Mobile News 24x7 Odia (@24x7odia) 's Twitter Profile
Mobile News 24x7 Odia

@24x7odia

Mobile News 24×7 Odia is a News Portal based out of Bhubaneswar, Odisha. It publishes true and unbiased news without any fear and gives an insigh

ID: 1514508999777202177

linkhttps://odia.mobilenews24x7.com/ calendar_today14-04-2022 07:41:13

10,10K Tweet

845 Followers

327 Following

Mobile News 24x7 Odia (@24x7odia) 's Twitter Profile Photo

ଓଡ଼ିଆ ଘରର କାହାଣୀ ଓ ପ୍ରଗତିଶୀଳ ଓଡ଼ିଆ ମହିଳାମାନଙ୍କ ଜୀବନ ଯାତ୍ରାକୁ ନିଜର ମେଗା ଧାରାବାହିକ ” ସୁନା ଝିଅ “l #moibilenews24x7 #odianews #odia24x7 #Bhubaneswar #newMegaSeries #News #Odisha #SunaJhia #Audience #todaynews odia.mobilenews24x7.com/2024/09/12/big…

Mobile News 24x7 Odia (@24x7odia) 's Twitter Profile Photo

ଆମେରିକାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ‘ଶିଖ’ ଉପରେ ବୟାନ ନେଇ ମାହୋଲ ସରଗରମ । #moibilenews24x7 #odianews #odia24x7 #Congress #delhi #Indara #Gandhi #NationalNews #PoliticalNews #RahulGandhi #ShiKh #TarvinderSinghMarwa #t#toda odia.mobilenews24x7.com/2024/09/12/bjp…

Mobile News 24x7 Odia (@24x7odia) 's Twitter Profile Photo

ଚାଲିଥିଲା ଠାକୁରଙ୍କ ଦର୍ଶନ । ଆଉ ଏହି ସମୟରେ ଶ୍ରୀମନ୍ଦିର ଦଧୀନଉତି ଉପରକୁ ଚଢିଯାଇଥିଲେ ଜଣେ ବୃଦ୍ଧ । #moibilenews24x7 #odianews #odia24x7 #BalaramaMaharana #Bhakta #Bhubaneswar #Janjam #News #Odisha #Police #ShriJagannath #ShriMandira #today odia.mobilenews24x7.com/2024/09/12/shr…

Mobile News 24x7 Odia (@24x7odia) 's Twitter Profile Photo

ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏଥର ଝିଅମାନଙ୍କୁ ଗୁରୁତ୍ୱ ଦେଇଛନ୍ତି ମୋହନ ମାଝି । ଫଳରେ ଆଉ କାନ୍ଦିବେନି ଅବିବାହିତ ଝିଅ । #moibilenews24x7 #odianews #odia24x7 #cabinet #Bhubaneswar #BJP #Government #MohanCharanMajhi #Odisha #StateNews #today odia.mobilenews24x7.com/2024/09/12/moh…

Mobile News 24x7 Odia (@24x7odia) 's Twitter Profile Photo

ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ନେଇଛନ୍ତି । #moibilenews24x7 #odianews #odia24x7 #delhiAiims #Congress #CPIM #Death #delhi #India #JNU #LIC #NationalNews #Pneumonia #SitaramYechury #today odia.mobilenews24x7.com/2024/09/12/lat…

Mobile News 24x7 Odia (@24x7odia) 's Twitter Profile Photo

ଆମେରିକାରେ ରାହୁଲ ଗାନ୍ଧି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ବିରୋଧୀ ଦଳ ନେତା । #moibilenews24x7 #odianews #odia24x7 #Congress #delhi #DKShivakumar #India #karnataka #NationalNews #PoliticalNews #RahulGandhi #Siddaramaiya #UshaShivakumar #WashingtonDC odia.mobilenews24x7.com/2024/09/12/din…

