Sammanita
@sammanita4
ID: 1298604979494637572
26-08-2020 12:55:40
15 Tweet
989 Followers
2 Following
Heartiest Congratulations VARSHA PRIYADARSHINI 😘💐 Best wishes 🙏❤️
ଆପଣମାନଙ୍କ ସହିତ ଏହି ଖୁସି ଖବର ବାଣ୍ଟିବାକୁ ମୋତେ ବହୁତ ଖୁସି ଲାଗୁଛି | ମୁଁ ସୁନେଲିଙ୍କ ଦୁଃଖ ଦୁର୍ଦ୍ଦଶା ଉପରେ ମ୍ୟାଡାମ୍ ବୃନ୍ଦା ଡି. Collector Kandhamal ଙ୍କ ସହ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲି ଏବଂ ସେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ।ପ୍ରତିଶୃତି ଅନୁସାରେ ତୁରନ୍ତ ପ୍ରତିକ୍ରିୟା ପାଇଁ
Varsha met little Durga's this Navratri & encouraged the little ones to study & also keep doing good work to be self sufficient in life 👍🏻🙏🏻 VARSHA PRIYADARSHINI
ଆଜି ଏହି ପବିତ୍ର "କୁମାର ପୂର୍ଣ୍ଣିମା" ଓ "ଗଜଲକ୍ଷ୍ମୀ ପୂଜା" ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ। ମା'ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। VARSHA PRIYADARSHINI