BJD IT Cell (@bjditcell) 's Twitter Profile
BJD IT Cell

@bjditcell

The official page of Biju Janata Dal, Odisha. Responsible for all digital presence of the Party.

ID: 1583367142573068288

calendar_today21-10-2022 07:58:51

4,4K Tweet

1,1K Takipçi

7 Takip Edilen

Naveen Patnaik (@naveen_odisha) 's Twitter Profile Photo

Shocked to know that Bhubaneswar Metro Rail contracts have been cancelled by BJP led #Odisha Govt. It has always been our dream to develop #Bhubaneswar into a world-class city. We have been focusing on world class sports infrastructure, organising marquee international events,

Shocked to know that Bhubaneswar Metro Rail contracts have been cancelled by BJP led #Odisha Govt.

It has always been our dream to develop #Bhubaneswar into a world-class city. We have been focusing on world class sports infrastructure, organising marquee international events,
BJD IT Cell (@bjditcell) 's Twitter Profile Photo

ଓଡ଼ିଶାର ନାଁ ବଦନାମ କରିଦେଲା ବିଜେପି ସରକାର। #BJPAntiOdisha #fakeBJP #bhubaneswarmetro

ଓଡ଼ିଶାର ନାଁ ବଦନାମ କରିଦେଲା ବିଜେପି ସରକାର।
#BJPAntiOdisha #fakeBJP #bhubaneswarmetro
BJD IT Cell (@bjditcell) 's Twitter Profile Photo

ନାରୀଙ୍କୁ ଅସମ୍ମାନ କଦାପି ସହିବନି ବିଜେଡି। #BijuJanataDalOdisha

ନାରୀଙ୍କୁ ଅସମ୍ମାନ କଦାପି ସହିବନି ବିଜେଡି।

#BijuJanataDalOdisha
BJD IT Cell (@bjditcell) 's Twitter Profile Photo

ଓଡ଼ିଆ ଅସ୍ମିତାର ପ୍ରକୃତ ମହତ୍ତ୍ୱ ବୁଝିଥିଲେ ନବୀନ। ସେଥିପାଇଁ ତ ଓଡ଼ିଶାର ଗର୍ବ, ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ସର୍ବଦା ତତ୍ପର ଥିଲେ। #NaveenForOdisha

ଓଡ଼ିଆ ଅସ୍ମିତାର ପ୍ରକୃତ ମହତ୍ତ୍ୱ ବୁଝିଥିଲେ ନବୀନ। ସେଥିପାଇଁ ତ ଓଡ଼ିଶାର ଗର୍ବ, ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ସର୍ବଦା ତତ୍ପର ଥିଲେ। 

#NaveenForOdisha
BJD IT Cell (@bjditcell) 's Twitter Profile Photo

ଶିକ୍ଷାମନ୍ତ୍ରୀଙ୍କୁ ନିଶା କରିଛି କିମିଆ... ବିଭାଗ ତେଣେ ବୁଡିଯାଉ ତାଙ୍କର NO tension #BJPAntiOdisha #OdiaAsmita

ଶିକ୍ଷାମନ୍ତ୍ରୀଙ୍କୁ ନିଶା କରିଛି କିମିଆ... ବିଭାଗ ତେଣେ ବୁଡିଯାଉ ତାଙ୍କର NO tension 
#BJPAntiOdisha #OdiaAsmita
BJD IT Cell (@bjditcell) 's Twitter Profile Photo

ରଙ୍ଗମରା ସରକାରଙ୍କ ପାଇଁ ଆସିଲା ନୂଆ କାମ .... #BJPAntiOdisha #FakeBJP

ରଙ୍ଗମରା ସରକାରଙ୍କ ପାଇଁ ଆସିଲା ନୂଆ କାମ ....
#BJPAntiOdisha #FakeBJP
BJD IT Cell (@bjditcell) 's Twitter Profile Photo

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା କିଛି ଏପରି... #MohanMajhi #BJPAntiOdisha #FakeBJP

BJD IT Cell (@bjditcell) 's Twitter Profile Photo

#ବିଜେଡି_ବାଣରେ_ଘାଇଲା_ବିଜେପି #operationsindoor2025 #BijuJanataDalOdisha #ParliamentSession #SasmitPatra

BJD IT Cell (@bjditcell) 's Twitter Profile Photo

ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଥିବା ମୋହନ ସରକାର ମନେରଖ....ଆଗକୁ ତମ ସରକାରକୁ ହିଁ ଲୋକେ ବାତିଲ କରିଦେବେ। #BJPAntiOdisha #FakeBJP #FraudBJP

ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଥିବା ମୋହନ ସରକାର ମନେରଖ....ଆଗକୁ ତମ ସରକାରକୁ ହିଁ ଲୋକେ ବାତିଲ କରିଦେବେ।

#BJPAntiOdisha #FakeBJP #FraudBJP
BJD IT Cell (@bjditcell) 's Twitter Profile Photo

ଓଡ଼ିଆ ଭାଷାକୁ ଆପଣେଇବାକୁ ଏତେ କୁଣ୍ଠାବୋଧ କାହିଁକି? #BJPAntiOdisha #MohanMajhi

ଓଡ଼ିଆ ଭାଷାକୁ ଆପଣେଇବାକୁ ଏତେ କୁଣ୍ଠାବୋଧ କାହିଁକି?
#BJPAntiOdisha #MohanMajhi
Naveen Patnaik (@naveen_odisha) 's Twitter Profile Photo

ସମ୍ବଲପୁରୀ ଦିନ୍ ଅବ୍‌ସର୍ ଥି ସମ୍'ଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଇ ମହାନ ଦିନରେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର୍ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ। ଜୟ ମା' ସମଲେଇ 🙏

ସମ୍ବଲପୁରୀ ଦିନ୍ ଅବ୍‌ସର୍ ଥି ସମ୍'ଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଇ ମହାନ ଦିନରେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର୍ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ। ଜୟ ମା' ସମଲେଇ 🙏