Atanu sabyasachi (@atanumla) 's Twitter Profile
Atanu sabyasachi

@atanumla

Former Cabinet Minister

ID: 1050045956110962689

linkhttps://www.odishagovt.com/people/atanu-sabyasachi-nayak/ calendar_today10-10-2018 15:30:39

975 Tweet

2,2K Followers

34 Following

Atanu sabyasachi (@atanumla) 's Twitter Profile Photo

ନବୀନ ଗ୍ୟାରେଣ୍ଟି ଓଡିଶାବାସୀ ଭାରି ଖୁସି:ମୋତେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ Biju Janata Dal

Atanu sabyasachi (@atanumla) 's Twitter Profile Photo

ମୋର ନିବେଦନ ମିଛୁଆଙ୍କ ଯୁଗ ଶେଷ କରନ୍ତୁ : ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ Biju Janata Dal

Atanu sabyasachi (@atanumla) 's Twitter Profile Photo

ଓଡ଼ିଶାର ପରିଚୟ "ନବୀନଙ୍କ ଦୁଇ ଦଶକ" ଆମର ଚିହ୍ନ ଶଙ୍ଖ ଶଙ୍ଖ ଚିହ୍ନରେ ମହାକାଳପଡ଼ା ବାସୀ ଆଶୀର୍ବାଦ କରନ୍ତୁ

ଓଡ଼ିଶାର ପରିଚୟ "ନବୀନଙ୍କ ଦୁଇ ଦଶକ" ଆମର ଚିହ୍ନ ଶଙ୍ଖ

ଶଙ୍ଖ ଚିହ୍ନରେ ମହାକାଳପଡ଼ା ବାସୀ ଆଶୀର୍ବାଦ କରନ୍ତୁ
Atanu sabyasachi (@atanumla) 's Twitter Profile Photo

ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ, ଆମ ଚିହ୍ନ ଶଙ୍ଖ ଚିହ୍ନ

ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ,                            
ଆମ ଚିହ୍ନ ଶଙ୍ଖ ଚିହ୍ନ
Atanu sabyasachi (@atanumla) 's Twitter Profile Photo

BJD ର ବରିଷ୍ଠ ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାକାଳପଡ଼ାରେ ବିଜୁ ଜନତା ଦଳର ପ୍ରଚାର କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ହୋଇ ଉତ୍ସାହିତ କରିଛନ୍ତି

BJD ର ବରିଷ୍ଠ ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାକାଳପଡ଼ାରେ ବିଜୁ ଜନତା ଦଳର ପ୍ରଚାର କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ହୋଇ ଉତ୍ସାହିତ କରିଛନ୍ତି
Atanu sabyasachi (@atanumla) 's Twitter Profile Photo

ଏ ଫୋଟୋ କହେ ଅନେକ କଥା l ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ l ଶଙ୍ଖ ବାଜିବ ଆଉ ଥରେ ନବୀନ ପଟ୍ଟନାୟକ ପୁଣି ଥରେ

ଏ ଫୋଟୋ କହେ ଅନେକ କଥା l ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର  ଭୋଟର ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ l

ଶଙ୍ଖ ବାଜିବ ଆଉ ଥରେ 
ନବୀନ ପଟ୍ଟନାୟକ ପୁଣି ଥରେ
Atanu sabyasachi (@atanumla) 's Twitter Profile Photo

ଆମ ଚିହ୍ନ ଶଙ୍ଖ ଚିହ୍ନ ପାଟୁଳିପଙ୍କ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ଯୋଗଦେଇ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କ ବିକାଶ ଧାରାକୁ ମହାକାଳପଡ଼ାରେ ଆଗେଇ ନେବା ନିମନ୍ତେ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲି l

