Simarani Nayak (@simarani_nayak) 's Twitter Profile
Simarani Nayak

@simarani_nayak

Member of Legislative Assembly, Hindol Constituency, India | Tweets are personal and RT are not endorsements

ID: 1351179529079955458

calendar_today18-01-2021 14:49:25

29 Tweet

111 Takipçi

10 Takip Edilen

Simarani Nayak (@simarani_nayak) 's Twitter Profile Photo

ପବିତ୍ର ସୁନାବେଶ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #sunabesh #rathyatra #jagannathtemple #jagannath #jaijagannath #nandighosh #krishna #jagannatha #subhadramaharani #nayanapathagami #jagannathswami #balabhadra #jagannathtemple #puri #Hindol #Dhenkanal #sima_apa #BJP4IND #BJP

ପବିତ୍ର ସୁନାବେଶ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#sunabesh #rathyatra #jagannathtemple #jagannath #jaijagannath #nandighosh  #krishna #jagannatha #subhadramaharani #nayanapathagami  #jagannathswami #balabhadra #jagannathtemple #puri #Hindol #Dhenkanal #sima_apa #BJP4IND #BJP
Simarani Nayak (@simarani_nayak) 's Twitter Profile Photo

|| ଓଁ ନମଃ ଶିବାୟ || ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା l #hindol #ODISHA #shiva #mahadev #mahakal #bholenath #harharmahadev #shiv #india #lordshiva #omnamahshivaya #om #bholebaba #ujjain #god #mahakaal #shivshakti #mahakaleshwar #shivshankar #mahadeva

Dharmendra Pradhan (@dpradhanbjp) 's Twitter Profile Photo

The Economic Survey 2023-24 firmly outlines the strength and resilience of Bharat’s economy as well as the far-reaching outcomes of PM Shri Narendra Modi’s fiscal policies. From registering growth across vital sectors to laying emphasis on skilling and employment creation,

The Economic Survey 2023-24 firmly outlines the strength and resilience of Bharat’s economy as well as the far-reaching outcomes of PM Shri <a href="/narendramodi/">Narendra Modi</a>’s fiscal policies. 

From registering growth across vital sectors to laying emphasis on skilling and employment creation,
Simarani Nayak (@simarani_nayak) 's Twitter Profile Photo

ମହାନ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ ସଂସ୍କାରକ, ଚିନ୍ତାନାୟକ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । #balgangadhrtilak #odishabjp #BJP #Hindol #BJP4Odisha #lal_bal_pal #tilak

Simarani Nayak (@simarani_nayak) 's Twitter Profile Photo

ସ୍ଵାଧୀନତା ସଂଗ୍ରାମୀ, ବୀର ଶହୀଦ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି l #ChandrashekharAzad #odishabjp #BJP #Hindol #BJP4Odisha #lal_bal_pal #tilak

Simarani Nayak (@simarani_nayak) 's Twitter Profile Photo

ଦେଶପାଇଁ ଜୀବନ ଦେଇଥିବା ବୀର ଯବାନଙ୍କୁ ସଲାମ ଓ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । #25YearsOfVictory #कारगिल_विजय_दिवस #kargilvijaydivas #OdishaBJP #hindol #simaraninayak #BJP4IND

Simarani Nayak (@simarani_nayak) 's Twitter Profile Photo

ଶ୍ରାବଣ ମାସର ଦ୍ବିତୀୟ ସୋମବାର ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା #OdishaBJP #hindol #simaraninayak #shiva #mahadev #mahakal #bholenath #harharmahadev #shiv #india #lordshiva #OmNamahShivaya #mahakaal #shivshakti #mahakaleshwar #shivshankar #mahadeva #har #jaimahakal #instagramreels

Simarani Nayak (@simarani_nayak) 's Twitter Profile Photo

ପ୍ୟାରିସ ଅଲମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ ମିଳିତ ବର୍ଗରେ କାଂସ୍ୟ ପଦକ ଜିତି ଦେଶପାଇଁ ଗୌରବ ଆଣିଥିବା ମନୁ ଭାକର ଓ ସରବଜୋତ ସିଂହଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା l #ManuBhaker #SarabjotSingh #Paris2024  #ParisOlympics #OlympicGamesParis #IndianSports #IndianShooting #Cheer4India #TeamIndia #Olympic

ପ୍ୟାରିସ ଅଲମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ ମିଳିତ ବର୍ଗରେ କାଂସ୍ୟ ପଦକ ଜିତି ଦେଶପାଇଁ ଗୌରବ ଆଣିଥିବା ମନୁ ଭାକର ଓ ସରବଜୋତ ସିଂହଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା l
#ManuBhaker #SarabjotSingh #Paris2024  #ParisOlympics #OlympicGamesParis #IndianSports #IndianShooting #Cheer4India #TeamIndia #Olympic
Simarani Nayak (@simarani_nayak) 's Twitter Profile Photo

ମହାନ ସାମାଜିକ ସଂସ୍କାରକ, ଚିନ୍ତକ ତଥା ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ପୂଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି । #BalGangadharTilak #Tilak #OdishaBJP #hindol #simaraninayak #BJP4IND #lokmanya #balgangadhar #tilak

