Dr Dutee Chand Olympian (@duteechand) 's Twitter Profile
Dr Dutee Chand Olympian

@duteechand

Fastest Woman of India | 100mtr | 11:17 secs Olympian international athletes
Arjuna awarded 2020

ID: 2252236556

linkhttp://duteechand.com calendar_today18-12-2013 16:32:41

1,1K Tweet

47,47K Followers

264 Following

Dr Dutee Chand Olympian (@duteechand) 's Twitter Profile Photo

OUR DUTEE CHAND SPORTS FOUNDATION students Pratik Won gold and New Meet Record at jr national Athletic championship. Congratulations and thanks to all best wishes. #odishasports #CMOOdisha #sports

OUR DUTEE CHAND SPORTS FOUNDATION  students Pratik Won gold and New Meet Record at jr national Athletic championship. Congratulations and thanks to all best wishes.
#odishasports 
#CMOOdisha 
#sports
Dr Dutee Chand Olympian (@duteechand) 's Twitter Profile Photo

ଆଜି ଧର୍ମଶାଳା ନିର୍ବାଚନମଣ୍ଡଳୀର ଅନ୍ତର୍ଗତ ସଙ୍ଖାରିଡିହ ଧର୍ମଶାଳା ପବ୍ଲିକ୍ ବିଦ୍ୟାଳୟ ରେ ଆୟୋଜିତ କବାଡି ପ୍ରତିଯୋଗିତାର ଶୁଭ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲି ।। ଏହି କାର୍ଯ୍ୟକ୍ରମରେ ଧର୍ମଶାଳାର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।।

ଆଜି ଧର୍ମଶାଳା ନିର୍ବାଚନମଣ୍ଡଳୀର ଅନ୍ତର୍ଗତ ସଙ୍ଖାରିଡିହ ଧର୍ମଶାଳା ପବ୍ଲିକ୍ ବିଦ୍ୟାଳୟ ରେ ଆୟୋଜିତ କବାଡି ପ୍ରତିଯୋଗିତାର ଶୁଭ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲି ।।
ଏହି କାର୍ଯ୍ୟକ୍ରମରେ ଧର୍ମଶାଳାର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।।
Dr Dutee Chand Olympian (@duteechand) 's Twitter Profile Photo

ଚକ୍ରଧରପୁର ଗ୍ରାମପଞ୍ଚାୟତ ମୁକୁନ୍ଦପୁର ଖେଳ ପଡିଆରେ ଆୟୋଜିତ ଜଗତ ଏବଂ ଘନଶ୍ୟାମ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେଯୋଗଦାନ କରିଥିଲି। ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବକୁ ଜାଗ୍ରତ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରିଥିବାରୁ ଡ଼ନ ସ୍ପୋର୍ଟିଙ୍ଗ କ୍ରିକେଟ୍ କ୍ଲବ’ର ସଦସ୍ୟ ମାନଙ୍କୁ ଧନ୍ୟବଦ

*ନୂତନ ବର୍ଷ ରେ ନୂଆ ଏକ ପ୍ରୟାସ * ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଘଟୁଥିବା ଅନେକ ଘଟଣାକୁ ଆପଣ ମାନଙ୍କ ସମ୍ନା କୁ ଆଣିବା ପାଇଁ ସବୁବେଳେ ସବୁ ସମୟରେ ଆପଣଙ୍କ ସହ ନୂଆ ଡିଜିଟାଲ ମିଡିଆ DUTEECHAND tv ସବୁ ବେଳେ ଦୌଡିବ ଆପଣଙ୍କ ସମସ୍ୟା କୁ ନେଇ। youtu.be/4WRm9GK4od0?si…

*ନୂତନ ବର୍ଷ ରେ ନୂଆ ଏକ ପ୍ରୟାସ *
ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଘଟୁଥିବା ଅନେକ ଘଟଣାକୁ ଆପଣ ମାନଙ୍କ ସମ୍ନା କୁ ଆଣିବା ପାଇଁ ସବୁବେଳେ ସବୁ ସମୟରେ ଆପଣଙ୍କ ସହ ନୂଆ ଡିଜିଟାଲ ମିଡିଆ DUTEECHAND tv
ସବୁ ବେଳେ ଦୌଡିବ ଆପଣଙ୍କ ସମସ୍ୟା କୁ ନେଇ। 
youtu.be/4WRm9GK4od0?si…
Dr Dutee Chand Olympian (@duteechand) 's Twitter Profile Photo

ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଜନ୍ମଦିନରେ ଅଶେଷ ଶୁଭକାମନା।ପ୍ରଭୁ ଜଗନ୍ନାଥଙ୍କୁ ଗୁହାରୀ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରତ ରହିବାକୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ। Mohan Charan Majhi

ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଜନ୍ମଦିନରେ ଅଶେଷ ଶୁଭକାମନା।ପ୍ରଭୁ ଜଗନ୍ନାଥଙ୍କୁ ଗୁହାରୀ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଓଡ଼ିଆ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟରତ ରହିବାକୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ।
<a href="/MohanMOdisha/">Mohan Charan Majhi</a>
Dr Dutee Chand Olympian (@duteechand) 's Twitter Profile Photo

ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳ ରେ ସହିଦ ଭଗତ ସିଂହ ଯୁବ ସମାଜ ସଙ୍ଘଠନ ତରଫରୁ ସୁବାସ ଭୋଷ ଙ୍କର ଶହେ ଅଣତିରିଶ ତମ ଜନ୍ମ ଜୟନ୍ତୀ ଉତ୍ସବ ରେ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ସମ୍ବର୍ଦ୍ଧିତ କରି କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲି।

ଭୁବନେଶ୍ୱର କିଟ୍ ଓ କିସ୍ ଅନୁଷ୍ଠାନ ତରଫରୁ ଶିକ୍ଷା ସମସ୍ତଙ୍କ ପାଇଁ ଅବଷ୍ୟକ ଆହ୍ୱାନ ଦେଇ ଏକ ମହିଳା ପାଟାଥନ୍ ମିନି ମାରାଥନ ଗଣ ଦୌଡ ଆୟୋଜନ କରାଯାଇଥିଲା ଏହି ମାରାଥନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି ସୁରମା ପାଢ଼ୀ,ଭୁବନେଶ୍ୱର ମେୟର ସୁଲୋଚନା ଦାସ, କୀଟ କିସ ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ,ଉପସ୍ଥିତ ଥିଲେ।

କିଟ୍ ବିଶ୍ବିଦ୍ୟାଳୟ ରେ ଏକ ଛାତ୍ରୀ ମୃତ୍ୟୁ ଅତନ୍ତ୍ୟ ଦୁଃଖଦାୟକ। କିନ୍ତୁ କିଛି କୁଚକ୍ରି ଗୋଷ୍ଠୀ, କିଟ୍ କୁ ବଦନାମ କରିବା ପାଇଁ କାଲିଠୁ ଲାଗିଛନ୍ତି, ଏହି ପ୍ରସଙ୍ଗର ଗୋଟିଏ ପାର୍ଶ୍ୱ ଦେଖାଯାଇ ଅନୁଷ୍ଠାନ ର ଛବି କୁ ନଷ୍ଟ କରାଯାଉଛି। ପୁଲିସ ଅନୁସନ୍ଧାନ କରୁଛି। ଅପେକ୍ଷା କରନ୍ତୁ, ସତ୍ୟ ନିଶ୍ଚୟ ସାମ୍ନାକୁ ଆସିବ।

ଆଜି ଗଞ୍ଜାମ ଜିଲ୍ଲା କମପଲ୍ଲୀ ରେ ସମ୍ପର୍କ ବିଦ୍ୟାଳୟ ପ୍ରାଙ୍ଗଣରେ ଗଞ୍ଜାମ ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସନ୍ନମାନୀତ ହେବା ସହ ଅନେକ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ମହିଳା ଙ୍କୁ ସନ୍ନମାନୀତ କରିଥିଲି.ନାରୀ ଅନେକ କ୍ଷେତ୍ର ରେ ଗୌରବ ଅର୍ଜନ କରୁଛି ।

ଆଜି ନୂଆ ଦିଲ୍ଲୀର mirandahouse ରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ TDEX TAK କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜର ବ୍ୟକ୍ତିଗତ କ୍ରୀଡା ଜୀବନ ର ସଂଘର୍ଷପୂର୍ଣ୍ଣ କାହାଣୀ ଉପସ୍ଥାପନ କରିବା ସହିତ। ଆନ୍ତର୍ଜାତିକ TDEX TAK ଅନୁଷ୍ଠାନ କତୃପକ୍ଷ ଙ୍କ ହାତରୁ ସମ୍ବର୍ଦ୍ଧିତ ହୋଇଥିଲି। @tedxspeaker @Mirandahouse

ଆଜି ନୂଆ ଦିଲ୍ଲୀର mirandahouse ରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ TDEX TAK କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜର ବ୍ୟକ୍ତିଗତ କ୍ରୀଡା ଜୀବନ ର ସଂଘର୍ଷପୂର୍ଣ୍ଣ କାହାଣୀ ଉପସ୍ଥାପନ କରିବା ସହିତ। ଆନ୍ତର୍ଜାତିକ TDEX TAK ଅନୁଷ୍ଠାନ କତୃପକ୍ଷ ଙ୍କ ହାତରୁ ସମ୍ବର୍ଦ୍ଧିତ ହୋଇଥିଲି। 
@tedxspeaker 
@Mirandahouse
Dr Dutee Chand Olympian (@duteechand) 's Twitter Profile Photo

