Sambad (ସମ୍ବାଦ)(@sambad_odisha) 's Twitter Profileg
Sambad (ସମ୍ବାଦ)

@sambad_odisha

Tweets from Sambad - the largest circulated Odia Daily.

ID:841664078

linkhttps://sambad.in calendar_today23-09-2012 12:54:56

128,9K Tweets

439,9K Followers

105 Following

Sambad (ସମ୍ବାଦ)(@sambad_odisha) 's Twitter Profile Photo

ସୋମବାରଠାରୁ ସିଆଇଏସଏଫ୍ ହାତରେ ସଂସଦର ସୁରକ୍ଷା

sambad.in/india-and-beyo…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ନୀତୀଶ କୁମାରଙ୍କ ନିର୍ବାଚନ ରାଲିରେ ହଙ୍ଗାମା: ସରକାର ବିରୋଧୀ ସ୍ଲୋଗାନ ଦେଲେ ଲୋକେ

sambad.in/story/hungama-…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମନର କଥା ବୁଝିଲେ ମୋଦୀ
କର୍ମକର୍ତ୍ତାଙ୍କୁ ଜୋରଦାର ପ୍ରଶଂସା ସହ ବିଜୟର ଗୁରୁମନ୍ତ୍ର ଦେଲେ ମୋଦୀ

sambad.in/state/modi-ask…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ପଶ୍ଚିମବଙ୍ଗ ପୁଲିସ ଉପରେ ନିର୍ବାଚନ କମିସନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ପୁରୁଲିଆ ଏସପିଙ୍କ ସମେତ ୪ ପୁଲିସ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ

sambad.in/india-and-beyo…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ପୁଞ୍ଚ: ନ୍ୟାସନାଲ କନଫରେନ୍‌ସ ରୋଡ୍‌ ସୋ’ରେ ଛୁରା ଆକ୍ରମଣ, ୩ ଆହତ

sambad.in/india-and-beyo…

ପୁଞ୍ଚ: ନ୍ୟାସନାଲ କନଫରେନ୍‌ସ ରୋଡ୍‌ ସୋ’ରେ ଛୁରା ଆକ୍ରମଣ, ୩ ଆହତ #Sambad #JammuKashmir #Crime sambad.in/india-and-beyo…
account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

କେଜ୍ରିଓ୍ଵାଲଙ୍କ ଘରୁ ସିସିଟିଭି ଭିଡ଼ିଓ ରେକର୍ଡ ଜବତ କଲା ପୁଲିସ

sambad.in/india-and-beyo…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ରାମଦେବଙ୍କ ସମସ୍ୟା ବଢ଼ିଲା: ଗୁଣାତ୍ମକ ପରୀକ୍ଷାରେ ପତଞ୍ଜଳିର ସୋନ୍ ପାପଡି ଫେଲ୍,ଏଜିଏମଙ୍କୁ ୬ମାସ ଜେଲ ଦଣ୍ଡାଦେଶ, ୫୦ ହଜାର ଜରିମାନା

sambad.in/india-and-beyo…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ମତଦାନ କେନ୍ଦ୍ର ପ୍ରସ୍ତୁତ: ମତଦାତାଙ୍କ ଅପେକ୍ଷାରେ ପୁଲିଙ୍ଗ ପାର୍ଟି

sambad.in/state/voting-c…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ସଂସଦରେ ପାରିତ ହୋଇଥିବା ନୂଆ ଅପରାଧିକ ଆଇନ ବିରୋଧରେ ସୋମବାର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

sambad.in/india-and-beyo…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ଟିଏମସିର ତୁଷ୍ଟିକରଣ ଯୋଗୁଁ ପଶ୍ଚିମବଙ୍ଗର ଜନସଂଖ୍ୟା ସନ୍ତୁଳନ ବିଗିଡ଼ିଯାଇଛି : ମୋଦୀ

sambad.in/india-and-beyo…

ଟିଏମସିର ତୁଷ୍ଟିକରଣ ଯୋଗୁଁ ପଶ୍ଚିମବଙ୍ଗର ଜନସଂଖ୍ୟା ସନ୍ତୁଳନ ବିଗିଡ଼ିଯାଇଛି : ମୋଦୀ #Sambad #NarendraModi #PM #TMC sambad.in/india-and-beyo…
account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ବନ୍ଦ, ରୋଗୀ ହନ୍ତସନ୍ତ: ଆବଶ୍ୟକ ୩୮୨ ଡାକ୍ତର, ଅଛନ୍ତି ୧୪୬

sambad.in/state/cm-bayu-…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ରାମମନ୍ଦିର ପ୍ରଧାନମନ୍ତ୍ରୀ ନିର୍ମାଣ କରିନାହାନ୍ତି, ମନ୍ଦିର ସମସ୍ତଙ୍କର: ମୋଦୀଙ୍କୁ ସଲମାନ ଖୁର୍ସିଦଙ୍କ କଡ଼ା ସମାଲୋଚନା

sambad.in/india-and-beyo…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ଗଙ୍ଗାରେ ବୁଡ଼ିଗଲା ପନିପରିବା ବୋଝେଇ ଡଙ୍ଗା, ୨ ନିଖୋଜ, ପହଁରି ପହଁରି ଜୀବନ ବଞ୍ଚାଇଲେ ୧୦ ଯାତ୍ରୀ

sambad.in/india-and-beyo…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ରାହୁଲ-ଅଖିଳେଶଙ୍କ ରାଲିରେ ଦଳାଚକଟା, ନିୟନ୍ତ୍ରଣ ବାହାରକୁ ଗଲେ ଦଳୀୟକର୍ମୀ: ଭାଷଣ ନ ଦେଇ ଫେରିଲେ ଉଭୟ ନେତା

sambad.in/india-and-beyo…

account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

sambad.in/india-and-beyo…

account_circle