Ashutosh Parida ଆଶୁତୋଷ ପରିଡ଼ା 🇮🇳 (@ashutos_parida) 's Twitter Profile
Ashutosh Parida ଆଶୁତୋଷ ପରିଡ଼ା 🇮🇳

@ashutos_parida

Proud Indian || Pure Odia || Philanthropist || Travelling || Singing || Photography || Jai jagannath 🙏 || 🏳️‍🌈 ||

ID: 1149148174025551872

linkhttps://youtube.com/channel/UClgtCJckN7eLNXCq31BaP8Q calendar_today11-07-2019 02:47:29

86,86K Tweet

11,11K Takipçi

1,1K Takip Edilen

Ashutosh Parida ଆଶୁତୋଷ ପରିଡ଼ା 🇮🇳 (@ashutos_parida) 's Twitter Profile Photo

ନୂଆଁଖାଇ ଜୁହାର 🙏 କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଉପଲକ୍ଷେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 💐💐 ମା ସମଲେଇଙ୍କ ଆଶୀର୍ବାଦ ରୁ ଆପଣ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ 🙏 #NuakhaiJuhar #ନୂଆଁଖାଇ_ଜୁହାର

ନୂଆଁଖାଇ ଜୁହାର 🙏
କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଉପଲକ୍ଷେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 💐💐
ମା ସମଲେଇଙ୍କ ଆଶୀର୍ବାଦ ରୁ ଆପଣ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ  ଭରିଯାଉ 🙏

#NuakhaiJuhar #ନୂଆଁଖାଇ_ଜୁହାର
Prashant Sahu 🇮🇳 (@suryanandannet) 's Twitter Profile Photo

King Indradumna : “I desire to be without descendants. So that no one in the future will be able to claim Your temple as his own property.” Lord Jagannath: “Tathastu ✋ 🙏✋ ଇନ୍ଦ୍ରଦୁମ୍ନ : ପ୍ରଭୁ , ମୋ ବଂଶରେ ଯେମିତି କେହି ରହିବେନି , ସେହି ବର ଦିଅ . ମହାପ୍ରଭୁ : ତଥାସ୍ତୁ ✋🙏✋

Narendra Modi (@narendramodi) 's Twitter Profile Photo

Nuakhai Juhar! My best wishes on the special occasion of Nuakhai. We express gratitude to our hardworking farmers and appreciate their efforts for our society. May everyone be blessed with joy and good health.

Guruprasad Nath🇮🇳 (@iamgpn_babu) 's Twitter Profile Photo

ଆମ ଜୀବନରେ କେତେବେଳେ କଣ ହେବ ତାହା ଆଗରୁ ଆମ ଭାଗ୍ୟ ଉପରେ ନିର୍ଦ୍ଧାରିତ ହୋଇଥାଏ ତେବେ ଆମେ ଆମର ଭାଗ୍ୟକୁ ତ ବଦଳାଇ ପାରିବା ନାହିଁ ତେଣୁ ଆମର ସ୍ବଭାବକୁ ବଦଳାଇବାକୁ ଚେଷ୍ଟା କରିବା ଉଚିତ୍ । "ଜୟ ଜଗନ୍ନାଥ"🙏🙏🙏

ଆମ ଜୀବନରେ କେତେବେଳେ କଣ ହେବ ତାହା ଆଗରୁ ଆମ ଭାଗ୍ୟ ଉପରେ ନିର୍ଦ୍ଧାରିତ ହୋଇଥାଏ ତେବେ ଆମେ ଆମର ଭାଗ୍ୟକୁ ତ ବଦଳାଇ ପାରିବା ନାହିଁ ତେଣୁ ଆମର ସ୍ବଭାବକୁ ବଦଳାଇବାକୁ ଚେଷ୍ଟା କରିବା ଉଚିତ୍  ।
"ଜୟ ଜଗନ୍ନାଥ"🙏🙏🙏
Prashant Sahu 🇮🇳 (@suryanandannet) 's Twitter Profile Photo

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ , ଆମ୍ଭେ (ଦ୍ରସନ) ଦର୍ଶନ କରିବୁ କାହାକୁ 🙏

ଶ୍ରିଲେଖା ଜେନା (ସୁଲୁ )🇮🇳 🐦 (@shrilekhajena) 's Twitter Profile Photo

ସଭିଙ୍କ ସହଯୋଗ କାମନାରେ 🙏🏼 ନଖ ଟିକେ କଟିଗଲେ କେତେକଷ୍ଟ ହୁଏ ହେଲେ ଏଠି ଗୋଡ଼ରୁ ଅଧା ପଚି ଗଲାଣି ଚିନ୍ତା କରନ୍ତୁ କେଉଁ ପ୍ରକାରର କଷ୍ଟ ହେଉଥିବ 😔😔 ଅତିଶୀଘ୍ର କଟକ ନେବାର ବ୍ୟବସ୍ଥା ହେବ ସହଯୋଗ ଅପେକ୍ଷାରେ SCB Medical college & hospital Cuttack Dr Abinash Rout OAS (S) CMO Odisha

