Pranab Prakash Das(@pranabpdas) 's Twitter Profileg
Pranab Prakash Das

@pranabpdas

MP Candidate of Sambalpur
Organisational Secretary, Biju Janata Dal

ID:4555908914

calendar_today14-12-2015 11:09:40

2,5K Tweets

147,1K Followers

30 Following

Pranab Prakash Das(@pranabpdas) 's Twitter Profile Photo

ହୀରାକୁଦର୍ ଜନତା ଠୁଲ୍ ହେଇଛନ୍, 'ସମୃଦ୍ଧ ସମ୍ବଲପୁର୍' ଲାଗି ନାରା ଦେଉଛନ୍। ସଭେ କହୁଛନ୍ ଗୁଟେ ସୁରେ, ଯୁଡ଼ିଶଙ୍ଖ୍ ବାଜବା ପୁରା ସମ୍ବଲପୁରେ।



ହୀରାକୁଦର୍ ଜନତା ଠୁଲ୍ ହେଇଛନ୍, 'ସମୃଦ୍ଧ ସମ୍ବଲପୁର୍' ଲାଗି ନାରା ଦେଉଛନ୍। ସଭେ କହୁଛନ୍ ଗୁଟେ ସୁରେ, ଯୁଡ଼ିଶଙ୍ଖ୍ ବାଜବା ପୁରା ସମ୍ବଲପୁରେ। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ସତସଙ୍ଗ୍ ଗୁଟେ ବଢ଼ିଆ ଜୀବନଶୈଲୀ, ସତ୍ ବାଟେ ଚାଲଲେ ସଫଲ୍ ହେମାଁ ସଭେ। ସତସଙ୍ଗର୍ ଭାଏ-ବହେନ୍ ଆମର୍ ସାଙ୍ଗେ ଅଛନ୍, ସମ୍ବଲପୁରର୍ ସର୍ବାଙ୍ଗୀନ୍ ଉନ୍ନତି ଲାଗି ଶଙ୍ଖର୍ ସୁରେ ମାତିଛନ୍ ଆର୍ 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାକେ ଠାନିଛନ୍।



ସତସଙ୍ଗ୍ ଗୁଟେ ବଢ଼ିଆ ଜୀବନଶୈଲୀ, ସତ୍ ବାଟେ ଚାଲଲେ ସଫଲ୍ ହେମାଁ ସଭେ। ସତସଙ୍ଗର୍ ଭାଏ-ବହେନ୍ ଆମର୍ ସାଙ୍ଗେ ଅଛନ୍, ସମ୍ବଲପୁରର୍ ସର୍ବାଙ୍ଗୀନ୍ ଉନ୍ନତି ଲାଗି ଶଙ୍ଖର୍ ସୁରେ ମାତିଛନ୍ ଆର୍ 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାକେ ଠାନିଛନ୍। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

କୁଲୁଥକାନି ଗର୍ଜୁଛେ, ଯୁଡ଼ିଶଙ୍ଖର୍ ସୁରେ ଏକ୍ ହଉଛେ। 'ସମୃଦ୍ଧ ସମ୍ବଲପୁର୍' ଲାଗି ସମକର୍ ଅଛେ ଆଶୀର୍ବାଦ୍, ବିକାଶର୍ ସାଥ୍ ଦେଇକରି ଆମର୍ ସାଙ୍ଗେ ଚାଲୁଥିବାର୍ ଲାଗି ସମକୁ ଧନ୍ୟବାଦ୍।


କୁଲୁଥକାନି ଗର୍ଜୁଛେ, ଯୁଡ଼ିଶଙ୍ଖର୍ ସୁରେ ଏକ୍ ହଉଛେ। 'ସମୃଦ୍ଧ ସମ୍ବଲପୁର୍' ଲାଗି ସମକର୍ ଅଛେ ଆଶୀର୍ବାଦ୍, ବିକାଶର୍ ସାଥ୍ ଦେଇକରି ଆମର୍ ସାଙ୍ଗେ ଚାଲୁଥିବାର୍ ଲାଗି ସମକୁ ଧନ୍ୟବାଦ୍। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ଖେଲ୍ କୁଦ୍ ସବୁ ହେବା, ଯୁବଶକ୍ତିର୍ ସହଯୋଗରେ 'ସମୃଦ୍ଧ ସମ୍ବଲପୁର୍' ଗଢ଼ା ହେବା। ରେମେଡର ସବୁ ଯୁଆନ୍ ପିଲା ଆମର୍ ସାଙ୍ଗେ ଅଛନ୍, ଶଙ୍ଖ୍ ଫୁଖିକରି ବିକାଶର୍ ଗତିକେ ଆହୁରି ବଢ଼ଉଛନ୍। ମୋର୍ ଭାଏମାନକର୍ ସାଙ୍ଗେ କ୍ରିକେଟ୍ ଖେଲିକରି ସତେ ବଢ଼ିଆ ଲାଗଲା।