ଚୌଦ୍ୱାର ସରକାରୀ ଓ.ଟି.ଏମ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ ଦିବସ ରେ ମୁଖ୍ୟ ଅତିଥି ଭାବ ଯୋଗ ଦେଇଥିଲି.ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ସନ୍ନମାନୀତି କରିଥିଲେ. ଆଗକୁ ପଢିବା ସହ କି ପରି କ୍ରୀଡା ରେ ଭଲ ପ୍ରଦର୍ଶନ କରିବେ ଉଦବୋଧନ ଦେଇଥିଲି

ପବିତ୍ର “ମହାବିଷୁବ ସଂକ୍ରାନ୍ତି” ତଥା “ଓଡ଼ିଆ ନବବର୍ଷ” ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବବର୍ଷଟି ସୁଖ ଓ ସମୃଦ୍ଧିର ବର୍ଷ ହେଉ ।

Dr Dutee Chand Olympian (@duteechand) 's Twitter Profile Photo

Many Many happy returns of the day happy birthday to you brother 🙏 #HappyBirthdaySir ଓଡ଼ିଶାର ପୂର୍ବ ତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ, ବରିଷ୍ଠ IAS ଅଫିସର 5T ର ମୁଖ୍ୟ Sri VK Pandian Sir ଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Many Many happy returns of the day happy birthday to you brother 🙏 
#HappyBirthdaySir ଓଡ଼ିଶାର ପୂର୍ବ ତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିଗତ ସଚିବ, ବରିଷ୍ଠ IAS ଅଫିସର 5T ର ମୁଖ୍ୟ Sri VK Pandian Sir ଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
Dr Dutee Chand Olympian (@duteechand) 's Twitter Profile Photo

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। #RathaJatra #ରଥଯାତ୍ରା

ଜୟ ଜଗନ୍ନାଥ 🙏 ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ‘ସୁନାବେଶ’ ଅବସରରେ ଶୁଭେଚ୍ଛା । ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ମହାନ ପରମ୍ପରା ଆମ ଓଡ଼ିଶାର ଗର୍ବ ଓ ଗୌରବ । ମହାପ୍ରଭୁଙ୍କ ପାଖରେ ଆପଣଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି 🙏

ଜୟ ଜଗନ୍ନାଥ 🙏
ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ‘ସୁନାବେଶ’ ଅବସରରେ ଶୁଭେଚ୍ଛା । ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ମହାନ ପରମ୍ପରା ଆମ ଓଡ଼ିଶାର ଗର୍ବ ଓ ଗୌରବ । ମହାପ୍ରଭୁଙ୍କ ପାଖରେ ଆପଣଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି 🙏
Dr Dutee Chand Olympian (@duteechand) 's Twitter Profile Photo

Very happy to share that 40 student-athletes from KIIT Deemed to be University will represent India at the World University Games 2025 in Germany — the highest from any university in the country. It is a proud moment that out of 42 participants from Odisha, 40 are from KIIT,

Very happy to share that 40 student-athletes from KIIT Deemed to be University will represent India at the World University Games 2025 in Germany — the highest from any university in the country.

It is a proud moment that out of 42 participants from Odisha, 40 are from KIIT,
Dr Dutee Chand Olympian (@duteechand) 's Twitter Profile Photo

କ୍ରୀଡା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ଆଜି ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କମିଶନ ଇଣ୍ଡିଆ ଦ୍ୱାରା ଭୁବନେଶ୍ୱର ଦି ପ୍ରେସିଡେନସି ହୋଟେଲ ରେ ସନ୍ନମାନ ଜନକ ଅନେରେବୁଲ ଡ଼କ୍ଟରରେଟ ଆୱାର୍ଡ ମୋତେ ପ୍ରଦାନ କରାଗଲା।

BRONZE FOR INDIA! 🥉🇮🇳 The Indian men’s 4×100m relay team (Lalu Prasad Bhoi, Animesh Kujur, Manikanta Hoblidhar & Dondapati Jayaram) clocked 38.89s to clinch bronze at the 2025 World University Games!

BRONZE FOR INDIA! 🥉🇮🇳

The Indian men’s 4×100m relay team (Lalu Prasad Bhoi, Animesh Kujur, Manikanta Hoblidhar &amp; Dondapati Jayaram) clocked 38.89s to clinch bronze at the 2025 World University Games!
Dr Dutee Chand Olympian (@duteechand) 's Twitter Profile Photo

କିଟ୍ ଓ କିସ୍‍ ବିଶ୍ୱବିଦ୍ୟାଳୟର Dutee chand athletics stadium ଠାରେ ଅନୁଷ୍ଠିତ ହୋଇଥିବା CBSE Athletics meet Cluster -2, ରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କ୍ରୀଡାବିତ ମାନଙ୍କୁ ସମ୍ମାନିତ କରିବା ସହିତ ସଫଳତା ହାସଲ କରିଥିବା କ୍ରୀଡାବିତ ମାନଙ୍କୁ ପଦକ ସହିତ ଟ୍ରଫି ବଣ୍ଟନ କରିଥିଲି।