ସଭିଙ୍କ ସହଯୋଗ କାମନାରେ 🙏🏼
   ନଖ ଟିକେ କଟିଗଲେ କେତେକଷ୍ଟ ହୁଏ ହେଲେ ଏଠି ଗୋଡ଼ରୁ ଅଧା ପଚି ଗଲାଣି ଚିନ୍ତା କରନ୍ତୁ କେଉଁ ପ୍ରକାରର କଷ୍ଟ ହେଉଥିବ 😔😔  ଅତିଶୀଘ୍ର କଟକ ନେବାର ବ୍ୟବସ୍ଥା ହେବ ସହଯୋଗ ଅପେକ୍ଷାରେ <a href="/SCBMCHCTC/">SCB Medical college & hospital Cuttack</a> <a href="/abinash_oas/">Dr Abinash Rout OAS (S)</a> <a href="/CMO_Odisha/">CMO Odisha</a>
Guruprasad Nath🇮🇳 (@iamgpn_babu) 's Twitter Profile Photo

ଭଲପାଇବା ଆଉ ମ୍ରୃତ୍ୟୁ ସମସ୍ତଙ୍କ ଜୀବନରେ ଅଜଣା ଅତିଥି ହୋଇ ଆସିଥାନ୍ତି। ଭଲପାଇବା ମନ କିଣି ନେଇଥାଏ ଆଉ ମ୍ରୃତ୍ୟୁ ପ୍ରାଣ ଛଡେଇ ନେଇଥାଏ । "ଜୟ ଜଗନ୍ନାଥ"🙏🙏🙏

ଭଲପାଇବା ଆଉ ମ୍ରୃତ୍ୟୁ ସମସ୍ତଙ୍କ ଜୀବନରେ ଅଜଣା ଅତିଥି ହୋଇ ଆସିଥାନ୍ତି। ଭଲପାଇବା ମନ କିଣି ନେଇଥାଏ ଆଉ ମ୍ରୃତ୍ୟୁ ପ୍ରାଣ ଛଡେଇ ନେଇଥାଏ ।
"ଜୟ ଜଗନ୍ନାଥ"🙏🙏🙏
JurnoRasmita.@kanak news (@jurnorasmita) 's Twitter Profile Photo

ତୋ ଶରଣ ବିନା ନାହିଁ ମୋର ଅନ୍ୟଗତି 🥺🙏 ଜୟ ଜଗନ୍ନାଥ 🙏 ଶୁଭ ସକାଳ ❤️

🦋šrαdhα🦋 (@princess_sradha) 's Twitter Profile Photo

ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା🙏 ରାଧା କୃଷ୍ଣ ଙ୍କ କୃପା ସର୍ବଦା ସଭିଙ୍କୁ ପ୍ରାପ୍ତ ହେଉ 🙏 ରାଧେ ରାଧେ🚩🙏 #radhastami #ରାଧାଷ୍ଟମୀ

ପବିତ୍ର ରାଧାଷ୍ଟମୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା🙏 ରାଧା କୃଷ୍ଣ ଙ୍କ କୃପା ସର୍ବଦା ସଭିଙ୍କୁ ପ୍ରାପ୍ତ ହେଉ 🙏
 ରାଧେ ରାଧେ🚩🙏
#radhastami
#ରାଧାଷ୍ଟମୀ
Guruprasad Nath🇮🇳 (@iamgpn_babu) 's Twitter Profile Photo

ଏ ପୃଥିବୀରେ ପଶୁ ପକ୍ଷୀ କପଟ ଆଚରଣ କରନ୍ତି ନାହିଁ କେବଳ ମଣିଷ ହିଁ କରେ । ଆମେ କିଛି ନ ଆଣି ସବୁକିଛି ପାଇଁ ଯୁଦ୍ଧ କରୁ ଏବଂ ଶେଷରେ ଆମେ ସବୁକିଛି ନନେଇ ଖାଲି ହାତରେ ଫେରିଯାଉ । "ଜୟ ଜଗନ୍ନାଥ"🙏🙏🙏

ଏ ପୃଥିବୀରେ ପଶୁ ପକ୍ଷୀ କପଟ ଆଚରଣ କରନ୍ତି ନାହିଁ କେବଳ ମଣିଷ ହିଁ କରେ । ଆମେ କିଛି ନ ଆଣି ସବୁକିଛି ପାଇଁ ଯୁଦ୍ଧ କରୁ ଏବଂ ଶେଷରେ ଆମେ ସବୁକିଛି ନନେଇ ଖାଲି ହାତରେ ଫେରିଯାଉ ।
"ଜୟ ଜଗନ୍ନାଥ"🙏🙏🙏
Prashant Sahu 🇮🇳 (@suryanandannet) 's Twitter Profile Photo

ସୁନା ଚଢେଇର ଏହି ଗୀତ ପାଇଁ କିଛି Intro ଦରକାର ନାହିଁ . #OdiaCinema #SunaChadhei

Prashant Sahu 🇮🇳 (@suryanandannet) 's Twitter Profile Photo

ବାହା ହେବି ନାହିଁ : ସିନେମା ଗୀତ ମାଧ୍ୟମରେ କେମିତି ପରିବାର ନିୟନ୍ତ୍ରଣର ସାମାଜିକ ବାର୍ତା ଦିଅ ଯାଇଥିଲା ଦେଖନ୍ତୁ ଏହି ଖୋକା ଭାଇଙ୍କ ଲୋକ ପ୍ରିୟ ଗୀତରୁ .