ଖେଲ୍ କୁଦ୍ ସବୁ ହେବା, ଯୁବଶକ୍ତିର୍ ସହଯୋଗରେ 'ସମୃଦ୍ଧ ସମ୍ବଲପୁର୍' ଗଢ଼ା ହେବା। ରେମେଡର ସବୁ ଯୁଆନ୍ ପିଲା ଆମର୍ ସାଙ୍ଗେ ଅଛନ୍, ଶଙ୍ଖ୍ ଫୁଖିକରି ବିକାଶର୍ ଗତିକେ ଆହୁରି ବଢ଼ଉଛନ୍। ମୋର୍ ଭାଏମାନକର୍ ସାଙ୍ଗେ କ୍ରିକେଟ୍ ଖେଲିକରି ସତେ ବଢ଼ିଆ ଲାଗଲା। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ଓଡ଼ିଶା ବିଜେପି, ବିଜୁ ଜନତା ଦଳର ଦାବି ମାନି ନେଇଥିବା ଜାଣି ମତେ ଖୁସି ଲାଗିଲା। ଆଜି ଦିନ ୯ଟା ବେଳେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି।

account_circle
Pranab Prakash Das(@pranabpdas) 's Twitter Profile Photo

ଯୁଡ଼ିଶଙ୍ଖ୍ କରୁଛେ କମାଲ୍, 'ସମୃଦ୍ଧ ସମ୍ବଲପୁର୍' ନାରା ଥି ଗର୍ଜୁଛେ ରିଆମାଲ୍। ସଭେ କରୁଛନ୍ ଆମକୁ ବିଶ୍ବାସ୍, ମିଶିକରି କରମୁଁ ସଭେ ଅଞ୍ଚଲର୍ ବିକାଶ୍।



ଯୁଡ଼ିଶଙ୍ଖ୍ କରୁଛେ କମାଲ୍, 'ସମୃଦ୍ଧ ସମ୍ବଲପୁର୍' ନାରା ଥି ଗର୍ଜୁଛେ ରିଆମାଲ୍। ସଭେ କରୁଛନ୍ ଆମକୁ ବିଶ୍ବାସ୍, ମିଶିକରି କରମୁଁ ସଭେ ଅଞ୍ଚଲର୍ ବିକାଶ୍। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ଏକା ସାଙ୍ଗେ ବଢ଼ୁଛୁଁ ଆମେଁ, ବିକଶିତ୍ ବାରକୋଟ୍ ଗଢୁଛୁଁ ଆମେଁ। ଘରେ ଘରେ ଶଙ୍ଖ୍ ବାଜୁଛେ, ସମକର୍ ମୁହେଁ ହଁସି ଫୁଟୁଛେ।



ଏକା ସାଙ୍ଗେ ବଢ଼ୁଛୁଁ ଆମେଁ, ବିକଶିତ୍ ବାରକୋଟ୍ ଗଢୁଛୁଁ ଆମେଁ। ଘରେ ଘରେ ଶଙ୍ଖ୍ ବାଜୁଛେ, ସମକର୍ ମୁହେଁ ହଁସି ଫୁଟୁଛେ। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ଦେବଗଡ଼ବାସୀଙ୍କର୍ ଆଶ୍ ଅଛେ, ଆମର୍ ବିଶ୍ବାସ୍ ଅଛେ; ସମୃଦ୍ଧ ହେବା ସମ୍ବଲପୁର୍, ସମକର୍ ମୁହୁଁ କଥା ଶୁଭୁଛେ।



