Manoj Kumar Mandal (@manojku87598479) 's Twitter Profile
Manoj Kumar Mandal

@manojku87598479

FIGHT FOR RIGHTS

ID: 1081911770371870720

calendar_today06-01-2019 13:54:01

640 Tweet

2,2K Followers

4,4K Following

Manoj Kumar Mandal (@manojku87598479) 's Twitter Profile Photo

ବଳିଆପଣ୍ଡା ବସ୍ତିରେ ଦେବୁନା ଓ ବେଙ୍ଗର ନୂଆ ଗ୍ୟାଙ୍ଗ ଯୋଗୁ ବସ୍ତି ଅଶାନ୍ତ ହୋଇ ପଡିଛି l ଅପରାଧ ରୋକିବା ଦିଗରେ ନୂତନ ପଦକ୍ଷେପ ଗ୍ରହଣ କରାଯାଉ l ବଳିଆପଣ୍ଡା ବସ୍ତିରେ ଅପରାଧ ପାଇଁ ବଳିଆପଣ୍ଡାଥାନା ପୋଲିସ ସ୍ୱତନ୍ତ୍ର ଅପରାଧ ଦମନ ଲୀଳା ଆରମ୍ଭ କରୁ l CMO Odisha PMO India DGP, Odisha Mohan Charan Majhi Puri Police Home Department, Govt. of Odisha

ବଳିଆପଣ୍ଡା ଅଞ୍ଚଳରେ ଅପରାଧୀଙ୍କ ପାଦୁର୍ଭାବ ଯୋଗୁଁ ଅଶାନ୍ତିର ବାତାବରଣ ରହୁଛି l ଦିନ ଦିପହରେ ଘରୁ ବାହାରିବା ବିପଦକର ହୋଇଗଲାଣି କିନ୍ତୁ ବଳିଆପଣ୍ଡା ଥାନା ପୋଲିସ ଚୁପ ରହିଛି l ସବୁ ପ୍ରମାଣ ଥାଇ ମଧ୍ୟ ଅପରାଧୀ ଖୁଲମଖୁଲା ଧମକ ଦେଉଛି CMO Odisha PMO India DGP, Odisha Home Department, Govt. of Odisha Puri Police

Manoj Kumar Mandal (@manojku87598479) 's Twitter Profile Photo

ରବିବାର ଛୁଟି ଦିନରେ ପଂଚାୟତ ଅଫିସରେ ସରକାରୀ ବାବୁମାନଙ୍କୁ ସାଥିରେ ଧରି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କୁ ସ୍ଥାନୀୟ ବାସି ଘୋର ବିରୋଧ କରିଛନ୍ତି l ଏହାର ତଦନ୍ତ କରାଯାଉ CMO Odisha PMO India Mohan Charan Majhi Panchayati Raj and Drinking Water Department Collector and District Magistrate Puri Revenue & DM Department, Government of Odisha Governor Odisha Ministry of Rural Development, Government of India

ବଳିଆପଣ୍ଡାବସ୍ତିରେ ଅପରାଧ ବଢ଼ିବାରେ ଲାଗିଛି l ଅପରାଧକୁ ରୋକିବା ପାଇଁ ବଳିଆପଣ୍ଡାଥାନା ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ l ସାଧାରଣ ଜନଜୀବନ କ୍ଷୟକ୍ଷତି ଯୋଗୁଁ ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟିହେଉଛି l CMO Odisha PMO India DGP, Odisha Home Department, Govt. of Odisha Puri Police Mohan Charan Majhi Governor Odisha President of India

ବଳିଆପଣ୍ଡା ବସ୍ତିରେ ପ୍ରତ୍ୟେକ ଦିନ ଅପରାଧ ଘଟୁଛି କିନ୍ତୁ ପୋଲିସ ପ୍ରଶାସନ ଚୁପ l ଦିନ ଦିପହରେ ଅପରାଧୀ ଆତଙ୍କ ଖେଳାଉଛନ୍ତି l ତୁରନ୍ତ ବଳିଆପଣ୍ଡା ଥାନା ପୋଲିସ ପଦକ୍ଷେପ ନିଅନ୍ତୁ CMO Odisha DGP, Odisha PMO India President of India Home Department, Govt. of Odisha Mohan Charan Majhi Puri Police Governor Odisha PIB - Ministry of Home Affairs

