Collector & DM, Malkangiri(@dm_malkangiri) 's Twitter Profileg
Collector & DM, Malkangiri

@dm_malkangiri

Office of the District Magistrate, Malkangiri

ID:1140504899718766592

linkhttps://malkangiri.nic.in/ calendar_today17-06-2019 06:22:12

6,6K Tweets

11,7K Followers

125 Following

CEO Odisha(@OdishaCeo) 's Twitter Profile Photo

ନିର୍ବାଚନ ଆଚରଣ ବିଧି ଉଲଂଘନର ସୂଚନା ପ୍ରଦାନ କରନ୍ତୁ ଓ 100 ମିନିଟ ମଧ୍ୟରେ ସମାଧାନ ପାଆନ୍ତୁ l
ସୂଚନା ଦିଅନ୍ତୁ ଓ ସଶକ୍ତ ରୁହନ୍ତୁ l

ନିର୍ବାଚନ ଆଚରଣ ବିଧି ଉଲଂଘନର ସୂଚନା ପ୍ରଦାନ କରନ୍ତୁ ଓ 100 ମିନିଟ ମଧ୍ୟରେ ସମାଧାନ ପାଆନ୍ତୁ l ସୂଚନା ଦିଅନ୍ତୁ ଓ ସଶକ୍ତ ରୁହନ୍ତୁ l #CVigil #ChunavKaParv #DeshKaGarv
account_circle
CEO Odisha(@OdishaCeo) 's Twitter Profile Photo

ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ସକ୍ଷମ -ଆପ l
ପଞ୍ଜିକରଣ ଠାରୁ ଆରମ୍ଭ କରି ମତଦାନ ଦିବସରେ ସୁଗମ ବାହାନ ପାଇଁ ଆବେଦନ ଏବେ ଆପଣଙ୍କ ହାତ ପାହାନ୍ତାରେ l
ଆସନ୍ତୁ ଏହି ନିର୍ବାଚନକୁ ସୁଗମ ଓ ସହାଭାଗୀ କରିବା l
'ମୁଁ ବି ସକ୍ଷମ - ମତଦାନ ପାଇଁ !'

account_circle
CEO Odisha(@OdishaCeo) 's Twitter Profile Photo

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଆସନ ପାଇଁ ମତଦାନ କରାଯିବ । ଆପଣଙ୍କ ଭୋଟ.. ଆପଣଙ୍କ ସ୍ୱର l👭👫👩‍🦽🧑‍🤝‍🧑
'ମେ ୧୩' ଭୁଲିବେ ନାହିଁ ! 👆🇮🇳

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଆସନ ପାଇଁ ମତଦାନ କରାଯିବ । ଆପଣଙ୍କ ଭୋଟ.. ଆପଣଙ୍କ ସ୍ୱର l👭👫👩‍🦽🧑‍🤝‍🧑 'ମେ ୧୩' ଭୁଲିବେ ନାହିଁ ! 👆🇮🇳 #OdishaElections2024 #Chunavkaparv #DeshKaGarv
account_circle
Election Commission of India(@ECISVEEP) 's Twitter Profile Photo

ECIs App - a one-stop solution for facilitating PwDs from enrolment to poll day facilities. PwD electors can avail various services provided by enabling their participation in the election process, thus making them Saksham.

ECIs #Saksham App - a one-stop solution for facilitating PwDs from enrolment to poll day facilities. PwD electors can avail various services provided by #ECI enabling their participation in the election process, thus making them Saksham. #AccessibleElections
account_circle
CEO Odisha(@OdishaCeo) 's Twitter Profile Photo

ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟର ମାନଙ୍କ ନିମନ୍ତେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା lସଚେତନତା ହିଁ ଶକ୍ତି l Election Commission of India DD News Odia Spokesperson ECI I & PR Department, Odisha

account_circle
CEO Odisha(@OdishaCeo) 's Twitter Profile Photo

ଭାରତ ନିର୍ବାଚନ ଆୟୋଗ ମତଦାନର ଗୋପନୀୟତାକୁ ପ୍ରାଧାନ୍ୟ ଦେଇଥାଏ l ଆପଣଙ୍କ ଭୋଟ ଗୋପନୀୟ ଅଟେl ନିର୍ବାଚନ ଆଚରଣ ଵିଧି ଉଲଂଘନ ସମ୍ବନ୍ଧୀୟ ଘଟଣାର ସମାଧାନ ପାଇଁ cVigil ଆପ ବ୍ୟବହାର କରନ୍ତୁ l

ଏକ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସଂକଳ୍ପ ନିଅନ୍ତୁ l ଗଣତନ୍ତ୍ରର ମାନ ବଜାୟ ରଖନ୍ତୁ l ଜଣେ ନୀତିବାନ ଭୋଟର ହୁଅନ୍ତୁ l

ଏକ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସଂକଳ୍ପ ନିଅନ୍ତୁ l ଗଣତନ୍ତ୍ରର ମାନ ବଜାୟ ରଖନ୍ତୁ l ଜଣେ ନୀତିବାନ ଭୋଟର ହୁଅନ୍ତୁ l #ChunavKaParv #DeshKaGarv #InducementfreeElections #VoteForSure
account_circle
CEO Odisha(@OdishaCeo) 's Twitter Profile Photo

Voluntary Code of Ethics ବା ସ୍ବେଚ୍ଛାକୃତ ନୈତିକ ସଂହିତା Internet and Mobile association of India (IMAI) ଦ୍ୱାରା ପ୍ରଣିତ ଅଧିନିୟମ ଯାହା ଦ୍ୱାରା ପ୍ରାର୍ଥୀ ମାନେ ନିର୍ବାଚନର ସ୍ୱଚ୍ଛତାକୁ ବଜାୟ ରଖି ଅଧିନିୟମ ଗୁଡିକ ଅନୁଯାୟୀ ନିଜର ସାମାଜିକ ଗଣମାଧ୍ୟମ ଗୁଡିକରେ ନିରପେକ୍ଷ ଆଚରଣ ଅନୁସରଣ କରିବେ l

Voluntary Code of Ethics ବା ସ୍ବେଚ୍ଛାକୃତ ନୈତିକ ସଂହିତା Internet and Mobile association of India (IMAI) ଦ୍ୱାରା ପ୍ରଣିତ ଅଧିନିୟମ ଯାହା ଦ୍ୱାରା ପ୍ରାର୍ଥୀ ମାନେ ନିର୍ବାଚନର ସ୍ୱଚ୍ଛତାକୁ ବଜାୟ ରଖି ଅଧିନିୟମ ଗୁଡିକ ଅନୁଯାୟୀ ନିଜର ସାମାଜିକ ଗଣମାଧ୍ୟମ ଗୁଡିକରେ ନିରପେକ୍ଷ ଆଚରଣ ଅନୁସରଣ କରିବେ l #CodeOfEthics #IMAI
account_circle
CEO Odisha(@OdishaCeo) 's Twitter Profile Photo

ଭୋଟର ତାଲିକାରେ ନାମ ଯାଞ୍ଚଠାରୁ ଆରମ୍ଭ କରି ଭୋଟ ଦେବା ପର୍ଯ୍ୟନ୍ତ ସମସ୍ତ ସୂଚନା ପାଇଁ ଭିଡ଼ିଓଟିକୁ ପୁରା ଦେଖନ୍ତୁ l
I & PR Department, Odisha Election Commission of India youtube.com/watch?v=mwqFbw…

account_circle
Collector & DM, Malkangiri(@dm_malkangiri) 's Twitter Profile Photo

ଜବାହର ନବୋଦୟ ବିଦ୍ୟାଲୟ,ମାଲକାନଗିରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ପିତାମାତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ ଚିଠି ଲେଖଛନ୍ତି।ଏହା ଏକ ଦାୟିତ୍ୱବାନ ନାଗରିକଙ୍କ ଅଧିକାର ହୋଇଥିବାରୁ ସେମାନେ ନିଜ ପିତାମାତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ନିଜ ଭୋଟ ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି I

ଜବାହର ନବୋଦୟ ବିଦ୍ୟାଲୟ,ମାଲକାନଗିରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ପିତାମାତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ ଚିଠି ଲେଖଛନ୍ତି।ଏହା ଏକ ଦାୟିତ୍ୱବାନ ନାଗରିକଙ୍କ ଅଧିକାର ହୋଇଥିବାରୁ ସେମାନେ ନିଜ ପିତାମାତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ନିଜ ଭୋଟ ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି I
account_circle
CEO Odisha(@OdishaCeo) 's Twitter Profile Photo

CVigil ଆପ ଦ୍ୱାରା ଆପଣ ନିର୍ବାଚନ ଆଚରଣ ଵିଧି ଉଲଂଘନର ସୂଚନା ପ୍ରଦାନ କରିପାରିବେ ଓ 100 ମିନିଟ ମଧ୍ୟରେ ସମାଧାନ ପାଇବେ l

CVigil ଆପ ଦ୍ୱାରା ଆପଣ ନିର୍ବାଚନ ଆଚରଣ ଵିଧି ଉଲଂଘନର ସୂଚନା ପ୍ରଦାନ କରିପାରିବେ ଓ 100 ମିନିଟ ମଧ୍ୟରେ ସମାଧାନ ପାଇବେ l #Cvigil #ICTApps #MCC
account_circle
Election Commission of India(@ECISVEEP) 's Twitter Profile Photo

False Claim: A message is being circulated on Whats App that Govt employees cannot cast their vote through postal ballot.

Reality: Message is misleading & fake. Eligible Officials on election duty can cast their vote through postal ballot at designated Voter Facilitation Centre

False Claim: A message is being circulated on Whats App that Govt employees cannot cast their vote through postal ballot. Reality: Message is misleading & fake. Eligible Officials on election duty can cast their vote through postal ballot at designated Voter Facilitation Centre
account_circle
CEO Odisha(@OdishaCeo) 's Twitter Profile Photo

Be a responsible voter and verify before you amplify. Don't let fake news sway your decision-making. Verify facts, ensure accuracy, and uphold the integrity of your vote.

Be a responsible voter and verify before you amplify. Don't let fake news sway your decision-making. Verify facts, ensure accuracy, and uphold the integrity of your vote. #ResponsibleVoting #FactCheck #FakeNewsAwareness #SGE2024 #OdishaVotes
account_circle
CEO Odisha(@OdishaCeo) 's Twitter Profile Photo

ମତଦାନର ଦିନ ଛୁଟିର ଦିନ ନୁହେଁ, ଏହା କର୍ତ୍ତବ୍ୟର ଦିନ lଆସନ୍ତା ସାଧାରଣ ନିର୍ବାଚନରେ ନିଶ୍ଚିତ ମତଦାନ କରନ୍ତୁ l

account_circle
CEO Odisha(@OdishaCeo) 's Twitter Profile Photo

ବିନା କୌଣସି ପ୍ରଲୋଭନର ବଶବର୍ତ୍ତୀ ହୋଇ ମତଦାନ କରନ୍ତୁ l ଆପଣଙ୍କ ଭୋଟ.. ଆପଣଙ୍କ ସ୍ୱର l

ବିନା କୌଣସି ପ୍ରଲୋଭନର ବଶବର୍ତ୍ତୀ ହୋଇ ମତଦାନ କରନ୍ତୁ l ଆପଣଙ୍କ ଭୋଟ.. ଆପଣଙ୍କ ସ୍ୱର l #InducementfreeElections #EthnicalVoting #YourVoteYouravoice
account_circle
CEO Odisha(@OdishaCeo) 's Twitter Profile Photo

ପ୍ରଥମ ଥର ଭୋଟ ଦେବାର ଅନୁଭୂତି ନିଆରା l👫👩‍🦽👫👭
ଏଥର ସୁଯୋଗ ହାତଛଡା କରନ୍ତୁ ନାହିଁ l ଗର୍ବର ସହ ମତଦାନ କରନ୍ତୁ ଓ ନିଜର ଦେଶ ଓ ରାଜ୍ୟ ପ୍ରତି କର୍ତ୍ତବ୍ୟ ପାଳନ କରନ୍ତୁ l🇮🇳👆
'ମତଦାନ ଅଟେ ଅତୁଳନୀୟ, ମତଦାନ ଆମେ କରିବା ନିଶ୍ଚୟ l'
Spokesperson ECI Election Commission of India I & PR Department, Odisha DD ODIA

account_circle
CEO Odisha(@OdishaCeo) 's Twitter Profile Photo

ଏବେ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ସବୁଠାରୁ ସହଜ l
ତେବେ କଣ ପାଇଁ ଅପେକ୍ଷା? ଆଜି ହିଁ ଯାଞ୍ଚ କରନ୍ତୁ l

ଏବେ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ସବୁଠାରୁ ସହଜ l ତେବେ କଣ ପାଇଁ ଅପେକ୍ଷା? ଆଜି ହିଁ ଯାଞ୍ଚ କରନ୍ତୁ l #NirbachanKaParv #DeshKaGarv #CheckYourDetails #GoVerify
account_circle
CEO Odisha(@OdishaCeo) 's Twitter Profile Photo

'Your vote is your voice, make it count! 🗳️ Let's do our duty and shape the future together. Every vote matters, so let's ensure our voices are heard.

'Your vote is your voice, make it count! 🗳️ Let's do our duty and shape the future together. Every vote matters, so let's ensure our voices are heard. #Vote4Sure #YourVoiceYourVote #SGE2024 #OdishaVotes
account_circle