ଦେବଗଡ଼ବାସୀଙ୍କର୍ ଆଶ୍ ଅଛେ, ଆମର୍ ବିଶ୍ବାସ୍ ଅଛେ; ସମୃଦ୍ଧ ହେବା ସମ୍ବଲପୁର୍, ସମକର୍ ମୁହୁଁ କଥା ଶୁଭୁଛେ। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ଆଦିବାସୀ ଭାଏ-ବହେନ୍ ମାନକର୍ କଲା, ସଂସ୍କୃତି ଆର୍ ଇତିହାସ୍ ଇ ସମ୍ବଲପୁର୍ ମାଏଟକେ ଦେଇଛେ ଗୁଟେ ଅଲଗା ପରିଚୟ। ସମସ୍ତେ ଘରେ ଘରେ ଶଙ୍ଖ୍ ବଜେଇକରି, ଆମର୍ ହାତେ ହାତ୍ ମିଶେଇକରି ଗଢୁଛନ୍ 'ସମୃଦ୍ଧ ସମ୍ବଲପୁର୍'।



ଆଦିବାସୀ ଭାଏ-ବହେନ୍ ମାନକର୍ କଲା, ସଂସ୍କୃତି ଆର୍ ଇତିହାସ୍ ଇ ସମ୍ବଲପୁର୍ ମାଏଟକେ ଦେଇଛେ ଗୁଟେ ଅଲଗା ପରିଚୟ। ସମସ୍ତେ ଘରେ ଘରେ ଶଙ୍ଖ୍ ବଜେଇକରି, ଆମର୍ ହାତେ ହାତ୍ ମିଶେଇକରି ଗଢୁଛନ୍ 'ସମୃଦ୍ଧ ସମ୍ବଲପୁର୍'। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ମାଁ ସମଲେଇଙ୍କର୍ ଡ଼ାକରା ଶୁନିକରି ତିଲେଇବଣୀର୍ ଭାଏ-ବହେନ୍ ଏକ୍ ହେଲେନ, 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାର୍ ଲାଗି ସଭେ କିରିଆ କଲେନ।



ମାଁ ସମଲେଇଙ୍କର୍ ଡ଼ାକରା ଶୁନିକରି ତିଲେଇବଣୀର୍ ଭାଏ-ବହେନ୍ ଏକ୍ ହେଲେନ, 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାର୍ ଲାଗି ସଭେ କିରିଆ କଲେନ। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ସତସଙ୍ଗ୍ ଜୀବନ୍ କେ ସୁଧରେଇଦେସି। ସତସଙ୍ଗ୍ ଭଲ୍ ମୁନୁଷ୍ ଗଢ଼ସି। ସମ୍ବଲପୁରର୍ ନିକୁଞ୍ଜ୍ ବିହାରୀ ସତସଙ୍ଗର୍ ସମକୁ ଗୁହେର୍ କରୁଛେଁ ଆସୁନ୍ ସଭେ ଯୁଡ଼ିଶଙ୍ଖ ଫୁକିକରି 'ସମୃଦ୍ଧ ସମ୍ବଲପୁର୍' ଗଢ଼ମା ଆର୍ ବିକାଶ୍ କେ ବାଛମା।



ସତସଙ୍ଗ୍ ଜୀବନ୍ କେ ସୁଧରେଇଦେସି। ସତସଙ୍ଗ୍ ଭଲ୍ ମୁନୁଷ୍ ଗଢ଼ସି। ସମ୍ବଲପୁରର୍ ନିକୁଞ୍ଜ୍ ବିହାରୀ ସତସଙ୍ଗର୍ ସମକୁ ଗୁହେର୍ କରୁଛେଁ ଆସୁନ୍ ସଭେ ଯୁଡ଼ିଶଙ୍ଖ ଫୁକିକରି 'ସମୃଦ୍ଧ ସମ୍ବଲପୁର୍' ଗଢ଼ମା ଆର୍ ବିକାଶ୍ କେ ବାଛମା। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ବୁର୍ଲାରେ ହେଉଥିବାର୍ ଅଷ୍ଟପ୍ରହରୀରେ ସାମିଲ୍ ହେଇକରି ମହାପୁରୁର୍ ଆଶିଷ୍ ପାଏଲି। ଭାଏ-ବହେନ୍ ମାନକର୍ ଭଲ୍ ପାଏବାର୍ ପାଇକରି ଆର୍ ସମର୍ଥନ୍ ଦେଖିକରି ବନେ ଉସତ୍ ଲାଗଲା। ଇଥର ସଭେ ଶୁଭ୍ ଶଙ୍ଖ୍ ବଜେଇକରି ଆମର୍ ସାଥ୍ ଦଉଛନ୍।