ବଳିଆପଣ୍ଡାବସ୍ତିରେ ସବୁଘର ଝୁମ୍ପୁଡ଼ିଘର ଗୋଟେ ଘରେ ନିଆଁ ଲାଗିଲେ ସବୁବସ୍ତି ଜଳିପୋଡି ଛାରଖାର ହେଇଯିବ l ସମଗ୍ରବସ୍ତିକୁ ଜାଳିବାପାଇଁ ମୁଖ୍ୟ ଅପରାଧୀ କିଏ ତୁରନ୍ତ Puri Police ଗିରଫ କରନ୍ତୁ l ବଳିଆପଣ୍ଡାବସ୍ତିରେ ଅପରାଧରଚିବା ପାଇଁ ମୁଖ୍ୟ କିଏ ତୁରନ୍ତ ଏହାର ତଦନ୍ତ କରାଯାଉ CMO Odisha Governor Odisha DGP, Odisha Home Department, Govt. of Odisha

Manoj Kumar Mandal (@manojku87598479) 's Twitter Profile Photo

ବାରମ୍ବାର ଅପରାଧ ଘଟାଉଥିବା ଅପରାଧୀ ପ୍ରତି ତୁରନ୍ତ ପଦକ୍ଷେପ ନିଆଯାଉ l ଅପରାଧୀର ଆତଙ୍କ କବଳରୁ ସୁରକ୍ଷା ପ୍ରଦାନ କରାଯାଉ l CMO Odisha PMO India DGP, Odisha Puri Police Home Department, Govt. of Odisha Governor Odisha President of India

ବଳିଆପଣ୍ଡା ଅଞ୍ଚଳରେ ନୂତନ ଗ୍ୟାଙ୍ଗର ଉତପାତ ଯୋଗୁଁ ପର୍ଯ୍ୟଟକ ବି ସୁରକ୍ଷା ନାହାନ୍ତି l ପୁରୀ ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରତିଦିନ ଲୁଟ ଏବଂ ମରଣାନ୍ତକ ଆକ୍ରମଣ ହେଉଛି l ଏହି ନୂଆ ଗ୍ୟାଙ୍ଗ କାହାକୁ ବି ଛାଡୁନାହାନ୍ତି l ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ CMO Odisha DGP, Odisha Home Department, Govt. of Odisha Puri Police Mohan Charan Majhi

ଆଗକୁ ରଥଯାତ୍ରା ଥିବାବେଳେ ପର୍ଯ୍ୟଟକ ବଳିଆପଣ୍ଡା ଅଞ୍ଚଳରେ ସୁରକ୍ଷିତ ମନେ କରୁନାହାନ୍ତି l ବଳିଆପଣ୍ଡା ଅଞ୍ଚଳରେ ଏକ ନୂତନ ଗ୍ୟାଙ୍ଗ ପ୍ରତି Puri Police ଦୃଢ ପଦକ୍ଷେପ ନିଅନ୍ତୁ l ପ୍ରତିଦିନ ପର୍ଯ୍ୟଟକକୁ ଆକ୍ରମଣ କରୁଛି ଏହି ଗ୍ୟାଙ୍ଗ l ତୁରନ୍ତ ଏହି ଗ୍ୟାଙ୍ଗର କ୍ରିମିନାଲମାନଙ୍କୁ ଗିରଫ କରାଯାଉ DGP, Odisha CMO Odisha Home Department, Govt. of Odisha

ପୁରୀ ସହରର ଶ୍ରୀହରି ହୋଟେଲ ଗରିବ କର୍ମଚାରୀଙ୍କୁ ଏଭଳି ଅର୍ଥନୈତିକ ଦଣ୍ଡ ଦେଉଛନ୍ତି l ଏଭଳି ଗୁଣ୍ଡାରାଜ କରି ଗରିବ କର୍ମଚାରୀଙ୍କୁ ହଇରାଣ କରିବା କେତେଦୂର ଠିକ CMO Odisha PMO India DGP, Odisha Home Department, Govt. of Odisha Puri Police President of India Governor Odisha Mohan Charan Majhi Odisha Tourism Odisha Vigilance

