Drspeaks👩‍⚕️(@being_eyedolls) 's Twitter Profileg
Drspeaks👩‍⚕️

@being_eyedolls

Aao to welcome🙏jao to bheed kam😌

ID:830416164438159361

calendar_today11-02-2017 14:00:16

17,5K تغريدات

13,4K متابعون

604 التالية

Drspeaks👩‍⚕️(@being_eyedolls) 's Twitter Profile Photo

ନିର୍ବାଚନ ପ୍ରଚାର ଆଉ କିଛି ଦିନ ଲାଗି ରହିଥିଲେ ମ୍ୟାଡମ୍ କହିଥାନନ୍ତେ
'ମ୍ୟାଗି ବନେଇବା ପାଇଁ ବି ୨ ମିନିଟ୍ ଲାଗୁଚି..ହେଲେ ପାଣ୍ଡିଆନ୍ ସାର୍ ଙ୍କ ଯୋଗୁ ମହାପ୍ରଭୁ ୧ ମିନିଟ୍ ରେ ଦର୍ଶନ ଦଉଛନ୍ତି' 🥺

ଅବ୍ ବସ୍ ଭି କର୍ ବେହେନ୍.. ରୁଲାଏଗି କ୍ୟା 🤧

account_circle
#ମୋ_ଡାକ୍ତର🩺(@drdeepak81) 's Twitter Profile Photo

ଆଷ୍ଟ୍ରାଜେନ୍କା ବା କୋଭିସିଲ୍ଡ୍ କୁ ନେଇ ଯଉ ବିଶେଷ ଟିପ୍ପଣୀମାନ ଚାଲିଛି, ତା' ବିଷୟରେ କହୁଛି ।

୧- ପ୍ରତ୍ୟେକ ଭାକ୍ସିନ୍ ର କିଛି immediate, କିଛି longterm, ଆଉ କିଛି late ପାର୍ଶ୍ବ ପ୍ରତିକ୍ରିୟା ରହିପାରେ
୨- କ୍ଲିନିକାଲ ହ୍ୟୁମାନ ଟ୍ରାଏଲ୍ ଆଉ longterm market research ପରେ ସରକାର ବା ବେସରକାରୀ ବ୍ୟବହାର ପାଇଁ ...

account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଘରର ପରିସ୍ଥିତି ଏବେ ଏପରି ହୋଇଗଲାଣି ଯେ ଗୋଟାଏ ଜିନିଷ ଖୋଜିବାକୁ ଗଲାବେଳେ ଅନ୍ୟ ହଜିଯାଇଥିବା ଜିନିଷ ନୁଆ ନୁଆ ଅଜବ ଗଜବ ଜାଗାରୁ ସବୁ ପ୍ରକଟ ହଉଚି 😒

ଏଇ ଯେମିତି ଆଜି ସକାଳେ ମୋ ହଜିଯାଇଥିବା pendrive ବାଲ୍କୋନି ରେ ଥିବା ଫୁଲ କୁଣ୍ଡ ମାଟି ରେ ପୋତା ହୋଇଥିବାର ପାଇଲି 🤷🏻‍♀️

P.s Coming from a Mom to a one yr old 🤦🏻‍♀️

account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଯେପରି ସିନେ ତାରକା ମାନେ କିଛି ବର୍ଷ ପରେ ରାଜନୀତି ରେ ଯୋଗ ଦେବା ଟା ନିଶ୍ଚିତ ଥାଏ.. ସେହି ପରି ସରକାର ଗୋଟେ ପ୍ରୋଭିଜନ୍ ବାହାର କରିବା କଥା କି ରାଜନୀତିରୁ ଅବସର ପ୍ରାପ୍ତ ନେତା / ନେତ୍ରୀ ମାନେ ମଧ୍ଯ ସିନେମା ରେ ରୋଲ୍ କରିବେ..