ବୁର୍ଲାରେ ହେଉଥିବାର୍ ଅଷ୍ଟପ୍ରହରୀରେ ସାମିଲ୍ ହେଇକରି ମହାପୁରୁର୍ ଆଶିଷ୍ ପାଏଲି। ଭାଏ-ବହେନ୍ ମାନକର୍ ଭଲ୍ ପାଏବାର୍ ପାଇକରି ଆର୍ ସମର୍ଥନ୍ ଦେଖିକରି ବନେ ଉସତ୍ ଲାଗଲା। ଇଥର ସଭେ ଶୁଭ୍ ଶଙ୍ଖ୍ ବଜେଇକରି ଆମର୍ ସାଥ୍ ଦଉଛନ୍। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

'ସମୃଦ୍ଧ ସମ୍ବଲପୁର୍' ଲାଗି ସଭେ ଲଗଉଛନ୍ ନାରା, ଘର୍ ଘର୍ ପୁହୁଁଚିବା ବିକାଶର୍ ଧାରା।

ଗୋଲଗୁଣ୍ଡା ଗାଁର୍ ସମକର୍ ସାଙ୍ଗେ ଭେଟ୍ ପଡ଼ଲି। ସଭେ ଶଙ୍ଖର୍ ସୁରେ ଆମର୍ ସାଥ୍ ଦଉଛନ୍।



'ସମୃଦ୍ଧ ସମ୍ବଲପୁର୍' ଲାଗି ସଭେ ଲଗଉଛନ୍ ନାରା, ଘର୍ ଘର୍ ପୁହୁଁଚିବା ବିକାଶର୍ ଧାରା। ଗୋଲଗୁଣ୍ଡା ଗାଁର୍ ସମକର୍ ସାଙ୍ଗେ ଭେଟ୍ ପଡ଼ଲି। ସଭେ ଶଙ୍ଖର୍ ସୁରେ ଆମର୍ ସାଥ୍ ଦଉଛନ୍। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ମାଡ଼ିଜିମାଁ ଏକ୍ ହେଇକରି, ସମକର୍ ସପନ୍ କରମାଁ ସାକାର୍। 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାକେ ହେଲେ ଅଞ୍ଚଲ୍ ସାରା ଶଙ୍ଖ ବାଜବା ଦରକାର୍।

ବୁର୍ଲାର୍ ବୁଢ଼ା ନୁ ପିଲା ସଭେ ଆଏଜ୍ ରାଲିରେ ସାମିଲ୍ ହେଇକରି ଦେଖେଇଦେଲେ ଯେ ଭାଇଚାରା କାଣା।


ମାଡ଼ିଜିମାଁ ଏକ୍ ହେଇକରି, ସମକର୍ ସପନ୍ କରମାଁ ସାକାର୍। 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାକେ ହେଲେ ଅଞ୍ଚଲ୍ ସାରା ଶଙ୍ଖ ବାଜବା ଦରକାର୍। ବୁର୍ଲାର୍ ବୁଢ଼ା ନୁ ପିଲା ସଭେ ଆଏଜ୍ ରାଲିରେ ସାମିଲ୍ ହେଇକରି ଦେଖେଇଦେଲେ ଯେ ଭାଇଚାରା କାଣା। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ପ୍ରତିଶ୍ରୁତି ଦେଇ ଭୁଲିଯିବା ବିଜେପିର ଅଭ୍ୟାସ। ଜୁନ ୧୦ କ'ଣ, ଆଗାମୀ ୧୦ବର୍ଷ ପରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ।

account_circle
Pranab Prakash Das(@pranabpdas) 's Twitter Profile Photo

ଯୁଡ଼ିଶଙ୍ଖର୍ ସାଙ୍ଗେ ବାଜୁଛେ ବିକାଶର୍ ଢ଼ୋଲ୍, ଆମର୍ ସାଙ୍ଗେ ଅଛେ ପୁରା ରେଢ଼ାଖୋଲ୍। ସଭେ ଏକତାର୍ ସୁରେ ଆଗକେ ବଢ଼ୁଛନ୍, ମିଶିକରି 'ସମୃଦ୍ଧ ସମ୍ବଲପୁର୍' ଗଢୁଛନ୍।