ଏହି ଦୁଇଜଣ ସୋସିଆଲ ମିଡ଼ିଆରେ ପୁରୀ ପୋଲିସକୁ ଚ୍ୟାଲେଞ୍ଜ ଦେଇ ହାତରେ ହତିଆର ଧରି ଆତଙ୍କ ଖେଳାଉଛି ସଭା ମଝିରେ ଝଗଡା କରି ସିଧାସଳଖ ଭାବେ ଓଡିଶାପୋଲିସକୁ ଚ୍ୟାଲେଞ୍ଜ ଦେବା କେତେ ଦୂର ଠିକ କେବେ ନିଆ ଯିବ ପଦକ୍ଷେପ CMO Odisha DGP, Odisha Home Department, Govt. of Odisha Puri Police Mohan Charan Majhi Governor Odisha President of India PMO India

ଶାସକ ଯଦି ଭକ୍ଷକସାଜିବେ ତେବେ ଏହା ଗଣତନ୍ତ୍ର ପ୍ରତି ଘୋରବିପଦ l ସମ୍ବିଧାନ ରକ୍ଷକ ଯଦି ନିଜେ ସମ୍ବିଧାନ ଭାଙ୍ଗିବାକୁ ଚେଷ୍ଟାକରିବେ ତେବେ ସମ୍ବିଧାନ ବଞ୍ଚିବନାହିଁ l ସମ୍ବିଧାନବଞ୍ଚାଓ ଦେଶବଞ୍ଚାଓ l ସମ୍ପୃକ୍ତ ଅଧିକାରୀ ପ୍ରତି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର l CMO Odisha Rahul Gandhi DGP, Odisha Home Department, Govt. of Odisha

ବଳିଆପଣ୍ଡା ଥାନା ଅଞ୍ଚଳରେ ଅପରାଧ ବଢ଼ି ବଢ଼ି ଚାଲିଛି ପଛେ କମିବାର ନାହିଁ l ଅପରାଧ ରୋକିବା ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ l ବଳିଆପଣ୍ଡାରେ ଅପରାଧୀ ଆତଙ୍କ ରଚୁଛନ୍ତି CMO Odisha DGP, Odisha Puri Police Home Department, Govt. of Odisha PMO India Governor Odisha President of India

Manoj Kumar Mandal (@manojku87598479) 's Twitter Profile Photo

ଏହା ହେଉଛି ବଳିଆପଣ୍ଡା ଲାଇଟ ହାଉସ ଛକଠାରୁ ଷ୍ଟାର୍ଲିଙ୍ଗ ପର୍ଯ୍ୟନ୍ତ ନିର୍ମିତ ପିଚୁ ରାସ୍ତା l ଏହି ରାସ୍ତା ନିର୍ମାଣ ବହୁତ ଦୁର୍ନୀତି ହୋଇଛି l ଯେତିକି ମୋଟେଇ ରେ ରାସ୍ତାନିର୍ମାଣ ହେବା କଥା ହୋଇନାହିଁ l ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ତୁରନ୍ତ ନିରୀକ୍ଷଣ କରାଯାଉ CMO Odisha Works Department, Odisha Odisha Vigilance Collector and District Magistrate Puri

ବଳିଆପଣ୍ଡାଥାନା ଅଞ୍ଚଳରେ ନୂତନଗ୍ୟାଙ୍ଗର ସଦସ୍ୟ କିଛି ବାହାରଅଞ୍ଚଳର ଅପରାଧୀଙ୍କୁ ଆଣି ଗଜଲକ୍ଷ୍ମୀଲେନରେ ପ୍ରତ୍ୟେକଦିନ ହତିଆର ଏବଂ ବମ ଧରି ବମିଙ୍ଗକରିବାକୁ ଯୋଜନାକରୁଛନ୍ତି l ପୋଲିସପ୍ରଶାସନକୁ ଅନୁରୋଧ କିଛି ଅପରାଧ ଘଟିବାପୂର୍ବରୁ ପଦକ୍ଷେପ ନିଅନ୍ତୁ CMO Odisha Mohan Charan Majhi DGP, Odisha Home Department, Govt. of Odisha Puri Police

