Sambit Patra (@sambitswaraj) 's Twitter Profile
Sambit Patra

@sambitswaraj

Member of Parliament from Puri Lok Sabha | National Spokesperson of BJP | Surgeon by Profession, Politician by Passion |

ID: 1368737382

linkhttps://whatsapp.com/channel/0029Va9G5L9DTkK6yMH3Vu0X calendar_today21-04-2013 05:37:53

87,87K Tweet

8,3M Takipçi

610 Takip Edilen

Sambit Patra (@sambitswaraj) 's Twitter Profile Photo

ଆଜି ପୁରୀ ବିଧାନସଭା ଅନ୍ତର୍ଗତ ବାଳିଗୁଆଳି ପଞ୍ଚାୟତ ଗସ୍ତ କରି ସେଠାରେ ଥିବା ପମ୍ପ ହାଉସ ବୁଲି ଦେଖିଲି l ବହୁ ଦିନ ଧରି ପଞ୍ଚାୟତରେ ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏହାକୁ ନଜରେ ରଖି ଜନତାଙ୍କ ଅଭିଯୋଗ କ୍ରମ ଏହାର ନିରାକରଣ ପାଇଁ ଅଧିକାରୀଙ୍କ ସହ କଥା ହେଲି l

ଆଜି ପୁରୀ ବିଧାନସଭା ଅନ୍ତର୍ଗତ ବାଳିଗୁଆଳି ପଞ୍ଚାୟତ ଗସ୍ତ କରି ସେଠାରେ ଥିବା ପମ୍ପ ହାଉସ ବୁଲି ଦେଖିଲି l 

ବହୁ ଦିନ ଧରି ପଞ୍ଚାୟତରେ ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏହାକୁ ନଜରେ ରଖି ଜନତାଙ୍କ ଅଭିଯୋଗ କ୍ରମ ଏହାର ନିରାକରଣ ପାଇଁ ଅଧିକାରୀଙ୍କ ସହ କଥା ହେଲି l