ସେମିତି ବି ଦେ ଆର୍ ବର୍ନ ଆକ୍ଟର୍ସ୍ 🙂 ଦେ ୱିଲ୍ ଏସ୍ ଇଟ୍ 👏

account_circle
Drspeaks👩‍⚕️(@being_eyedolls) 's Twitter Profile Photo

ପ୍ରାର୍ଥୀ ତାଲିକା ଘୋଷଣା ହେଲା ପରେ ମ୍ୟାଡାମ୍ ଟୁ ରୁଲିଂ ପାର୍ଟି ହାଇ କମାଣ୍ଡ 🙊

ପ୍ରାର୍ଥୀ ତାଲିକା ଘୋଷଣା ହେଲା ପରେ ମ୍ୟାଡାମ୍ ଟୁ ରୁଲିଂ ପାର୍ଟି ହାଇ କମାଣ୍ଡ 🙊 #ଓଡ଼ିଶା #ନିର୍ବାଚନ
account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଆପୋଷ ବୁଝା ମଣାରେ ସବୁ ଓଲିଉଡ ହିରୋ ବିଜେପି ରେ ମିଶି ଯାଅ , ହିରୋଇନ୍ ମାନେ ବିଜେଡି ରେ...ଆଉ ଭିଲିଆନ୍ ମାନେ କଂଗ୍ରେସ୍ ରେ.. କାମ ସରିଲା ! 😎

ମିଶିକି ବ୍ଲକବଷ୍ଟର ସିନେମା ବନେଇବ.. ପ୍ରତି ଚାରି ବର୍ଷ ରେ ସିକ୍ୱାଲ୍ 😊

account_circle
Drspeaks👩‍⚕️(@being_eyedolls) 's Twitter Profile Photo

Something is seriously wrong with our so called politicians ' ଅନ୍ତରାତ୍ମା ' , ଟିକେ ମରାମତି ଦରକାର ହଉଚି ବଧ୍ଵେ .. ତା ଆୱାଜ୍ ଖାଲି ନିର୍ବାଚନ ପୂର୍ବ ରୁ ହିଁ ସ୍ପଷ୍ଟ ଶୁଭୁଚି! 🤷🏻‍♀️

ବାକି ବର୍ଷ ସାରା ଫଟା ରେଡିଓ ପରି ଶୁଭୁଚି ନା କଣ🤔🤦🏻‍♀️

account_circle
Drspeaks👩‍⚕️(@being_eyedolls) 's Twitter Profile Photo

ସୁନ୍ଦର ମଖମଲି ଧଳା ବସ୍ତ୍ର ପିନ୍ଧି ହୋଲି ଖେଳିବା
ଲଜିକ୍ ଆଜି ଯାଏଁ ବୁଝା ପଡ଼ିଲାନି 🤔

ଆମର ତ ବର୍ଷ ସାରା ର ଛିଣ୍ଡା ପୁରୁଣା..ଏମିତି କି ପୂର୍ବ ବର୍ଷ ହୋଲିରେ ପିନ୍ଧା ହୋଇଥିବା ରଙ୍ଗୀନ୍ ବସ୍ତ୍ର ସବୁ ସାଇତି ବାକ୍ସରେ ଥୁଆ ହୋଇଥାଏ..ହୋଲି ଦିନ ବାହାରିବ ବୋଲି🤷🏻‍♀️

ମିଡିଲ୍ କ୍ଲାସ୍ ଥିଙ୍ଗ 🥴

account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଯାହା ହେଉ.. ମୋ ଛୁଆ ମୋତେ ଆଜି ଚିହ୍ନି ଗଲା.. ମୋତେ ତ doubt ଥିଲା 😁

ବୁରା ନ ମାନୋ.. ହୋଲି ହୈ 🤡🥰

ଯାହା ହେଉ.. ମୋ ଛୁଆ ମୋତେ ଆଜି ଚିହ୍ନି ଗଲା.. ମୋତେ ତ doubt ଥିଲା 😁 ବୁରା ନ ମାନୋ.. ହୋଲି ହୈ 🤡🥰 #crazy_colors #ହୋଲି #Holi
account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଗୋପୀନାଥ ଙ୍କ ଭୋଗ ଖିଆ.. ଆଗାମୀ ପିଢ଼ି କୁ ଆମ ସଂସ୍କୃତି ସହ ଯୋଡ଼ି ରଖିବାକୁ ଗୋଟେ ପ୍ରୟାସ୍🙏🥰

ଗୋପୀନାଥ ଙ୍କ ଭୋଗ ଖିଆ.. ଆଗାମୀ ପିଢ଼ି କୁ ଆମ ସଂସ୍କୃତି ସହ ଯୋଡ଼ି ରଖିବାକୁ ଗୋଟେ ପ୍ରୟାସ୍🙏🥰
account_circle
Drspeaks👩‍⚕️(@being_eyedolls) 's Twitter Profile Photo

There's never a dull day in Odisha politics..period.