ଯୁଡ଼ିଶଙ୍ଖର୍ ସାଙ୍ଗେ ବାଜୁଛେ ବିକାଶର୍ ଢ଼ୋଲ୍, ଆମର୍ ସାଙ୍ଗେ ଅଛେ ପୁରା ରେଢ଼ାଖୋଲ୍। ସଭେ ଏକତାର୍ ସୁରେ ଆଗକେ ବଢ଼ୁଛନ୍, ମିଶିକରି 'ସମୃଦ୍ଧ ସମ୍ବଲପୁର୍' ଗଢୁଛନ୍। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ରେଢ଼ାଖୋଲର୍ ଦଦା-ଭାଏ ଆର୍ ଇନର୍ ବିଧାନସଭା ପ୍ରାର୍ଥୀ ପ୍ରସନ୍ନ ଆଜ୍ଞାଙ୍କର୍ ସାଙ୍ଗେ ଚାହା ପିଇପିଇ ଅଞ୍ଚଲର୍ ଭିନ୍ ଭିନ୍ ବିଷୟରେ କଥାବାର୍ତ୍ତା ହେଲି। ଯୁଡ଼ିଶଙ୍ଖର୍ ସୁରେ ସଭେ ମାତିଛନ୍, 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାର୍ ଲାଗି ପ୍ରସ୍ତୁତ୍ ହଉଛନ୍



ରେଢ଼ାଖୋଲର୍ ଦଦା-ଭାଏ ଆର୍ ଇନର୍ ବିଧାନସଭା ପ୍ରାର୍ଥୀ ପ୍ରସନ୍ନ ଆଜ୍ଞାଙ୍କର୍ ସାଙ୍ଗେ ଚାହା ପିଇପିଇ ଅଞ୍ଚଲର୍ ଭିନ୍ ଭିନ୍ ବିଷୟରେ କଥାବାର୍ତ୍ତା ହେଲି। ଯୁଡ଼ିଶଙ୍ଖର୍ ସୁରେ ସଭେ ମାତିଛନ୍, 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାର୍ ଲାଗି ପ୍ରସ୍ତୁତ୍ ହଉଛନ୍ #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ଶଙ୍ଖର୍ ସୁରେ ଗର୍ଜୁଛେ ଜମନକିରା, ଅଞ୍ଚଲ୍ ସାରା ଶୁଭୁଛେ 'ସମୃଦ୍ଧ ସମ୍ବଲପୁର୍' ଲାଗି ନାରା।



ଶଙ୍ଖର୍ ସୁରେ ଗର୍ଜୁଛେ ଜମନକିରା, ଅଞ୍ଚଲ୍ ସାରା ଶୁଭୁଛେ 'ସମୃଦ୍ଧ ସମ୍ବଲପୁର୍' ଲାଗି ନାରା। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

କୁଚିଣ୍ଡାବାସୀ ଆମର୍ ପଛେ ହେଇଛନ୍ ଠିଆ, ଶଙ୍ଖର୍ ସୁରେ ଚାଲିଛେ ଭାବର୍ ଦିଆ-ନିଆ। 'ସମୃଦ୍ଧ ସମ୍ବଲପୁର୍' ଗଢ଼ା ହେବା, ଗଲି ଗଲି ପ୍ରଗତିର୍ ପତାକା ଉଡ଼ବା।



କୁଚିଣ୍ଡାବାସୀ ଆମର୍ ପଛେ ହେଇଛନ୍ ଠିଆ, ଶଙ୍ଖର୍ ସୁରେ ଚାଲିଛେ ଭାବର୍ ଦିଆ-ନିଆ। 'ସମୃଦ୍ଧ ସମ୍ବଲପୁର୍' ଗଢ଼ା ହେବା, ଗଲି ଗଲି ପ୍ରଗତିର୍ ପତାକା ଉଡ଼ବା। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle