Mukesh Kumar Sahu(@Anchor_Mukesh) 's Twitter Profileg
Mukesh Kumar Sahu

@Anchor_Mukesh

Journalist...News Anchor at Kanak News..

ID:1027615222641524736

calendar_today09-08-2018 17:58:56

4,3K Tweets

4,3K Followers

398 Following

Mukesh Kumar Sahu(@Anchor_Mukesh) 's Twitter Profile Photo

ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ୍ । ଆପଣଙ୍କ ମତରେ କିଏ ଜିତିବ ଆଜିର ମ୍ୟାଚ୍?

ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ୍ । ଆପଣଙ୍କ ମତରେ କିଏ ଜିତିବ ଆଜିର ମ୍ୟାଚ୍? #IPL #Cricket #CSKvsRR
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ସକାଳେ ଆଟାକ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ରାତିରେ କାଉଣ୍ଟର ଆଟାକ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ।
Elections2024

ସକାଳେ ଆଟାକ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ରାତିରେ କାଉଣ୍ଟର ଆଟାକ୍ କଲେ ମୁଖ୍ୟମନ୍ତ୍ରୀ ନବୀନ । #Election2024 #BJP #BJD #NarendraModi #NaveenPatnaik #Odisha #OdishaElections2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

କନ୍ଧମାଳରେ ଏଭଳି ଆଶୀର୍ବାଦ ମୁଁ କେବେ ଭୁଲିପାରିବିନି । ଏଭଳି ଆଶୀର୍ବାଦ ପରିବର୍ତ୍ତନ ଉଦାହରଣ । ତୁଳା ବେହେରାଙ୍କୁ ଭେଟି ମୁଁ ବହୁତ ଖୁସି । ଭିକ୍ଷା ମାଗି ଶ୍ରୀମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ ।

କନ୍ଧମାଳରେ ଏଭଳି ଆଶୀର୍ବାଦ ମୁଁ କେବେ ଭୁଲିପାରିବିନି । ଏଭଳି ଆଶୀର୍ବାଦ ପରିବର୍ତ୍ତନ ଉଦାହରଣ । ତୁଳା ବେହେରାଙ୍କୁ ଭେଟି ମୁଁ ବହୁତ ଖୁସି । ଭିକ୍ଷା ମାଗି ଶ୍ରୀମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ । #NarendraModi #BJP #Kandhamal #Odisha #Elections2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଫୁଲବାଣୀରେ ପୂର୍ଣ୍ଣମାସୀ ଜାନିଙ୍କୁ ସମ୍ମାନୀତ କଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ପାଦ ଛୁଇଁଲା ବେଳେ ମନା କଲେ ପୂର୍ଣ୍ଣମାସୀ ଜାନି ।

ଫୁଲବାଣୀରେ ପୂର୍ଣ୍ଣମାସୀ ଜାନିଙ୍କୁ ସମ୍ମାନୀତ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ପାଦ ଛୁଇଁଲା ବେଳେ ମନା କଲେ ପୂର୍ଣ୍ଣମାସୀ ଜାନି । #Kandhamal #BJP #NarendraModi #Odisha #Elections2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ’... ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ ।

ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ’... ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ । #NarendraModi #BJP #Bhubaneswar #RoadShow #Elections2024 #Odisha
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଜେଲରୁ ଫେରିବା ପରେ କେଜ୍ରିୱାଲଙ୍କୁ ନିଜ ପରିବାର କଲା ଭବ୍ୟ ସ୍ୱାଗତ । ଫୁଲମାଳ, ଚନ୍ଦନ ସହ ବନ୍ଦାପନା କଲେ ଆତ୍ମୀୟସ୍ୱଜନ । ଦିଲ୍ଲୀରୁ ଆସିଲା ଭାବବିହ୍ୱଳଭରା ଫଟୋ...
Bail

