Kishor Meher(@bairakhpali) 's Twitter Profileg
Kishor Meher

@bairakhpali

, Constitution is the BOOK. JNU alum.Azadi from illiteracy and mental https://t.co/Qu7J7C8mdI impartial observer of Rural India 's polity and society .

ID:1100254694671175680

calendar_today26-02-2019 04:42:15

15,3K Tweets

1,7K Followers

3,4K Following

Kishor Meher(@bairakhpali) 's Twitter Profile Photo

କ୍ଷତ୍ରପ କେବେ କୋଉ ଖେତ ରେ ଓହ୍ଲାଇ ନାହାନ୍ତି , ଖଳା ଦେଖି ନାହାନ୍ତି ,ତନ୍ତ ଶାଳ କଣ ଜାଣି ନାହାନ୍ତି ,କୋଉ ପୋଖରୀକୁ ଓହ୍ଲାଇ ନାହାନ୍ତି , କୋଉ ଗାଁ ସ୍କୁଲ ରେ କେହି କେବେ ଦେଖି ନାହିଁ, ସର୍ବ ସାଧାରଣ ରେଳ ଡବା ରେ ବସିବା କେହି ଦେଖି ନାହାଁନ୍ତି ।ସେ କେମିତି ଜାଣନ୍ତି ଲୋକେ କିପରି ବଞ୍ଚନ୍ତି !!

account_circle
Kishor Meher(@bairakhpali) 's Twitter Profile Photo

ଯେଉଁ ଆଧାରରେ ଆଡଭାନୀ ,ଯୋଶୀ ଆଦି ନେତା ୭୫ ବର୍ଷ ବୟସରେ ମାର୍ଗ ଦର୍ଶନ ମଣ୍ଡଳୀରେ ସ୍ଥାନ ପାଇଲେ ,ସେଇ ଆଧାରରେ ମୋଦି ମଧ୍ୟ ଆଉ ଦୁଇ ବର୍ଷ ପରେ ମାର୍ଗ ଦର୍ଶନ ମଣ୍ଡଳୀରେ ସ୍ଥାନ ପାଇବେ ବୋଲି ଆଶା କରାଯାଏ।

account_circle
Kishor Meher(@bairakhpali) 's Twitter Profile Photo

ଆସ,ସମସ୍ତେ ଭୋଟ ଦେବା ,ଦେଶ ଗଢିବାରେ ସହାୟକ ହେବ।

account_circle
Kishor Meher(@bairakhpali) 's Twitter Profile Photo

ଏଥର ସଭିଏ ଘରୁ ବାହାରିବେ ,ଭୋଟ ଦେବେ। ଜୀବନ ଜୀବିକା ପାଇଁ ଭୋଟ ଦେବେ। ଏହି ମହିଳା ମାନେ ବେଶ ସଚେତନ ନିଜ ଅଧିକାର କୁ ନେଇ।

ଆଜି ସାପ୍ତାହିକ ଗାଁ ହାଟରେ। ଦୁଇ ଜଣ ଭାଇ ପଢ଼ିଲେ ,ବହୁତ ଖୁସି ହେଲେ ,ଧନ୍ୟବାଦ ଦେଲେ। ସଙ୍ଗେ ସଙ୍ଗେ ନିଜ ଅଞ୍ଚଳ ନେତାଙ୍କ ଭଲ ମନ୍ଦ କହିଲେ ,ସରକାରଙ୍କ କାମ ବି କହିଲେ। ଏତିକି ତ ଆବଶ୍ୟକ ! ଲୋକେ ଦେଶ ,ରାଜ୍ୟ ଶାସନ ରେ ମୁଣ୍ଡ ଖେଳା ନ୍ତୁ,ନାଗରିକ ହୁଅନ୍ତୁ।

Prof.Bandal has transformed himself so meticulously that he smacks social science every day. Not surprised .

account_circle
Kishor Meher(@bairakhpali) 's Twitter Profile Photo

ଏଥର ବିଧାନ ସଭା ଅଧିବେଶନ ଗୁଡ଼ିକ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହେବନି ତ ? ବିଧାୟକ ଏବଂ ମନ୍ତ୍ରୀ ମାନେ ସେମାନଙ୍କ ସାମ୍ବିଧାନିକ କ୍ଷମତା ପାଇ ବେ ତ ? ଅମଲା ମାନେ ମନ୍ତ୍ରୀ ବିଧାୟକ ଙ୍କ ନିକଟରେ ଉତ୍ତର ଦାୟୀ ରହିବେ ତ ? ପ୍ରକୃତରେ ଲୋକ ତନ୍ତ୍ର ଶାସନ ପ୍ରଚଳିତ ହେବ ତ ? ଲୋକେ ଚିନ୍ତା କରିବା ଦରକାର।

account_circle
Kishor Meher(@bairakhpali) 's Twitter Profile Photo

ପାଣି ପାଇଁ କେତେ ସଂଘର୍ଷ! ଆଉ ଥୋକେ କେବଳ ମିନେରାଲ ପାଣି ହିଁ ପିଇବେ! ପାଣି ପୌଚ ବେପାର କୁ ମନା ନାହିଁ,କଟକଣା ବି ନାହି। ପାଣି ବେପାର ଭଳି ଅମାନବୀୟ ବେପାର କୁ ଅନୁମୋଦନ ଦେବା କେତେ ଦୂର ଠିକ୍?।ଏହା ଦ୍ବାରା ରାଷ୍ଟ୍ର ତାର ଦୟିତରୁ ଦୂରେଇ ଯାଉ ନାହିଁ କି !

'ଆମେ ଏଥର ସଭିଏଁ ଭୋଟ ଦେବୁ। ଟଙ୍କା କି ଅନ୍ୟ ପ୍ରଲୋଭନରେ ପଡ଼ିବୁ ନାହିଁ। ନିଜ ପରିବାର ପାଇଁ ଭୋଟ ଦେବୁ।' ଭାରତର ଲୋକେ ଯେଉଁ ଦିନ ନିଜ ଭୋଟ ର ମୂଲ୍ୟ ବୁଝି ଯିବେ ,ସେଦିନ ଗଣତନ୍ତ୍ର ସୁଦୃଢ ହେବ।

'ଆଜ୍ଞା ,ଧନ୍ୟବାଦ । ଏଥର ମୋ ଭୋଟ ବହୁତ ଭାବି ଚିନ୍ତି ଦେବି , ଟଙ୍କା, ମଦ ଅବା ଅନ୍ୟ କିଛି ପ୍ରଲୋଭାନରେ ପଡ଼ିବି ନାହିଁ। ମୋ।ଜୀବନ ,ମୋ ପିଲାଙ୍କ ଜୀବିକା ପାଇଁ ଏଥର ଭୋଟ ଦେବି '। ଯାହା ହେଉ ,ଏତିକି ତ ବୁଝିଲେ!