Simarani Nayak (@simarani_nayak) 's Twitter Profile Photo

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । #NilakanthaDas #Panchasakha #SatyabadiBanabidyalaya #OdishaBJP #Hindol #simaraninayak #BJP4IND

Simarani Nayak (@simarani_nayak) 's Twitter Profile Photo

ସଂସଦରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ସମସ୍ତ ସାଂସଦମାନଙ୍କର ବୈଠକ #narendramodi #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND

ସଂସଦରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ସମସ୍ତ ସାଂସଦମାନଙ୍କର ବୈଠକ  
#narendramodi #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND
Simarani Nayak (@simarani_nayak) 's Twitter Profile Photo

ଆସନ୍ତୁ; ଘର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା । ଆଗାମୀ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଘରେ ଘରେ ରାଷ୍ଟ୍ରୀୟ ଧ୍ଵଜା ଉଡାଇ 'ତ୍ରିରଙ୍ଗା'କୁ ସମ୍ମାନ ଦେବା । #HarGharTiranga #NationalFlag #HarGharTiranga2024 #MinOfCultureGoI #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND

Simarani Nayak (@simarani_nayak) 's Twitter Profile Photo

"ଜାତୀୟ ହସ୍ତତନ୍ତ ଦିବସ" ଅବସରରେ ଓଡ଼ିଶାର ସମସ୍ତ ବୁଣାକାର ଭାଇ ଓ ଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l #NationalHandloomDay #handloomday #Vocal4Handmade #MyProductMyPride #MyHandloomMyPride #TexMinIndia #MinOfCultureGoI #BJP4Odisha #TeamOdisha #OdishaBJP #Hindol #SimaraniNayak #BJP

"ଜାତୀୟ ହସ୍ତତନ୍ତ ଦିବସ" ଅବସରରେ ଓଡ଼ିଶାର ସମସ୍ତ ବୁଣାକାର ଭାଇ ଓ ଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l
#NationalHandloomDay #handloomday #Vocal4Handmade #MyProductMyPride #MyHandloomMyPride #TexMinIndia #MinOfCultureGoI #BJP4Odisha #TeamOdisha #OdishaBJP #Hindol #SimaraniNayak #BJP
Simarani Nayak (@simarani_nayak) 's Twitter Profile Photo

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ସାରସ୍ୱତ ସାଧକ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । #SwabhabKabi #GangadharMeher #MinOfCultureGoI #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND

Simarani Nayak (@simarani_nayak) 's Twitter Profile Photo

ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । #SaralaDevi #MinOfCultureGoI #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND

ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
#SaralaDevi #MinOfCultureGoI #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND
Simarani Nayak (@simarani_nayak) 's Twitter Profile Photo

୧୯୪୨ ମସିହା ଆଜିର ଦିନରେ ଭାରତ ଛାଡ ଆନ୍ଦୋଳନର ଡାକରା ଦେଇଥିଲେ ମହାତ୍ମା ଗାନ୍ଧୀ । ବାପୁଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ସଫଳତା ଲାଭ କଲା ଏବଂ ସ୍ଵାଧୀନତା ମିଳିବା ପାଇଁ ଅଗ୍ରଗତି ଆଣିଲା । ଏହି ସଂଗ୍ରାମରେ ଭାଗ ନେଇଥିବା ସମସ୍ତଙ୍କୁ କୋଟି କୋଟି ପ୍ରଣାମ ! #QuitIndiaMovementDay #AugustKrantiDiwas #QuitIndia #8August

Simarani Nayak (@simarani_nayak) 's Twitter Profile Photo

ଭାରତୀୟ ମହାକାଶ ବିଜ୍ଞାନର ଜନକ, ପଦ୍ମବିଭୂଷଣ ବିକ୍ରମ ସାରାଭାଇଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । #VikramSarabhai #isro #SpaceScience #IndiaInSpace #NationalSpaceDay #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND

ଭାରତୀୟ ମହାକାଶ ବିଜ୍ଞାନର ଜନକ, ପଦ୍ମବିଭୂଷଣ ବିକ୍ରମ ସାରାଭାଇଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
#VikramSarabhai #isro  #SpaceScience #IndiaInSpace #NationalSpaceDay #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND
Simarani Nayak (@simarani_nayak) 's Twitter Profile Photo

ପବିତ୍ର ସ୍ବାଧୀନତା ଦିବସର ଶୁଭେଚ୍ଛା | ଜୟ ହିନ୍ଦ୍ ! 🇮🇳 #independenceday #india #freedom #august #happyindependenceday #independence #indian #insta #instagram #independencedayindia #IndependenceDay #IndependenceDay2024 #IndependenceDay #HarGharTiranga2024 #JaiHind #august15 #Mahatma

Simarani Nayak (@simarani_nayak) 's Twitter Profile Photo

ଓଡ଼ିଶାର ବିଶିଷ୍ଟ କବି, ଗାଳ୍ପିକ ଓ ଔପନ୍ୟାସିକ ସଚ୍ଚିଦାନନ୍ଦ ରାଉତରାୟଙ୍କ ପୂଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । #BJP4Odisha #TeamOdisha #OdishaBJP #Hindol #SimaraniNayak #BJP4IND