Dharmendra Pradhan (मोदी का परिवार)(@dpradhanbjp) 's Twitter Profileg
Dharmendra Pradhan (मोदी का परिवार)

@dpradhanbjp

Minister of Education and Minister of Skill Development & Entrepreneurship, Government of India. Views personal. RTs not endorsement

ID:1897514666

calendar_today23-09-2013 14:45:38

70,2K Tweets

1,9M Followers

1,7K Following

Follow People
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ରେଙ୍ଗାଲି ନିର୍ବାଚନମଣ୍ଡଳୀର କାଇଁସିରରେ ପ୍ରତିକୂଳ ପାଗ ସତ୍ତ୍ୱେ କାର୍ଯ୍ୟକର୍ତ୍ତା ଭାଇ ଭଉଣୀମାନେ ସ୍ୱାଗତ କରିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଉଛି ।

‘ବିଜୟ ସଂକଳ୍ପ ସଭା’ରେ ଜନସାଧାରଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ Narendra Modi ଓ ବିଜେପିକୁ ନେଇ ଏକ ଭିନ୍ନ ଉର୍ଜା ଏବଂ ଉତ୍ସାହ ଅଛି, ଯାହାକୁ ତୁଳନା କରାଯାଇପାରିବ ନାହିଁ । ଏହି

ରେଙ୍ଗାଲି ନିର୍ବାଚନମଣ୍ଡଳୀର କାଇଁସିରରେ ପ୍ରତିକୂଳ ପାଗ ସତ୍ତ୍ୱେ କାର୍ଯ୍ୟକର୍ତ୍ତା ଭାଇ ଭଉଣୀମାନେ ସ୍ୱାଗତ କରିଥିବାରୁ ଆନ୍ତରିକ କୃତଜ୍ଞତା ଜଣାଉଛି । ‘ବିଜୟ ସଂକଳ୍ପ ସଭା’ରେ ଜନସାଧାରଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ @narendramodi ଓ ବିଜେପିକୁ ନେଇ ଏକ ଭିନ୍ନ ଉର୍ଜା ଏବଂ ଉତ୍ସାହ ଅଛି, ଯାହାକୁ ତୁଳନା କରାଯାଇପାରିବ ନାହିଁ । ଏହି
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ବିଜେପି ସରକାର ହେଲେ ସମ୍ବଲପୁରରେ କୃଷି ଉପରେ ପ୍ରୋତ୍ସାହନ ଦିଆଯିବା ସହ ଗବେଷଣା ପାଇଁ ଏକ ପୂର୍ଣ୍ଣାଙ୍ଗ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ । ମାଛ ଚାଷ ସମେତ ସବୁ ଚାଷୀ ଭାଇ ମାନଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବ । ଖାଲିଥିବା ସମସ୍ତ ପଦବୀ ପୂରଣ କରାଯିବ । ଏହି ଅଞ୍ଚଳର ମୌଳିକ ସୁବିଧା ସହ ପର୍ଯ୍ୟଟନକୁ ବିକଶିତ କରାଯିବ ଏବଂ

ରେଙ୍ଗାଲି ନିର୍ବାଚନମଣ୍ଡଳୀ ଗୋଶାଲା ମଣ୍ଡଳ ଚାରପାଲିରେ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେଇ ମୋତେ ଏବଂ ରେଙ୍ଗାଲି ବିଧାୟକ ପ୍ରାର୍ଥୀ Nauri Nayak ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କଲି । ଆଜି ଦେଶରେ ପ୍ରଧାନମନ୍ତ୍ରୀ Narendra Modi ଙ୍କ ନେତୃତ୍ୱରେ ଏପରି ଏକ ସରକାର ଅଛି, ଯେଉଁ ସରକାର ସର୍ବଦା ଗରିବ, ମହିଳା, ଚାଷୀ,

ରେଙ୍ଗାଲି ନିର୍ବାଚନମଣ୍ଡଳୀ ଗୋଶାଲା ମଣ୍ଡଳ ଚାରପାଲିରେ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେଇ ମୋତେ ଏବଂ ରେଙ୍ଗାଲି ବିଧାୟକ ପ୍ରାର୍ଥୀ @NauriNayak ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କଲି । ଆଜି ଦେଶରେ ପ୍ରଧାନମନ୍ତ୍ରୀ @narendramodi ଙ୍କ ନେତୃତ୍ୱରେ ଏପରି ଏକ ସରକାର ଅଛି, ଯେଉଁ ସରକାର ସର୍ବଦା ଗରିବ, ମହିଳା, ଚାଷୀ,
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇଥିବା ବନ୍ଧୁ ମାନଙ୍କୁ ଧନ୍ୟବାଦ । ସାଧାରଣ ଜନତା ଭୋଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ Narendra ModiBJP , BJP Odisha କୁ ଆଶୀର୍ବାଦ କରିଛନ୍ତି । ଓଡ଼ିଶା ଓ ଦେଶରେ ଏକ ପ୍ରଗତିଶୀଳ ସରକାର ଗଠନ ପାଇଁ ଭୋଟ୍ ଦେଇଥିବା ଜନତା ବିଶେଷତଃ ମାତୃଶକ୍ତି ଓ ଯୁବସାଥୀଙ୍କ ପାଖରେ ମୁଁ କୃତଜ୍ଞ ।

account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ବଜାୟ ରଖିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ।

