟନ୍ତ୍ରିତ ବଜାର କମିଟି ଅଧିନରେ ଥିବା ଅଂଶାଲୋ, ବିଷ୍ଣୁପୁର ଓ ଅଣ୍ଢିଆସାହି ପାକ୍ସ କୁ ଜିଲ୍ଲାପାଳ ଙ୍କ ପରିଦର୍ଶନ। ଧାନ ମଣ୍ଡି ର ବ୍ୟବସ୍ଥା ଅନୁଧ୍ୟାନ, ଚାଷୀ ମାନଙ୍କ ସହ ଆଲୋଚନା, ଧାନ ସଂଗ୍ରହ କୁ ଶୃଙ୍ଖଳିତ କରିବା ଓ ଚାଷୀ ମାନଙ୍କୁ କୌଣସି ଅସୁବିଧା ଯେପରି ନ ହୁଏ ସେଥିପାଇଁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ।