Argus News
@argusnews_in
Argus News, from Digital to Satellite, is the voice of 4.5 Cr ODIAS
YT:- bit.ly/argusyt
FB:- bit.ly/argusfb
Insta:- bit.ly/argusinsta
ID: 1335199667571679232
https://argusenglish.in/ 05-12-2020 12:30:31
142,142K Tweet
48,48K Takipçi
109 Takip Edilen
ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ଭୂଟାନ ମାଟିରୁ ବିସ୍ପୋରଣକାରୀଙ୍କୁ ଦେଲେ କଡ଼ା ସନ୍ଦେଶ ଦୋଷୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିଲା ଉଚ୍ଚସ୍ତରୀୟ ବୈଠକ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ବାର୍ତ୍ତା, ଛାଡ଼ ପାଇବେନି ଷଡ଼ଯନ୍ତ୍ରକାରୀ Narendra Modi
ସରିଲା ନୂଆପଡ଼ା ଉପ ନିର୍ବାଚନ ଭୋଟ୍ । EVM ରେ ସିଲ୍ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଉପନିର୍ବାଚନରେ ସନ୍ଧ୍ୟା 5ଟା ସୁଦ୍ଧା ଭୋଟ୍ ଦେଇଛନ୍ତି 75.37 % ପ୍ରତିଶତ ଭୋଟର। BJP Odisha Odisha Congress Biju Janata Dal