Kanak News
@kanak_news
Official Twitter feed of Kanak News, Odisha's leading 24x7 news channel from the house of 'Sambad'.
Telegram: https://t.co/sT71E7spJx
YT:https://t.co/6uyWqzbZ4V
ID:258677084
https://kanaknews.com 28-02-2011 06:48:39
189,0K Tweets
780,7K Followers
39 Following
#ନାମାଙ୍କନ_ଦାଖଲ_କଲେ_ବରଗଡ଼_ବିଜେପି_ବିଧାୟକ_ପ୍ରାର୍ଥୀ
ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କଲେ ବରଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ଷଡଙ୍ଗୀ #KanakNews #Election2024
#ଚାଉଳ_ଟଙ୍କା_ଦେଇ_ସ୍ୱାଧୀନ_ପ୍ରାର୍ଥୀଙ୍କୁ_ସମର୍ଥନ
ନୂଆପଡା ନିର୍ବାଚନ ମଣ୍ଡଳିରେ ପ୍ରଚାର ସରଗରମ । ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରତି ବଢୁଛି ଜନ ସମର୍ଥନ , ପ୍ରଚାର ବେଳେ ପ୍ରାର୍ଥୀଙ୍କୁ କେଜିଏ ଚାଉଳ ଓ ଟଙ୍କା ଦେଇ ସମର୍ଥନ ଜଣାଉଛନ୍ତି ଜନ ସାଧାରଣ #KanakNews #Nuapada #Odisha
#ଆଜି_ବି_ଆକାଶରୁ_ଅଗ୍ନିବର୍ଷା
ରାଜ୍ୟରେ ଅସହ୍ୟ ହେଉଛି ତାତି । ଆଜି ବି ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ , ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି #KanakNews #HeatWave #Odisha
#ବିଜେଡି_ଛାଡିଲେ_କାନ୍ଦିପକାଇଲେ_ବିଜୟ
ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ସମର୍ଥକଙ୍କ ଗହଣରେ ଏକ ପ୍ରେସମିଟ୍ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦେଲେ ସୂଚନା #KanakNews #BJD #BijayKumarNayak
#ବନ୍ଦ_ହେବନି_ବିଏସକେୱାଇ : ଧର୍ମେନ୍ଦ୍ର
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ । କହିଲେ , ରାଜ୍ୟରେ ବନ୍ଦ ହେବନି ବିଏସକେୱାଇ । ରାଜ୍ୟରେ ଆମ ସରକାର ହେଲେ ଏହା ବନ୍ଦ ହେବନି #KanakNews #BSKY #DharmendraPradhan
ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ରାଜ୍ୟରେ ବିଜେପି ସରକାର ଗଢିଲେ ବିଏସକେୱାଇ ସହ ଯୋଡି ହେବ ଆୟୁଷ୍ମାନ ଭାରତ ଯୋଜନା । #KanakNews
kanaknews.com/dharmendra-pra…
ପ୍ରଚଣ୍ଡ ତାତି ଭିତରେ ଶହ ଶହ କର୍ମୀଙ୍କ ସହ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ରାଉରକେଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ ଓ ରଘୁନାଥପଲିର ବିଧାୟକ ପ୍ରାର୍ଥୀ ଗୋପାଳ ଦାସ #KanakNews #Election2024
#୬ରେ_ଓଡିଶା_ଆସିବେ_ମୋଦୀ
ମେ ପ୍ରଥମ ସପ୍ତାହରେ ହେଭିୱେଟଙ୍କ ହାଇଭୋଲଟେଜ ପ୍ରଚାର । ଆସନ୍ତା ୬ ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ , ନବରଙ୍ଗପୁରରେ କରିବେ ଜନସଭା #KanakNews #PMModi #Odisha
ମେ’ ପ୍ରଥମ ସପ୍ତାହରେ ହେଭିୱେଟଙ୍କ ପ୍ରଚାର । ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ୩ରେ ରାୟଗଡାରେ ରାହୁଲ କରିବେ ପ୍ରଚାର । #KanakNews
kanaknews.com/pm-modi-to-vis…
ମହିଳାଙ୍କୁ ସଶକ୍ତ କରିବା ପାଇଁ ଆଲୋଚନାଚକ୍ର । ସାମିଲ ହେଲେ ନନ୍ଦିତା ଦାସ ।
#NanditaDas #Bhubaneswar
ଓଡିଶା ଆସିବେ ମୋଦି । ମେ’ ୬ରେ ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ଆସିବା ନେଇ ସୂଚନା ।
#NarendraModi #Odisha #Election2024
‘ #ଭୁଲରେ_ବିଜେପିକୁ_ଯାଇଥିଲି ’
ଜୀବନ ଥିବା ଯାଏଁ କଂଗ୍ରେସ ଦଳ ଛାଡ଼ିବିନି । କଂଗ୍ରେସ ମୋ ହାତ ନଛାଡି ମୋତେ ଆଜି କାକଟପୁର ପାଇଁ ଟିକେଟ୍ ଦେଇଛି, ତେଣୁ ମୁଁ ଦଳର ଶୀର୍ଷ ନେତୃତ୍ୱ ପାଖରେ କୃତଜ୍ଞ- ବିଶ୍ୱଭୂଷଣ ଦାସ
#Odisha #Congress #KanakNews
#ସାବଧାନ !
#ଭ୍ୟାକ୍ସିନ_ନେଇଥିଲେ_ଭୋଗିବେ !
କରୋନା ଟିକା କୋଭିସିଲ୍ଡକୁ ନେଇ ଚିନ୍ତାଜନକ ଖବର । ଦେଖା ଦେଉଛି ହୃଦଘାତ, ମସ୍ତିଷ୍କଘାତ ଭଳି ଜଟିଳ ସମସ୍ୟା । ସତ ମାନିଲା ଟୀକା ନିର୍ମାଣକାରୀ କମ୍ପାନୀ ।
#COVID19 #Covishield
#ବିଶ୍ୱଭୂଷଣ_କଂଗ୍ରେସର_କାଟକପୁର_ପ୍ରାର୍ଥୀ
ବିଶ୍ୱଭୂଷଣ ଦାସଙ୍କୁ କାକଟପୁର ମୈଦାନ ପାଇଁ ଟିକେଟ୍ ଦେଲା କଂଗ୍ରେସ । ସାମ୍ନାରେ ଅଛନ୍ତି ବିଜେଡିର ତୁଷାରକାନ୍ତି ବେହେରା ଏବଂ ବିଜେପିର ବାଇଧର ମଲ୍ଲିକ । #Odisha #kakatpur #KanakNews
#ଜବତ_ହେଲା_ନଗଦ_୭୫_ଲକ୍ଷ_ଟଙ୍କା
#ଏତେ_ଟଙ୍କା_ଆସୁଛି_କେଉଁଠୁ ?
ନିର୍ବାଚନ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ଧରାପଡିଲା ନଗଦ ୭୫ ଲକ୍ଷ ଟଙ୍କା । ଦୁଇ ଜଣଙ୍କ ଲଗେଜ୍ ବ୍ୟାଗରୁ ଟଙ୍କା ଜବତ । ଉଠିଲା ପ୍ରଶ୍ନ, କେଉଁଠୁ ଆସୁଥିଲା- କୁଆଡେ ଯାଉଥିଲା ଏତେ ଟଙ୍କା ? #Bhubaneswar #airport #Odisha