Pabitra Mohan Dash(@Pabitra13051976) 's Twitter Profileg
Pabitra Mohan Dash

@Pabitra13051976

National Teacher Award (India)2018,State Teacher Award (Odisha2016),ZIEE National Award(India)2020,PRAKRUTIBANDHU(Odisha2014),Teacher of Boriguma,Koraput(Odisha

ID:1109404777564131329

calendar_today23-03-2019 10:41:25

290 Tweets

1,2K Followers

1,4K Following

Follow People
Pabitra Mohan Dash(@Pabitra13051976) 's Twitter Profile Photo

ଫୁଲଟି ଡ୍ରାଗନ ଫ୍ରୁଟର ବ୍ରହ୍ମକମଳ ପରି ରାତିରେ ଫୁଟେ ଓ ମଉଳି ଯାଏ। ଗତବର୍ଷ ଏଇ ଦିନରେ ଦେଖିବାକୁ ଯାଇଥିଲୁ କିନ୍ତୁ ଦେଖିପାରିଲୁନି। ଘରେ ଲଗାଇଲି ୧ଵର୍ଷରେ ready.

account_circle
Pabitra Mohan Dash(@Pabitra13051976) 's Twitter Profile Photo

୧ବର୍ଷରେ ଅନେକ କିଛି କରିଛି। ମୋର କାର୍ଯ୍ୟ ତୁମ ଜୀବନରେ ଯଦି କିଛି କାମରେ ଆସିବ ମୁଁ ନିଜକୁ ଭାଗ୍ଯବାନ ମନେ କରିବି।(୮ମ ଶିଶୁଙ୍କ ଏଇ ବିଦ୍ୟାଳୟରେ ଶେଷ ଦିନ)

ଆମେ ତ ଚାଲିଯିବୁ.....କିନ୍ତୁ ଆମ କାମ,ମୋ ଉପସ୍ଥିତିକୁ ଇଙ୍ଗିତ କରୁଥିବ ।We will leave from the school but my work indicate my presence.

ଏହା ମୋ ପାଇଁ ନୁେହଁ, ଆମ ଶିକ୍ଷକ ସମାଜ ପାଇଁ ଏକ ବାର୍ତ୍ତା ବା ଆହ୍ବାନ(It's a challenge for all of us) Thank you for enriching Prime Minister Narendra Modi has written a heartfelt letter to you,

୨୦୨୧ଜୁଲାଇରେ ଗ୍ରାମବାସୀ,ସହକର୍ମୀ ଓ Forest dep. ସହଯୋଗରେ କିଛି Miyawaki tech.ରେ କରାଯାଇଥିବା ଜଙ୍ଗଲର ଗଛଗୁଡିକ 2ବର୍ଷରେ 20f ରୁ ଅଧିକ ଉଚ୍ଚ ହୋଇଯାଇଛି। ଜଙ୍ଗଲ ପାଇଁ ସ୍ଥାନ ଦେଇଥିବା ବ୍ଯକ୍ତି, ସୁରକ୍ଷା ଦେଇଥିବା ଗ୍ରାମବାସୀ,staff ଓ ମୋ ପିଲାମାନଙ୍କୁ ଅଶେଷ ଧନ୍ୟବାଦ💐💐💕🙏

Fishpond in UPS Bhansuli for study of Science👉Aquatic organisms (fish, shrimps, crabs, turtles),Aquatic plants like shrimps, azolla...,and model of crocodile, snakes, turtles, crabs...👉For real ideas

ପିଲା ଶିଖନ୍ତି ନିଜ ଅନୂଭବରୁ।ବର୍ଷାଦିନରେ ୪୫୦ଟଙ୍କାର ମଞ୍ଜି,ସାର... ଦେଇଥିଲି ଫଳ ୫%ଥିଲା । ବର୍ଷାଦିନ ପରେ ଅଳ୍ପ କିଛି ଖର୍ଚ୍ଚରେ ଯାହା ଦେଖିଲି, ତା'ହା ମୋତେ ଭାବବିହ୍ୱଳ କରିଥିଲା।ଶୀତ ଆଉ ଖରାରେ ଶିଶୁଙ୍କ ସବୁଜ ଓ ଫଳନ୍ତି ରଶୋଈ ବଗିଚା।

ସତରେ selected 400+ ଜଣଙ୍କ Case Study ଭିତରେ ପୁଣି ୩୦ ଜଣଙ୍କ ଭିତରେ ଆସିବା ଓ NCSLର National conferenceରେ ଓଡିଶା ପାଇଁ represent କରିବା ମୋ ପାଇଁ surprise ଥିଲା । ଭଗବାନ ମୋତେ ଆପଣ ମାନଙ୍କର ଓ ମୋ କୁନି ପିଲାମାନଙ୍କର ଏମିତି ସେବାର ସୁଯୋଗ ଦିଅନ୍ତୁ ।💐💐🙏

୧୨ ଦିନ ପର୍ଯ୍ୟନ୍ତ ଏଇ ମୁଁହ ଗୁଡାକ ଦିଶିବନି, ଚକ୍ ଖଡି, ହାତ କି ପ୍ୟାଣ୍ଟରେ ଲାଗିବନି , ତୁମ ମାଟି ହାତ ଆଉ ମୋ ପ୍ୟାଣ୍ଟସାର୍ଟ୍ ରେ ଲାଗିବନି । ମୁଁ ତୁମ୍ଭମାନଙ୍କ ସହ ଖେଳି ବି ପାରିବିନି 😭😭