Mukesh Kumar Sahu (@anchor_mukesh) 's Twitter Profile
Mukesh Kumar Sahu

@anchor_mukesh

Journalist...News Anchor at Kanak News..

ID: 1027615222641524736

calendar_today09-08-2018 17:58:56

4,4K Tweet

4,4K Followers

359 Following

Mukesh Kumar Sahu (@anchor_mukesh) 's Twitter Profile Photo

ସୁଭଦ୍ରା ଯୋଜନାରୁ କେହି ବଞ୍ଚିତ ହେବନି । ପୁଣି ହିତାଧିକାରୀଙ୍କୁ ଟଙ୍କା ପଠାଯିବ । #SubhadraScheme #Odisha

ସୁଭଦ୍ରା ଯୋଜନାରୁ କେହି ବଞ୍ଚିତ ହେବନି । ପୁଣି ହିତାଧିକାରୀଙ୍କୁ ଟଙ୍କା ପଠାଯିବ ।
#SubhadraScheme #Odisha
Mukesh Kumar Sahu (@anchor_mukesh) 's Twitter Profile Photo

#ଛାଡିଗଲା_ଷ୍ଟଣ୍ଟ_ନିଶା ରାଜଧାନୀ ରାସ୍ତାରେ ଗାଡି ଷ୍ଟଣ୍ଟ କରିବା ଘଟଣା । ଆଇନକୁ ଆଖି ଦେଖାଇଥିବା ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । #Bhubaneswar #Odisha #Police

#ଛାଡିଗଲା_ଷ୍ଟଣ୍ଟ_ନିଶା
ରାଜଧାନୀ ରାସ୍ତାରେ ଗାଡି ଷ୍ଟଣ୍ଟ କରିବା ଘଟଣା । ଆଇନକୁ ଆଖି ଦେଖାଇଥିବା ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ।
#Bhubaneswar #Odisha #Police
Mukesh Kumar Sahu (@anchor_mukesh) 's Twitter Profile Photo

Happy Birthday Narendra Modi Ji ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା । #NarendraModi #HappyBirthdayModiJi #Modiji #HappyBirthdayPMModi

Happy Birthday Narendra Modi Ji
ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ।
#NarendraModi #HappyBirthdayModiJi #Modiji #HappyBirthdayPMModi
Mukesh Kumar Sahu (@anchor_mukesh) 's Twitter Profile Photo

ଆହେ ଭାବଗ୍ରାହୀ ପାରୁନାହିଁ ସହି ଦୁଃଖିର ଆଖିର ଲୁହ ବଡ ପ୍ରଭୁ ବୋଲି ଶରଣ ପଶିଲି ଦୁଃଖ ଭାର ସବୁ ବୁହ । 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Odisha #Puri

ଆହେ ଭାବଗ୍ରାହୀ ପାରୁନାହିଁ ସହି
ଦୁଃଖିର ଆଖିର ଲୁହ
ବଡ ପ୍ରଭୁ ବୋଲି ଶରଣ ପଶିଲି
ଦୁଃଖ ଭାର ସବୁ ବୁହ ।
🙏🙏 ଜୟ ଜଗନ୍ନାଥ 🙏🙏
#JayJagannath #Odisha #Puri
Mukesh Kumar Sahu (@anchor_mukesh) 's Twitter Profile Photo

ମୋଦୀଙ୍କ ପାଇଁ ପ୍ରସ୍ତୁତ ଜନତା ମୈଦାନ ଭିତରେ ବାହାରେ କଡା ପହରା, ନଜର ରଖିଛି ଡଗ୍ ସ୍କ୍ୱାର୍ଡ । #JanataMaidan #PMModiBirthday #Bhubaneswar #Odisha

ମୋଦୀଙ୍କ ପାଇଁ ପ୍ରସ୍ତୁତ ଜନତା ମୈଦାନ
ଭିତରେ ବାହାରେ କଡା ପହରା, ନଜର ରଖିଛି ଡଗ୍ ସ୍କ୍ୱାର୍ଡ ।
#JanataMaidan #PMModiBirthday #Bhubaneswar #Odisha
Mukesh Kumar Sahu (@anchor_mukesh) 's Twitter Profile Photo

ଗାଡକଣରେ ପ୍ରଧାନମନ୍ତ୍ରୀ ମୋଦୀ ; ହିତାଧିକାରୀଙ୍କୁ ଦେଲେ ଘର ଚାବି । ଖିରି ଖାଇଲେ , ସୁଖଦୁଃଖ ବୁଝିଲେ । #PM #Gadakana #Bhubaneswar #Odisha

ଗାଡକଣରେ ପ୍ରଧାନମନ୍ତ୍ରୀ ମୋଦୀ ; ହିତାଧିକାରୀଙ୍କୁ ଦେଲେ ଘର ଚାବି । ଖିରି ଖାଇଲେ , ସୁଖଦୁଃଖ ବୁଝିଲେ ।
#PM #Gadakana #Bhubaneswar #Odisha
Mukesh Kumar Sahu (@anchor_mukesh) 's Twitter Profile Photo

ଅନାଥର ନାଥ ପ୍ରଭୁ ଜଗନ୍ନାଥ ଅପାର ତାଙ୍କ କରୁଣା, ଶ୍ରଦ୍ଧା ବାଣ୍ଟିବାରେ ଭକତଙ୍କୁ ପ୍ରଭୁ କରନ୍ତିନି କେବେ ଊଣା । 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Puri #Odisha

ଅନାଥର ନାଥ ପ୍ରଭୁ ଜଗନ୍ନାଥ
ଅପାର ତାଙ୍କ କରୁଣା,
ଶ୍ରଦ୍ଧା ବାଣ୍ଟିବାରେ ଭକତଙ୍କୁ ପ୍ରଭୁ
କରନ୍ତିନି କେବେ ଊଣା ।
🙏🙏 ଜୟ ଜଗନ୍ନାଥ 🙏🙏
#JayJagannath #Puri #Odisha
Mukesh Kumar Sahu (@anchor_mukesh) 's Twitter Profile Photo

ବଡ଼ ଠାକୁର ବୋଲି କହନ୍ତି ସଭିଁଏ ଭାବ ଵିନୋଦିଆ କଳା ଠାକୁର, କୋଟିକରେ ଗୋଟିଏ ମଉଡ଼ ମଣି ସେ ଦୁଃଖ ଶୁଣୁ ଥାଏ ସାରା ଜଗତର । 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Odisha

Mukesh Kumar Sahu (@anchor_mukesh) 's Twitter Profile Photo

ମଙ୍କିପକ୍ସ ପାଇଁ ଜାରି ହେଲା ଗାଇଡଲାଇନ୍ । ଜାଣନ୍ତୁ କଣ ରହିଛି ଗାଇଡଲାଇନ୍... #Monkeypox #Guideline #Odisha

ମଙ୍କିପକ୍ସ ପାଇଁ ଜାରି ହେଲା ଗାଇଡଲାଇନ୍ । ଜାଣନ୍ତୁ କଣ ରହିଛି ଗାଇଡଲାଇନ୍...
#Monkeypox #Guideline #Odisha
Mukesh Kumar Sahu (@anchor_mukesh) 's Twitter Profile Photo

ଭରତପୁର ଥାନା ଘଟଣାକୁ ନେଇ ଭାରତ ସାରା ଚର୍ଚ୍ଚା । ବିଜେପି ସରକାର ଉପରେ ବର୍ଷିଲେ ରାହୁଲ ଓ ପ୍ରିୟଙ୍କା । #BharatpurPS #Odisha

ଭରତପୁର ଥାନା ଘଟଣାକୁ ନେଇ ଭାରତ ସାରା ଚର୍ଚ୍ଚା  । ବିଜେପି ସରକାର ଉପରେ ବର୍ଷିଲେ ରାହୁଲ ଓ ପ୍ରିୟଙ୍କା ।
#BharatpurPS #Odisha
Mukesh Kumar Sahu (@anchor_mukesh) 's Twitter Profile Photo

