Dharmendra Pradhan (मोदी का परिवार)
@dpradhanbjp
Minister of Education and Minister of Skill Development & Entrepreneurship, Government of India. Views personal. RTs not endorsement
ID:1897514666
23-09-2013 14:45:38
70,3K Tweets
1,9M Followers
1,7K Following
Follow People
ରେଙ୍ଗାଲି ନିର୍ବାଚନମଣ୍ଡଳୀର କାଇଁସିରରେ ପ୍ରତିକୂଳ ପାଗ ସତ୍ତ୍ୱେ କାର୍ଯ୍ୟକର୍ତ୍ତା ଭାଇ ଭଉଣୀମାନେ ସ୍ୱାଗତ କରିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଉଛି ।
‘ବିଜୟ ସଂକଳ୍ପ ସଭା’ରେ ଜନସାଧାରଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ Narendra Modi ଓ ବିଜେପିକୁ ନେଇ ଏକ ଭିନ୍ନ ଉର୍ଜା ଏବଂ ଉତ୍ସାହ ଅଛି, ଯାହାକୁ ତୁଳନା କରାଯାଇପାରିବ ନାହିଁ । ଏହି
ରେଙ୍ଗାଲି ନିର୍ବାଚନମଣ୍ଡଳୀ ଗୋଶାଲା ମଣ୍ଡଳ ଚାରପାଲିରେ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେଇ ମୋତେ ଏବଂ ରେଙ୍ଗାଲି ବିଧାୟକ ପ୍ରାର୍ଥୀ Nauri Nayak ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କଲି । ଆଜି ଦେଶରେ ପ୍ରଧାନମନ୍ତ୍ରୀ Narendra Modi ଙ୍କ ନେତୃତ୍ୱରେ ଏପରି ଏକ ସରକାର ଅଛି, ଯେଉଁ ସରକାର ସର୍ବଦା ଗରିବ, ମହିଳା, ଚାଷୀ,
ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇଥିବା ବନ୍ଧୁ ମାନଙ୍କୁ ଧନ୍ୟବାଦ । ସାଧାରଣ ଜନତା ଭୋଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ Narendra Modi ଓ BJP , BJP Odisha କୁ ଆଶୀର୍ବାଦ କରିଛନ୍ତି । ଓଡ଼ିଶା ଓ ଦେଶରେ ଏକ ପ୍ରଗତିଶୀଳ ସରକାର ଗଠନ ପାଇଁ ଭୋଟ୍ ଦେଇଥିବା ଜନତା ବିଶେଷତଃ ମାତୃଶକ୍ତି ଓ ଯୁବସାଥୀଙ୍କ ପାଖରେ ମୁଁ କୃତଜ୍ଞ ।