Rajshree Das🇮🇳
@rajshreenitu
I am a dendrophile. Nation first 🇮🇳
ID: 225912916
12-12-2010 20:02:04
24,24K Tweet
2,2K Followers
1,1K Following
Rajshree Das🇮🇳 Lack of self confidence among Odias for our own civilisation....so we like to speak in Hindi (even if its in broken Odia accented!), and copy other's festivals...
Rajshree Das🇮🇳 କଥା ରେ ଅଛି। ଦେଖା ଶିକ୍ଷା ଓଡ଼ିଆ। ଆମେ ନିଜେ ନିଜର ପର୍ବ ପର୍ବାଣୀ ର ଗରିମା ରକ୍ଷା କରି ପାରୁନି।
Rajshree Das🇮🇳 ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ ଭୁବନେଶ୍ୱର ସହିତ ବେଙ୍ଗଲୋର, ଦୁବାଇ,ହାଇଦ୍ରାବାଦ, ଛତିଶଗଡ ଭଳିଆ ଆଉ ବି ବହୁତ ଜାଗାରେ ପାଳନ କରୁଛନ୍ତି
Rajshree Das🇮🇳 Surjya nku ta arghya douchanti seithire kan ama Odia Sanskriti nasta hei jauchi.
Rajshree Das🇮🇳 ଆମେ ଭାରତର ସମସ୍ତ ସନାତନୀ ଉତ୍ସବ ପାଳନ କଲେ କିଛି କ୍ଷତି ନାହିଁ। ନିଜ ଉତ୍ସବକୁ ଠିକ୍ ଭାବେ ପାଳନ କରିବା ଆମର କର୍ତ୍ତବ୍ୟ ଓ ଦାୟିତ୍ଵ। ହେଲେ ଯେଉଁମାନେ ଆଜି ଓଡ଼ିଆ ସମାଜକୁ ଅନ୍ୟର ପର୍ବ ବର୍ଜନ କରିବାକୁ କହୁଛନ୍ତି, ସେମାନେ ଚାହାନ୍ତି ଓଡ଼ିଆ ଲୋକେ ଛକି ଠାକୁରଙ୍କୁ ପୂଜା କରନ୍ତୁ! ବିଦେଶୀ ପର୍ବ ଚାଲିବ, କିନ୍ତୁ ଦେଶୀ ପର୍ବ ବର୍ଜନୀୟ?