Manoj Kumar Mandal (@manojku87598479) 's Twitter Profile Photo

ବଳିଆପଣ୍ଡା ଥାନା ଅଞ୍ଚଳରେ ଅପରାଧ ବଢ଼ି ବଢ଼ି ଚାଲିଛି l ଖୁଲମ ଖୁଲା ହତ୍ୟା କରାଯାଉଛି l ବଳିଆପଣ୍ଡା ବାସିନ୍ଦା ଶାନ୍ତିରେ ରହି ପାରୁନାହାନ୍ତି ଭୟର ବାତାବରଣ ନୂତନ ଗ୍ୟାଙ୍ଗଙ୍କ ପାଦୁର୍ଭାବ ଯୋଗୁ ଅପରାଧ ବଢୁଛି l ଅପରାଧ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ l CMO Odisha DGP, Odisha Mohan Charan Majhi Home Department, Govt. of Odisha Puri Police

ପୁରୀ ମ୍ୟୁନିସିପାଲିଟି ୱାର୍ଡ -7 ଅନ୍ତର୍ଗତ ବଳିଆପଣ୍ଡା, ବିଜୟନଗର, ମଙ୍ଗଳା ସାହି ରେ ଦୀର୍ଘ ଦିନ ଧରି ଷ୍ଟ୍ରିଟ ଲାଇଟ ଜଳୁନାହିଁ l ଅନ୍ଧାର ଯୋଗୁ ଅପରାଧୀଙ୍କ ପାଦୁର୍ଭାବ ବଢ଼ି ଚାଲିଛି l ଅପରାଧ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ Collector and District Magistrate Puri Puri Municipality H & UD Dept CMO Odisha PMO India Mohan Charan Majhi

ବଳିଆପଣ୍ଡାଥାନାଅଧୀନରେ ବଳିଆପଣ୍ଡାବସ୍ତିରେ ପ୍ରତ୍ୟେକଦିନଅପରାଧ ଏବଂ ଗୁଣ୍ଡାରାଜବଢିଚାଲିଛି l ଦିନଦିପହରେଖୁଲମଖୁଲା ହତିଆରଧରି ଧମକ ଦେଉଛନ୍ତି ଏବଂ ଆତଙ୍କରାଜଖେଳାଉଛନ୍ତି l ବଳିଆପଣ୍ଡାଥାନାର ରିତାବେହେରାମ୍ୟାଡ଼ା ଟଙ୍କାନେଇଅପରାଧୀକୁ ସହଯୋଗକରୁଛନ୍ତି CMO Odisha DGP, Odisha Home Department, Govt. of Odisha I & PR Department, Odisha Puri Police Odisha Police

ବଳିଆପଣ୍ଡାଥାନା ଅଞ୍ଚଳରେ ବଳିଆପଣ୍ଡାବସ୍ତିରେ ଜେଲ ଫେରନ୍ତାମାନେ ବସ୍ତିରେ ଆତଙ୍କଖେଳାଉଛନ୍ତି l ଅପରାଧୀମାନେ ଅପରାଧ ରଚିବାପାଇଁ ଯୋଜନା କରୁଛନ୍ତି l ବଳିଆପଣ୍ଡାବସ୍ତିରେ ଅପରାଧ ଦମନ ପାଇଁ Puri Police ପଦକ୍ଷେପ ନିଅନ୍ତୁ l ବସ୍ତିରେ ବହୁତ ଜେଲଫେରନ୍ତାଙ୍କ ପାଦୁର୍ଭାବ ବଢ଼ିଲାଣି DGP, Odisha Home Department, Govt. of Odisha CMO Odisha PMO India

Manoj Kumar Mandal (@manojku87598479) 's Twitter Profile Photo

ଏହି ବ୍ୟକ୍ତି ଜଣକ ବଳିଆପଣ୍ଡା ପୁରୀ ପୌରସଂସ୍ଥା ଅନ୍ତର୍ଗତ ୱାର୍ଡ ନମ୍ବର -7 ରେ ମିଥ୍ୟା ଦସ୍ତାବିଜ ଦେଇ ବାର୍ଦ୍ଧକ୍ୟଭତ୍ତା ପାଉଛନ୍ତି l ଅନୁରୋଧ ଦୟାକରି ଏହାର ସମସ୍ତ ତଥ୍ୟ ଯାଞ୍ଚ କରାଯାଉ l କେଉଁ ଅଧିକାରୀ ଏପରି ଚଞ୍ଚକତାକରୁଛନ୍ତି CMO Odisha H & UD Dept Collector and District Magistrate Puri Puri Municipality I & PR Department, Odisha Odisha Vigilance SSEPD Will