Prasad Harichandan (@prasadhofficial) 's Twitter Profile
Prasad Harichandan

@prasadhofficial

Ex-Minister,Odisha & Ex-President, Odisha Pradesh Congress Committee. facebook.com/prasad.haricha…

ID: 824509762587029504

linkhttp://prasadharichandan.in calendar_today26-01-2017 06:50:20

404 Tweet

6,6K Followers

28 Following

Prasad Harichandan (@prasadhofficial) 's Twitter Profile Photo

Had a wonderful time in celebrating HOLI and sharing joy ,ecstasy and enjoyment with differently abled children ,young boys and girls of Bhima Bhoi H.S. School for Visually Impaired students and Bipin Bihari Choudhary High School for Hearing Impaired students like every year .

ଆଜି ହୋଲି ଅବସରରେ ଭୀମ ଭୋଇ ଉଚ୍ଚ ବିଦ୍ୟାଳୟର ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ଓ ବିପିନ ବିହାରୀ ଚୌଧୁରୀ ଉଚ୍ଚ ବିଦ୍ୟାଳୟର ଶ୍ରୁତି ବାଧିତ ଏବଂ ବାକ୍‌ ଶକ୍ତି ବାଧିତ ଛାତ୍ରଛାତ୍ରୀମାନଙ୍କ ସହ ପ୍ରତି ବର୍ଷପରି ହୋଲି ପର୍ବ ପାଳିଲି। ସେମାନଙ୍କର ଆନନ୍ଦ, ଆବେଗ, ଉଲ୍ଲାସ, ଉତ୍ସାହ କୁ ଉପଭୋଗ ଓ ଉପଲବ୍ଧି କଲି।🙏🏻

Mahatma Gandhi first visited Odisha on March 23,1921. It was Falguna Dola purnima .Clad in dhoti &kurta with a cap on his head, he addressed a mammoth public meeting at Cuttack on the bed of river Kathajodi .We commemorate the completion of 103 years of his first tour to Odisha.

ଭାଷାଭିତ୍ତିରେ ପ୍ରଦେଶ ସୃଷ୍ଟିପାଇଁ ଓଡ଼ିଆ ଜାତିର ଆନ୍ଦୋଳନ ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇ ୧୯୨୦ ଫେବୃୟାରୀ ୧୮ ତାରିଖରେ ମହାତ୍ମା ଗାନ୍ଧୀ ୟଙ୍ଗ ଇଣ୍ଡିଆରେ ଲେଖିଥିଲେ - ଏହି ମହାନ୍ ଜାତି ଯଦି ନିଜ ଭାଷାରେ ନିଜ କାର୍ଯ୍ୟ ନିର୍ବାହ କରିବାର ଅଧିକାର ନପାଏ, ତେବେ ବିକାଶର ଯେଉଁ ସ୍ତରକୁ ଉନ୍ନୀତ ହେବା ଏହାର ହକ୍, ତାହା ହାସଲ କରିବା ୧/୨

ଏହା ପକ୍ଷେ ସହଜ ହେବନାହିଁ । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଆବିର୍ଭାବ ୮୮ ବର୍ଷ ଅତିକ୍ରମ କରୁଥିବା ବେଳେ ଓଡ଼ିଆ ଭାଷାରେ ଏହାର ପରିଚାଳନା ଏଯାଏଁ ଅଲଙ୍ଘ୍ୟ ହୋଇନାହିଁ । ଫଳରେ ଓଡ଼ିଶାରେ ପ୍ରଶାସନିକ ସ୍ବୈଚ୍ଛାଚାରିତା ବଢ଼ିଛି ଏବଂ ବିକାଶର ଯେଉଁ ସ୍ତରରେ ଓଡ଼ିଆ ଜାତି ପହଞ୍ଚିବା ସ୍ବଭାବିକ ଥିଲା ସେହି ସ୍ତରରେ ୨/୩

Prasad Harichandan (@prasadhofficial) 's Twitter Profile Photo

ଓଡ଼ିଆ ଜାତି ପହଞ୍ଚିବା ସ୍ବଭାବିକ ଥିଲା ସେହି ସ୍ତରରେ ପହଞ୍ଚି ପାରିନାହିଁ । ମୁଁ ଆଶା କରୁଛି, ଓଡ଼ିଶା ସରକାର ଏ କ୍ଷେତ୍ରରେ ନିଜ ଭୁଲ ସୁଧାରିବେ ଓ ସରକାରୀ ବେସରକାରୀ ସମସ୍ତ ଦପ୍ତରରେ ଓଡ଼ିଆ ଭାଷାର ବ୍ୟବହାର ଅଲଙ୍ଘ୍ୟ କରି ପ୍ରକୃତ ବିକାଶ ହାସଲରେ ଓଡ଼ିଆ ଜାତି ସହ ସହଯୋଗ କରିବେ ।

Prasad Harichandan (@prasadhofficial) 's Twitter Profile Photo

An inspiring leader-dashing,determined,dedicated. An amazing human being-committed,courageous,compassionate. A revolutionary leader-who shows the way and goes the way taking along people together .(1/2)Rahul Gandhi

Prasad Harichandan (@prasadhofficial) 's Twitter Profile Photo

You have touched the lives of countrymen and working hard to change their lives for the better. Prayers for your wellbeing,good health with vigour and energy. Long live your relentless crusade against agents of crony capitalism and forces of facism ! (2/2) 💐🙏🏻Rahul Gandhi

Prasad Harichandan (@prasadhofficial) 's Twitter Profile Photo

ଜନ୍ମବେଦୀ ପହଣ୍ଡି ବେଳର ଅଭାବନୀୟ ଅଘଟଣ ପାଇଁ - ଆତ୍ମଶୁଦ୍ଧି, ପ୍ରାୟଶ୍ଚିତ ଓ ଦେବଶାନ୍ତି ଉଦ୍ଦେଶ୍ୟରେ ନବମୀ (ତା ୧୪. ୦୭. ୨୦୨୪, ରବିବାର) ଦିନ ଉପରଓଳି ମୁଁ ଉପବାସ ପାଳନ କରିବି l 🙏🙏🙏

Prasad Harichandan (@prasadhofficial) 's Twitter Profile Photo

जन्मवेदी पहंडी के समय अप्रत्याशित घटना के लिए - आत्मशुद्धि, प्रायश्चित और देवशांति के उद्देश्य से नवमी (तारीख 14.07.2024, रविवार) को उपरोली मैं उपवास रखूंगा। 🙏🙏🙏

Prasad Harichandan (@prasadhofficial) 's Twitter Profile Photo

Rajiv Gandhi ,author of the dream of an India- strong,independent, self-reliant,top ranking country in the comity of nations,architect of a modern and resurgent India and a man of many matchless achievements.He sacrificed his life like Mahatma Gandhi and for the same cause -peace

Rajiv Gandhi ,author of the dream of an India- strong,independent,
self-reliant,top ranking country in the comity of nations,architect of a modern and resurgent India and a man of many matchless achievements.He sacrificed his life like Mahatma Gandhi and for the same cause -peace
Prasad Harichandan (@prasadhofficial) 's Twitter Profile Photo

His resolves remain unfulfilled,undone. Rahul Gandhi carries forward the legacy,continues the crusade for peace,truth,nonviolence,love and harmony. It is now for us to dedicate ourselves on late lamented Rajiv Ji’s 80th Birth Anniversary to his ideas,vision and make them happen.