ଆମ ଚିହ୍ନ ଶଙ୍ଖ ଚିହ୍ନ
ପାଟୁଳିପଙ୍କ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ଯୋଗଦେଇ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କ ବିକାଶ ଧାରାକୁ ମହାକାଳପଡ଼ାରେ ଆଗେଇ ନେବା ନିମନ୍ତେ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲି l
Atanu sabyasachi (@atanumla) 's Twitter Profile Photo

ନବୀନ ଗ୍ୟାରେଣ୍ଟି-ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ ବିକଶିତ ଓଡିଶା-ବିକଶିତ ମହାକାଳପଡ଼ା ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦିଅନ୍ତୁ

ନବୀନ ଗ୍ୟାରେଣ୍ଟି-ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ 
ବିକଶିତ ଓଡିଶା-ବିକଶିତ ମହାକାଳପଡ଼ା 
ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦିଅନ୍ତୁ
Atanu sabyasachi (@atanumla) 's Twitter Profile Photo

ଓଡ଼ିଆ ସଂସ୍କୃତି ର ଏହି ମହାନ ଗଣପର୍ବ "ପବିତ୍ର ରଜପର୍ବ" ଅବସରରେ ଅନେକ ଅନେକ ଶୁଭେଚ୍ଛା।

ଓଡ଼ିଆ ସଂସ୍କୃତି ର ଏହି ମହାନ ଗଣପର୍ବ "ପବିତ୍ର ରଜପର୍ବ" ଅବସରରେ ଅନେକ ଅନେକ ଶୁଭେଚ୍ଛା।
Atanu sabyasachi (@atanumla) 's Twitter Profile Photo

ପବିତ୍ର ଇଦ୍‌-ଉଜ୍‌-ଜୁହା ପର୍ବ ଉପଲକ୍ଷେ ମୁସଲମାନ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ

ପବିତ୍ର ଇଦ୍‌-ଉଜ୍‌-ଜୁହା ପର୍ବ ଉପଲକ୍ଷେ  ମୁସଲମାନ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ
Atanu sabyasachi (@atanumla) 's Twitter Profile Photo

ପରମ୍ପରା, ଆଧ୍ୟାତ୍ମ୍ୟ, ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ, ଏହା ହିଁ କାମନା।

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଝଙ୍କଡବାସିନୀ ମା' ଶାରଳାଙ୍କୁ ଦର୍ଶନ ପୂର୍ବକ ଆଶିର୍ବାଦ ଭିକ୍ଷl କଲି l

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଝଙ୍କଡବାସିନୀ ମା' ଶାରଳାଙ୍କୁ ଦର୍ଶନ ପୂର୍ବକ ଆଶିର୍ବାଦ ଭିକ୍ଷl କଲି l
Atanu sabyasachi (@atanumla) 's Twitter Profile Photo

ଜୟ ଜଗନ୍ନାଥ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

ଜୟ ଜଗନ୍ନାଥ 
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। 
ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
Atanu sabyasachi (@atanumla) 's Twitter Profile Photo

ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ

ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ
Atanu sabyasachi (@atanumla) 's Twitter Profile Photo

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ, ଏତିକି ପ୍ରାର୍ଥନା🙏

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 
ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ, ଏତିକି ପ୍ରାର୍ଥନା🙏
Atanu sabyasachi (@atanumla) 's Twitter Profile Photo

ବନ୍ଦେ ଧେନୁ ମାତରମ 🙏 ୮୧ ତମ ବାର୍ଷିକଉତ୍ସବ ତଥା ଚିତାଲାଗି ଅମାବାସ୍ୟା ଅବସରରେ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣିରେ ପାଳନ କରାଯାଇଅଛି I ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଗୋ ' ମାତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ବନ୍ଦେ ଧେନୁ ମାତରମ 🙏
୮୧ ତମ ବାର୍ଷିକଉତ୍ସବ ତଥା ଚିତାଲାଗି ଅମାବାସ୍ୟା ଅବସରରେ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣିରେ ପାଳନ କରାଯାଇଅଛି I ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଗୋ ' ମାତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ  ।