Mukesh Kumar Sahu
@Anchor_Mukesh
Journalist...News Anchor at Kanak News..
ID:1027615222641524736
09-08-2018 17:58:56
4,4K Tweets
4,3K Followers
369 Following
ରଥଖଳାରେ ବିଜେ ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ । ସମ୍ପନ୍ନ ହେଲା ଚକଡେରା ନୀତି ।
🙏🙏 ଜୟ ଜଗନ୍ନାଥ 🙏🙏
#RathaJatra #RathaKhala #JayJagannath #Puri #Odisha
#ଶୋଇବା_ପୂର୍ବରୁ_ଚକାଆଖି_ଦର୍ଶନ
ଶୋଇବା ପୂର୍ବରୁ କରନ୍ତୁ ଚକା ଆଖି ଦର୍ଶନ ।
ଭକ୍ତି ମନରେ କୁହନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ । ସବୁ ଇଚ୍ଛା ପୂର୍ଣ୍ଣ କରିବେ ମହାବାହୁ... #JayJagannath #Odisha
#ଜୟ_ଶ୍ରୀରାମ
ଫତେଗଡର ଲୋକପ୍ରିୟ ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ । ଦେଖନ୍ତୁ, ଏହି ମନଛୁଆଁ ଫଟୋ ... #JayShreeRam #Fategarh #Odisha
#କେକେଆର_କବଜାରେ_ଆଇପିଏଲ_ଟ୍ରଫି
ଆଇପିଏଲ-୨୦୨୪: ଚାମ୍ପିୟନ ହେଲା କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ କେକେଆର ହାତେଇଲା ଆଇପିଏଲ ଟ୍ରଫି ।
#IPLFinal #KolkataKnightRiders #IPLtrophy #KKR #KKR vsSRH
ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ମତଦାନ କଲେ କେନ୍ଦ୍ରମନ୍ତ୍ରୀ । Dharmendra Pradhan (मोदी का परिवार) #Vote #Odisha #election_2024
#ମୁଁ_ବାଛିଲି_ମୋ_ନେତା
ଏଥର ମୋ #Vote ମୋ ଅଞ୍ଚଳର ବିକାଶ ପାଇଁ
ମୋ #Vote ପରିବର୍ତ୍ତନ ପାଇଁ
ଗଣତନ୍ତ୍ରର ମହାପର୍ବରେ ମୁଁ ବି ହେଲି ସାମିଲ ।
#Election2024 #ThirdPhaseElection #Keonjhar #Odisha District Administration,Keonjhar
#ଭୋଟ_ଦେଲେ_ଗଜପତି_ମହାରାଜ
ଭୋଟ ଦେଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।
ମହାରାଣୀ ମଧ୍ୟ କଲେ ମତଦାନ ।
କହିଲେ, ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ।
#Puri #GajapatiDivyaSinghaDeva #Voting #Election2024
#ମତଦାନ_କଲେ_ମହାମହିମ
ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରୋଟୋକଲ ଭିତରେ ଯାଇ କଲେ ମତଦାନ ।
#Election2024 President of India
#ଭୋଟ_ଦେଲେ_ନବୀନ
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷା ଭିତରେ ଆସି କଲେ ମତଦାନ ।
#Election2024 #3rdPhaseVoting #Odisha #Bhubaneswar
ଭୋଟ ଦେଲେ ରାଜ୍ୟପାଳ ରଘୁବର ଦାସ । ଜାମସେଦପୁର ଭାଲୁବାସୀ ବୁଥରେ କଲେ ମତଦାନ ।
#Election2024 #Governor #Odisha #3rdPhaseVoting