Mobile News 24x7 Odia (@24x7odia) 's Twitter Profile Photo

୪୭୬ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ। #moibilenews24x7 #odianews #odia24x7 #Bhubaneswar #GokulanandaMallick #Government #ManojAhuja #MohanCharanMajhi #NityanandaGanda #Recruitmentfair #sureshpujari #SurjyabanshiSurja odia.mobilenews24x7.com/2024/09/12/emp…

Mobile News 24x7 Odia (@24x7odia) 's Twitter Profile Photo

ଆଦାନୀଙ୍କ ହାତକୁ ଯାଉଛି ଓଡିଶାର ଗୋଟିଏ ପରେ ଗୋଟିଏ ମୁଲ୍ୟବାନ ସଂପଦ । #GautamAdani #AdaniGroup #Bhubaneswar #DhamraPort #GopalapurPort #Government #India #NationalNews #Odisha #SaporjiPalonjiPortMaintenancePvtStateCabinetStevedoresLtd odia.mobilenews24x7.com/2024/09/12/aft…

Mobile News 24x7 Odia (@24x7odia) 's Twitter Profile Photo

New Post: ବିଧାନସଭାରେ ପ୍ରଶ୍ନ କଲେ ବିରୋଧୀ । ଫ୍ରି ବିଦୁ୍ୟତ ନେଇ ବଡ ସୂଚନା ଦେଲେ ମନ୍ତ୍ରୀ । #odianews #mobilenews #mobilenews24x7

New Post: ବିଧାନସଭାରେ ପ୍ରଶ୍ନ କଲେ ବିରୋଧୀ । ଫ୍ରି ବିଦୁ୍ୟତ ନେଇ ବଡ ସୂଚନା ଦେଲେ ମନ୍ତ୍ରୀ । 

#odianews #mobilenews #mobilenews24x7
Mobile News 24x7 Odia (@24x7odia) 's Twitter Profile Photo

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI । ଏନେଇ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । #moibilenews24x7 #odianews #odia24x7 #ASI #Bhubaneswar #DrArvindPadhi #Odisha #ratnabhandar #ShriMandira #today odia.mobilenews24x7.com/2024/09/12/an-…

Mobile News 24x7 Odia (@24x7odia) 's Twitter Profile Photo

New Post: ବିଳମ୍ବିତ ରାତିରେ ୩ ଜଣ ଯୁବକଙ୍କ ନିକଟରୁ ସୁନା ଗହଣା ଚୋରି, ପୁଲିସର ଆରମ୍ଭ ତଦନ୍ତ #odianews #mobilenews #mobilenews24x7

New Post: ବିଳମ୍ବିତ ରାତିରେ ୩ ଜଣ ଯୁବକଙ୍କ ନିକଟରୁ ସୁନା ଗହଣା ଚୋରି, ପୁଲିସର ଆରମ୍ଭ ତଦନ୍ତ 

#odianews #mobilenews #mobilenews24x7
Mobile News 24x7 Odia (@24x7odia) 's Twitter Profile Photo

New Post: କଟକ ଅବହେଳିତ ଅବ୍ୟସ୍ଥା ପାଇଁ ଦାୟି କିଏ? ଜାଣନ୍ତୁ #odianews #mobilenews #mobilenews24x7

New Post: କଟକ ଅବହେଳିତ ଅବ୍ୟସ୍ଥା ପାଇଁ ଦାୟି କିଏ? ଜାଣନ୍ତୁ 

#odianews #mobilenews #mobilenews24x7
Mobile News 24x7 Odia (@24x7odia) 's Twitter Profile Photo

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା । #moibilenews24x7 #odianews #odia24x7 #medicalstudents #Congress #India #Kolkata #KolkataHighCourt #MamataBanerjee #NationalNews #Resignation #RGKarMedicalCollege #SupremeCourt #todaynews odia.mobilenews24x7.com/2024/09/13/mam…

