News18 Odia(@News18Odia) 's Twitter Profileg
News18 Odia

@News18Odia

News18 Odia, Network18 Group caters to News & information to the Odia viewers. Network18 Group is presently the largest Television Network in India.

ID:761150831584575488

linkhttp://news18odia.com calendar_today04-08-2016 10:44:34

204,4K Tweets

159,2K Followers

245 Following

Follow People
News18 Odia(@News18Odia) 's Twitter Profile Photo

Dream: ସ୍ବପ୍ନରେ ଦେଖୁଛନ୍ତି କି ଅପରିଚିତ ବ୍ୟକ୍ତିଙ୍କୁ; ଜାଣନ୍ତୁ ଭଲ ନା ଖରାପ


ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:

odia.news18.com/photogallery/t…

account_circle
News18 Odia(@News18Odia) 's Twitter Profile Photo

Congress Candidate List: ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା, ନବାଗତଙ୍କୁ ଟିକେଟ
s2024
odia.news18.com/news/politics/…

account_circle
News18 Odia(@News18Odia) 's Twitter Profile Photo

Age Different: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ପାର୍ଥକ୍ୟ କେତେ ରହିବା ଉଚିତ୍?


ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:

odia.news18.com/photogallery/t…

account_circle
News18 Odia(@News18Odia) 's Twitter Profile Photo

ସୁଗାର ରୋଗୀଙ୍କ ଜୀବନ ବଞ୍ଚାଇ ଦେବ ଏହି ପରିବା; ଲିଭର ଚର୍ବି ବି ହ୍ରାସ କରିବ...


ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:

odia.news18.com/photogallery/t…

account_circle
News18 Odia(@News18Odia) 's Twitter Profile Photo

ଦିନରେ ଘଣ୍ଟେ ପାଇଁ ଏସି ଚାଲିଲେ କେତେ ଆସିବ ଇଲେକ୍ଟ୍ରି ବିଲ? ଜାଣିଲେ ବିଶ୍ୱାସ କରିବେନି

ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:

odia.news18.com/photogallery/l…

account_circle
News18 Odia(@News18Odia) 's Twitter Profile Photo

Pension: ୭ ଟଙ୍କାରେ ନିବେଶରେ ମିଳିବ ୫ ହଜାର ଟଙ୍କା ପେନସନ୍, ଜାଣନ୍ତୁ କେମିତି...

ପଢ଼ନ୍ତୁ ପୂରା ଖବର:

odia.news18.com/news/trending/…

account_circle
News18 Odia(@News18Odia) 's Twitter Profile Photo

DA hike: କର୍ମଚାରୀଙ୍କୁ ପୁଣି ଖୁସି ଖବର ଦେଲେ ସରକାର; ଡିଏ ସହ ବଢ଼ିବ ଆଉ ୨ଟି ଭତ୍ତା!

ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:

odia.news18.com/photogallery/t…

account_circle
News18 Odia(@News18Odia) 's Twitter Profile Photo

ଭାରତୀୟ ବିଶ୍ବକପ୍‌ ଟିମରେ ମିଳିଲାନି ସୁଯୋଗ, ୬ ଷ୍ଟାର ଖେଳାଳି ନିରାଶ । କ୍ଲିକ୍ କରି ପଢନ୍ତୁ ଖେଳ ଖବର...
odia.news18.com/photogallery/t…

account_circle
News18 Odia(@News18Odia) 's Twitter Profile Photo



ଦେବଗଡର ବିଜେପି ବିଧାୟକ ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ନମାଙ୍କନ ପତ୍ର ଦାଖଲ । ପୁରୁଣାଗଡ ରୁ ଏକ ବିରାଟ ଶୋଭାଯାତ୍ରରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କଲେ ସୁବାସ ପାଣିଗ୍ରାହୀ ।

BJP BJP Odisha Dharmendra Pradhan (मोदी का परिवार) Subash Panigrahi (Modi Ka Parivar)

#Deogarh #BJP #Nomination ଦେବଗଡର ବିଜେପି ବିଧାୟକ ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ନମାଙ୍କନ ପତ୍ର ଦାଖଲ । ପୁରୁଣାଗଡ ରୁ ଏକ ବିରାଟ ଶୋଭାଯାତ୍ରରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କଲେ ସୁବାସ ପାଣିଗ୍ରାହୀ । @BJP4India @BJP4Odisha @dpradhanbjp @Subashpanigrah4
account_circle
News18 Odia(@News18Odia) 's Twitter Profile Photo

୧୫୦ ବର୍ଷ ପୂର୍ବର ଦୁନିଆ ଦେଖି ଫେରିଲେ ବ୍ୟକ୍ତି! କହିଲେ iPhone କଥା...


ପଢ଼ନ୍ତୁ ପୂରା ଖବର:

odia.news18.com/news/trending/…

account_circle
News18 Odia(@News18Odia) 's Twitter Profile Photo



ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ
‘BJD ବହିଷ୍କାର କରିଛି, ମୁଁ କୌଣସି ଦଳରେ ନାହିଁ’
ଘସିପୁରାରୁ ଲଢ଼ିବାକୁ ବିଜେପି ପକ୍ଷରୁ ପ୍ରସ୍ତାବ ଆସିଛି
‘ଘସିପୁରାରୁ ଲଢ଼ିବାକୁ ସ୍ଥାନୀୟ ଲୋକ କହୁଛନ୍ତି’

Soumyaranjan Patnaik

account_circle
News18 Odia(@News18Odia) 's Twitter Profile Photo



ଘସିପୁରାରୁ ନିର୍ବାଚନ ଲଢ଼ିପାରନ୍ତି ସୌମ୍ୟ ପଟ୍ଟନାୟକ
ଆଜି ଏନେଇ ଇସାରା ଦେଇଛନ୍ତି ସୌମ୍ୟରଞ୍ଜନ
ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ ବେଳେ ଗଣମାଧ୍ୟମକୁ ସୂଚନା

Soumyaranjan Patnaik

account_circle