ରେଙ୍ଗାଲି ନିର୍ବାଚନମଣ୍ଡଳୀର ଚାରପାଲିରେ ‘ବିଜୟ ସଂକଳ୍ପ ସମାବେଶ’ x.com/i/broadcasts/1…

account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ରେଙ୍ଗାଲି ନିର୍ବାଚନମଣ୍ଡଳୀର ଚିପିଲିମା ଠାରେ କାର୍ଯ୍ୟକର୍ତ୍ତାଙ୍କ ସହ ସୁକାନ୍ତ ନାୟକ ବାବୁଙ୍କ ଦୋକାନରୁ ଚା’ ପିଇଲି । ଏହି ଅବସରରେ ଅଞ୍ଚଳବାସୀଙ୍କୁ ଭେଟିବା ସହ ସେମାନଙ୍କ ଆଶୀର୍ବାଦ ଓ ସହଯୋଗ କାମନା କଲି ।

ରେଙ୍ଗାଲି ନିର୍ବାଚନମଣ୍ଡଳୀର ଚିପିଲିମା ଠାରେ କାର୍ଯ୍ୟକର୍ତ୍ତାଙ୍କ ସହ ସୁକାନ୍ତ ନାୟକ ବାବୁଙ୍କ ଦୋକାନରୁ ଚା’ ପିଇଲି । ଏହି ଅବସରରେ ଅଞ୍ଚଳବାସୀଙ୍କୁ ଭେଟିବା ସହ ସେମାନଙ୍କ ଆଶୀର୍ବାଦ ଓ ସହଯୋଗ କାମନା କଲି । #Sambalpur #Odisha
account_circle
Narendra Modi(@narendramodi) 's Twitter Profile Photo

ଏକବିଂଶ ଶତାବ୍ଦୀର ଓଡ଼ିଶାକୁ ବିକାଶର ଯେଉଁ ଗତି ଆବଶ୍ୟକ ତାହାକୁ ବିଜେପି ହିଁ ପ୍ରଦାନ କରିପାରିବ।

account_circle
Narendra Modi(@narendramodi) 's Twitter Profile Photo

ଓଡ଼ିଶାରେ ବିଜେପି ସରକାର ହେବା ପରେ ଶ୍ରୀଜଗନ୍ନାଥ ମନ୍ଦିରର ଶ୍ରୀ ରତ୍ନ ଭଣ୍ଡାର ଚାବି ହଜିବା ରହସ୍ୟର ଉନ୍ମୋଚନ କରାଯିବ।

account_circle
Narendra Modi(@narendramodi) 's Twitter Profile Photo

ମୋଦୀ ସରକାର ଖଣିଜ ସମ୍ପଦକୁ ନେଇ ଯେଉଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି, ସେଥିରେ ମଧ୍ୟ ବିଜେଡିର ଲୋକମାନେ ଦୁର୍ନୀତି କରିଛନ୍ତି।

account_circle
Narendra Modi(@narendramodi) 's Twitter Profile Photo

ଓଡ଼ିଶାର ମୋର ଭାଇ ଭଉଣୀଙ୍କୁ ଆଜି ଅନୁଭବ ହେଉଛି ଯେ ରାଜ୍ୟରେ 25 ବର୍ଷର ବିଜେଡି ଶାସନ କାଳରେ ତାଙ୍କୁ ଦୁଃଖ ଓ ଦାଦନ ସମସ୍ୟା ବ୍ୟତୀତ ଆଉ କିଛି ମିଳି ନାହିଁ।

account_circle
Narendra Modi(@narendramodi) 's Twitter Profile Photo

ଢେଙ୍କାନାଳରେ ଅପାର ଜନସମର୍ଥନରୁ ଏହା ସ୍ପଷ୍ଟ ଯେ ଓଡ଼ିଶାର ଜନତା-ଜନାର୍ଦ୍ଦନଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି।

ଢେଙ୍କାନାଳରେ ଅପାର ଜନସମର୍ଥନରୁ ଏହା ସ୍ପଷ୍ଟ ଯେ ଓଡ଼ିଶାର ଜନତା-ଜନାର୍ଦ୍ଦନଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି।
account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ଶୁଭୁଛି ପରିବର୍ତ୍ତନର ସ୍ୱର,ଓଡ଼ିଶାରେ ହେବ ବିଜେପି ସରକାର କୁଚିଣ୍ଡାରେ ବିଜୟ ସଂକଳ୍ପ ସମାବେଶ x.com/i/broadcasts/1…

account_circle