Mobile News 24x7 Odia (@24x7odia) 's Twitter Profile Photo

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କର ହୃଦରୋଗ ସମସ୍ୟା ଦେଖାଦେବା ପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। #moibilenews24x7 #odianews #odia24x7 #BIHAR #delhi #India #LaluYadav #mumbai #NationalNews #RJD #MamataBanerjee #todaynews odia.mobilenews24x7.com/2024/09/13/hea…

Mobile News 24x7 Odia (@24x7odia) 's Twitter Profile Photo

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କର ଜେଲ୍‌ରୁ ବାହାରିବା ବାଟ ସଫା ହୋଇଯାଇଛି। #moibilenews24x7 #odianews #odia24x7 #corruption #aap #ArvindKejriwal #Bailhasbeengranted #delhi #NationalNews #Supremecourt #todaynews odia.mobilenews24x7.com/2024/09/13/sup…

Mobile News 24x7 Odia (@24x7odia) 's Twitter Profile Photo

ସାଇବର ଥାନାରେ ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ Social media ପାଇଁ ଏଫ୍‌ଆଇଆର ଦାଖଲ କରିଛନ୍ତି । #moibilenews24x7 #odianews #odia24x7 #OLLYWOOD #Bhubaneswar #CyberPoliceStation #MamtaNanda #ManojMishra #Odisha #SocialMedia #WebChannelOwner #youtuber odia.mobilenews24x7.com/2024/09/13/whe…

Mobile News 24x7 Odia (@24x7odia) 's Twitter Profile Photo

Updated Post: କଟକ ଅବହେଳିତ ଅବ୍ୟସ୍ଥା ପାଇଁ ଦାୟି କିଏ? ଜାଣନ୍ତୁ buff.ly/3TncHq8

Updated Post: କଟକ ଅବହେଳିତ ଅବ୍ୟସ୍ଥା ପାଇଁ ଦାୟି କିଏ? ଜାଣନ୍ତୁ buff.ly/3TncHq8
Mobile News 24x7 Odia (@24x7odia) 's Twitter Profile Photo

ସୀତାରାମ ୟେଚୁରୀଙ୍କ ପାର୍ଥିବ ଶରୀରକୁ ଶିକ୍ଷା ଏବଂ ଗବେଷଣା ଉଦ୍ଦେଶ୍ୟରେ ପରିବାର ବର୍ଗ ନୂଆଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି । #delhiAiims #CPIM #DonationtoAIIMS #NewDelhi #family #India #NationalNews #SitaramYechury #todaynews odia.mobilenews24x7.com/2024/09/13/sit…

Mobile News 24x7 Odia (@24x7odia) 's Twitter Profile Photo

ଗୋ ମିତ୍ର ଦୁଷ୍କର୍ମ ଘଟଣlରେ ଦିବ୍ୟାଙ୍ଗ ଯୁବତୀ ବିଷ ପାନ କରି ଆତ୍ମହତ୍ୟା କରିଛି । ଏଇ ଘଟଣାକୁ ନେଇ ରାଜ୍ୟ ଦିବ୍ୟାଙ୍ଗ ସଂଘ ସିମୁଳିଆ ଥାନାରେ ଅଭିଯୋଗ କରିଛି । #Arrested #Baleswara #Bhubaneswar #Death #Dibangyoungwomen #Odisha #Police #Simulia #todaynews odia.mobilenews24x7.com/2024/09/13/sta…

Mobile News 24x7 Odia (@24x7odia) 's Twitter Profile Photo

New Post: ମେଗା ଧାରାବାହିକ ‘ସୁନା ଝିଅ’ କାହାଣୀରେ ଦେଖିବାକୁ ମିଳିବ ବଡ଼ ଟ୍ଵିଷ୍ଟ #odianews #mobilenews #mobilenews24x7

New Post: ମେଗା ଧାରାବାହିକ ‘ସୁନା ଝିଅ’ କାହାଣୀରେ ଦେଖିବାକୁ ମିଳିବ ବଡ଼ ଟ୍ଵିଷ୍ଟ 

#odianews #mobilenews #mobilenews24x7