ମହାପ୍ରଭୁଙ୍କର ଆଶୀର୍ବାଦ ଥିଲେ ଶୁଭ ହୋଇଥାଏ ଦିନ, ତାଙ୍କ ଦୟା ବିନା ମଣିଷ ଜୀବନ ହୋଇଥାଏ ମୂଲ୍ଯ ହୀନ 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Odisha

ମହାପ୍ରଭୁଙ୍କର ଆଶୀର୍ବାଦ ଥିଲେ
ଶୁଭ ହୋଇଥାଏ ଦିନ,
ତାଙ୍କ ଦୟା ବିନା ମଣିଷ ଜୀବନ
ହୋଇଥାଏ ମୂଲ୍ଯ ହୀନ
🙏🙏 ଜୟ ଜଗନ୍ନାଥ 🙏🙏
#JayJagannath #Odisha
Mukesh Kumar Sahu (@anchor_mukesh) 's Twitter Profile Photo

ପାର୍ବଣ କଟକଣା ଏଥର ଦୁର୍ଗାପୂଜାରେ ଡିଜେ-ମଦ ବ୍ୟାନ୍ #DurgaPuja #DJ #Odisha

ପାର୍ବଣ କଟକଣା
ଏଥର ଦୁର୍ଗାପୂଜାରେ ଡିଜେ-ମଦ ବ୍ୟାନ୍
#DurgaPuja #DJ #Odisha
Mukesh Kumar Sahu (@anchor_mukesh) 's Twitter Profile Photo

କରୁଣାର ବାରି ନୀଳାଦ୍ରିବିହାରୀ ଦୀନ ଜନ ଭାବଗ୍ରାହୀ, ତାଙ୍କ ଦୟା ବିନା ଏହି ଦୁନିଆରେ ପାରିବେନି କେହି ରହି । 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Puri #Odisha

କରୁଣାର ବାରି ନୀଳାଦ୍ରିବିହାରୀ
ଦୀନ ଜନ ଭାବଗ୍ରାହୀ,
ତାଙ୍କ ଦୟା ବିନା ଏହି ଦୁନିଆରେ
ପାରିବେନି କେହି ରହି ।
🙏🙏 ଜୟ ଜଗନ୍ନାଥ 🙏🙏
#JayJagannath #Puri #Odisha
Mukesh Kumar Sahu (@anchor_mukesh) 's Twitter Profile Photo

#ଘାଣ୍ଟ_ଖାଇଲେ_ମୁଖ୍ୟମନ୍ତ୍ରୀ #ପଖାଳ_ସହ_ବାଇଗଣ_ଭର୍ତ୍ତା ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ । ପଖାଳ ସହ ଖାଇଲେ ଶାଗ, ବଡିଚୁରା, ଛତୁ ବେସର ଏବଂ ସ୍ୱତନ୍ତ୍ର ଘାଣ୍ଟ । #MohanCharanMajhi #CM #Bhubaneswar #Odisha Mohan Charan Majhi

#ଘାଣ୍ଟ_ଖାଇଲେ_ମୁଖ୍ୟମନ୍ତ୍ରୀ
#ପଖାଳ_ସହ_ବାଇଗଣ_ଭର୍ତ୍ତା
ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ ।
ପଖାଳ ସହ ଖାଇଲେ ଶାଗ, ବଡିଚୁରା, ଛତୁ ବେସର ଏବଂ ସ୍ୱତନ୍ତ୍ର ଘାଣ୍ଟ ।
#MohanCharanMajhi #CM #Bhubaneswar #Odisha Mohan Charan Majhi
Mukesh Kumar Sahu (@anchor_mukesh) 's Twitter Profile Photo

ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । #RaghubarDas #MohanMajhi #HimantBiswaSarma Mohan Charan Majhi Himanta Biswa Sarma Raghubar Das #Odisha

ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
#RaghubarDas #MohanMajhi #HimantBiswaSarma Mohan Charan Majhi Himanta Biswa Sarma Raghubar Das #Odisha