ଓଟିଭି
@otvkhabar
ଖବର ଆମର, ନିଷ୍ପତ୍ତି ଆପଣଙ୍କର
We Report, You Decide
FB: https://t.co/Eo3M4tUUVk
INSTA: https://t.co/ShNzvnEvHo
YT: https://t.co/cXHzPNfXzk
ID:957169156419276801
https://otvkhabar.in/ 27-01-2018 08:31:25
190,8K Tweets
741,3K Followers
21 Following
ମୋଦି ମୋଦି ନାରାରେ କମ୍ପିଲା ଜନପଥ
#PMModi #GeneralElection2024 #OdishaPolitics #Bhubaneswar #roadshow #odisha #OTV
otvkhabar.in/news/politics/…
ରୋଡ୍ ସୋ’ ସାରି ଆଜି ରାଜଭବନରେ ରାତ୍ରୀଯାପନ କରିବେ ମୋଦି। ଏହାପରେ ଆସନ୍ତାକାଲି ହେବାକୁ ଥିବା ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ ଜନ ସମାବେଶରେ ମୋଦି ଯୋଗଦେବେ
#PMModi #GeneralElection2024 #OdishaPolitics #Bhubaneswar #odisha #OTV
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରାଲି ପରେ କେତେ ଉତ୍ସାହିତ ରାଜ୍ୟ ବିଜେପି, ଚଳିତ ନିର୍ବାଚନରେ କେତେ ପ୍ରଭାବ ପକାଇବ ମୋଦିଙ୍କ ଏହି ରାଲି ?
#PMModi #GeneralElection2024 #OdishaPolitics #Bhubaneswar #roadshow #odisha #OTV
ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସୁଛି। ଆଜି ଭୁବନେଶ୍ବରରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
#PMModi #GeneralElection2024 #OdishaPolitics #Bhubaneswar #roadshow #odisha #OTV
ଓଡ଼ିଶାରେ ବିଜେପି ସରକାର ବ୍ୟାପକ କାର୍ଯ୍ୟ କରିଥିବା ବେଳେ ବିଜେଡି ତୃଣମୂଳ ସ୍ତରର ବାସ୍ତବତାଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। କିଛି ଏଭଳି କହି କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି
#PMModi #GeneralElection2024 #OdishaPolitics #Bhubaneswar #roadshow #odisha #OTV
#ରାଜଭବନ_ଅଭିମୁଖେ_ପ୍ରଧାନମନ୍ତ୍ରୀ
ରୋଡ୍ ସୋ’ ସାରି ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି..ଆଜି ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ
#PMModi #GeneralElection2024 #OdishaPolitics #Bhubaneswar #roadshow #odisha #OTV
#ବିଶାଳ_ରୋଡ_ସୋ_କରି_ମୋଦି_ଦେଖାଇଲେ_ଜଲୱା
ମୋଦିଙ୍କ ମେଗା ରୋଡ୍ ସୋ’। ଜନପଥରୁ ବାଣୀବିହାର ଯାଏଁ ବିଶାଳ ଶୋଭାଯାତ୍ରା କରୁଛନ୍ତି ମୋଦି । ତାଙ୍କ ସହ ମନମୋହନ, ଅପରାଜିତା ମଧ୍ୟ ରୋଡ ସୋ'ରେ ସାମିଲ୍। ବିଶାଳ ଜନ ସମୁଦ୍ର ପାଲଟିଛି ଭୁବନେଶ୍ବର ...
#MegaRoadshow #Election2024 #PMModi #Modi #Bhubaneswar #OTV
#ରାଜଧାନୀରେ_ବିଶାଳ_ଜନସମୁଦ୍ର
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ଼ ସୋ'... ପଦ୍ମଫୁଲ ଦେଖାଇ କର୍ମୀ ଓ ଜନତାଙ୍କୁ ଅଭିବାଦନ ଜଣାଇଲେ ମୋଦି।
#MegaRoadShow #Election2024 #PMModi #Modi #BJP4Odisha #Bhubaneswar #OTV
#ରାଜଭବନ_ଅଭିମୁଖେ_ପ୍ରଧାନମନ୍ତ୍ରୀ
ରୋଡ୍ ସୋ’ ସାରି ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି..ଆଜି ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ
#PMModi #GeneralElection2024 #OdishaPolitics #Bhubaneswar #roadshow #odisha #OTV
#ଭୁବନେଶ୍ୱରରେ_ମୋଦିଙ୍କ_ରୋଡ୍_ସୋ ’
ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ୍ ସୋ’ । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ଚାଲିବ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ।
#PMModi #GeneralElection2024 #Odisha Politics #Bhubaneswar #Roadshow #Odisha #OTV