ଜେଲରୁ ଫେରିବା ପରେ କେଜ୍ରିୱାଲଙ୍କୁ ନିଜ ପରିବାର କଲା ଭବ୍ୟ ସ୍ୱାଗତ । ଫୁଲମାଳ, ଚନ୍ଦନ ସହ ବନ୍ଦାପନା କଲେ ଆତ୍ମୀୟସ୍ୱଜନ । ଦିଲ୍ଲୀରୁ ଆସିଲା ଭାବବିହ୍ୱଳଭରା ଫଟୋ... #DelhiCM #ArvindKejriwal #ArvindKejriwalBail
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ଜୁନ୍ ୧ ତାରିଖ ଯାଏଁ ଜାମିନ ଦେଲେ ସୁପ୍ରିମକୋର୍ଟ ।
CM

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ଜୁନ୍ ୧ ତାରିଖ ଯାଏଁ ଜାମିନ ଦେଲେ ସୁପ୍ରିମକୋର୍ଟ । #ArvindKejriwal #SC #DelhiCM #Kejriwal #Delhi
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଜିଲାପିରେ ସଜେଇ ହୋଇଛନ୍ତି ବାବା ଧବଳେଶ୍ୱର । ପବିତ୍ର ଅକ୍ଷୟ ତୃତୀୟାରେ କରନ୍ତୁ ବାବାଙ୍କ ଦର୍ଶନ ।
🙏🙏🙏🙏🙏🙏

ଜିଲାପିରେ ସଜେଇ ହୋଇଛନ୍ତି ବାବା ଧବଳେଶ୍ୱର । ପବିତ୍ର ଅକ୍ଷୟ ତୃତୀୟାରେ କରନ୍ତୁ ବାବାଙ୍କ ଦର୍ଶନ । 🙏🙏🙏🙏🙏🙏 #BabaDhabaleswar #Odisha
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo



୨୦୨୪ ପାଇଁ ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଜାଣନ୍ତୁ ଘୋଷଣା ପତ୍ରରେ ଜନତାଙ୍କ ପାଇଁ କଣ ରଖିଛି ବିଜେଡି ।

#ନବୀନ_ଗ୍ୟାରେଣ୍ଟି #ବିଜେଡିର_ଇସ୍ତାହାର ୨୦୨୪ ପାଇଁ ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଜାଣନ୍ତୁ ଘୋଷଣା ପତ୍ରରେ ଜନତାଙ୍କ ପାଇଁ କଣ ରଖିଛି ବିଜେଡି । #BJD #Manifesto #Election2024 #OdishaElections2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo



୨୦୨୪ ପାଇଁ ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର ।
ଜାଣନ୍ତୁ ଘୋଷଣା ପତ୍ରରେ ଜନତାଙ୍କ ପାଇଁ କଣ ରଖିଛି ବିଜେଡି ।

#ନବୀନ_ଗ୍ୟାରେଣ୍ଟି #ବିଜେଡିର_ଇସ୍ତାହାର ୨୦୨୪ ପାଇଁ ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଜାଣନ୍ତୁ ଘୋଷଣା ପତ୍ରରେ ଜନତାଙ୍କ ପାଇଁ କଣ ରଖିଛି ବିଜେଡି । #BJD #Manifesto #Election2024 #OdishaElections2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ ।
ଗୁଜୁରାଟ ଅହମଦାବାଦର ନିଶାନ୍ ହାଇଅର ସେକେଣ୍ଡାରୀ ସ୍କୁଲ ଯାଇ କଲେ ମତଦାନ ।

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଗୁଜୁରାଟ ଅହମଦାବାଦର ନିଶାନ୍ ହାଇଅର ସେକେଣ୍ଡାରୀ ସ୍କୁଲ ଯାଇ କଲେ ମତଦାନ । #PMModi #Voting #3rdPhaseVoting #Election2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଭୁଲିଗଲେ ଯିଏ ଭୁଲି ଯାଆନ୍ତୁରେ
ତୁ ତ ରଖିଛୁ ମନେ,
ମନେ ରଖିଛି ମୁଁ ରଖିଥିବିି ତୋତେ
ବଞ୍ଚିଥିବି ଯେତେ ଦିନେ l
🙏🙏 ଜୟ ଜଗନ୍ନାଥ 🙏🙏

account_circle