ଦି ଗ୍ରେଟ୍ ଓଡ଼ିଶା ପୋଲିଟିକାଲ୍ ସର୍କସ୍ 🤡

account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଷ୍ଟାଫ୍ ଭାବୁଛନ୍ତି ମ୍ୟାଡାମ୍ କଣ ଗୋଟେ ଗଭୀର ଚିନ୍ତା ରେ ମଗ୍ନ ଅଛନ୍ତି, କୋଉ ସର୍ଜରୀ ବିଶୟ ରେ ଭାବୁଛନ୍ତି ବଧ୍ଵେ

ଲେ ମ୍ୟାଡାମ୍ - 'ଆଜି ପଖାଳ ସାଙ୍ଗେ କଣ କଣ ସାଇଡ୍ ଆଇଟମ୍ ରଖିଲେ ଜମିବ 🤔'

account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଭାରତର ସଂସ୍କୃତି ସଭ୍ୟତା ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସହ ଘଟୁଥିବା ଲୋମ ଟାଙ୍କୁରା ଘଟଣା ବିଷୟରେ ଜାଣି ଲଜ୍ଜିତ ଲାଗୁଚି ଭାବି ଆମେ ପୁଣି ସେଇ ଦେଶ ଯେଉଁଠି 'ଅତିଥି ଦେବୋ ଭବ'ର ମାନ୍ୟତା ଚାଲି ଆସିଚି

ଆମେ ଖାଲି ବିଜ୍ଞାପନରେ ହିଁ 'ଇନକ୍ରେଡିବଲ୍ ଇଣ୍ଡିଆ' ଭାବେ ସୀମିତ ରହି ଯାଇଚୁ

account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଯେତିକି ଗାଳି ମୁଁ ଝିଅ ଭାବେ ମୋ ମାଁ ଠୁ କେବେ ଶୁଣି ନଥିଲି.. ମୋ ପୁଅ ର ମାଁ ଭାବେ ସେ କୋଟା ପୁରା ହେଇ ଯାଉଚି
ପୁଅ କୁ ଟିକେ ଆଖି ଦେଖେଇଲେ ପଛରୁ ମୋ ମାଁ ର ଆୱାଜ୍ ଆସେ....'କିଏସ୍ ମୋ ଧନ କୁ ରାଗିଲl... କାହାର ଏତେ ସାହାସ...' 😄
Grandparents love is so selfless n pure❤️Kids are blessed to have them

account_circle
Drspeaks👩‍⚕️(@being_eyedolls) 's Twitter Profile Photo

କାକୁଡ଼ି କାକୁଡ଼ି ପେ ଲିଖା ହୈ ଖାନେ ୱାଲେ କା ନାମ୍ 😌 ଖରା ଗରମ ଦିନ ର ସାଥି 🥰

ଲଙ୍କା ଲୁଣ ପକେଇବାରେ ଟିକେ କଞ୍ଜୁସି କରୁଥିଲେ ଭାଇନା.. ମୁଁ ବି କୋଉ ଛାଡ଼ିଲା ବାଲା😏

କାକୁଡ଼ି କାକୁଡ଼ି ପେ ଲିଖା ହୈ ଖାନେ ୱାଲେ କା ନାମ୍ 😌 ଖରା ଗରମ ଦିନ ର ସାଥି 🥰 ଲଙ୍କା ଲୁଣ ପକେଇବାରେ ଟିକେ କଞ୍ଜୁସି କରୁଥିଲେ ଭାଇନା.. ମୁଁ ବି କୋଉ ଛାଡ଼ିଲା ବାଲା😏
account_circle
Drspeaks👩‍⚕️(@being_eyedolls) 's Twitter Profile Photo

ଆମ ପାଣ୍ଡିଆନ୍ ବାବୁଙ୍କୁ ଜମ୍ନାନଗର କୁ ନିମନ୍ତ୍ରଣ ମିଳିଚି ନା ନାଇ..ତାଙ୍କ ଠୁ ବଡ଼ ସେଲିବ୍ରିଟି ଓଡ଼ିଶା ରେ ପୁଣି କିଏ ଅଛି!

account_circle