NandighoshaTV
@NandighoshaTV
Official Twitter feed of Nandighosha TV, Fastest growing television channel in Odisha.
Website: https://t.co/UBel1ZnKoP
Youtube: https://t.co/BcszM8cUEK
ID:740427541220065280
http://www.nandighoshatv.com 08-06-2016 06:17:37
96,5K Tweets
83,8K Followers
15 Following
#ସୁଶୀଲ_ମୋଦିଙ୍କ_ଦେହାନ୍ତ
ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ଅସୁସ୍ଥ ଥିଲେ। ମାସେ ହେଲାଣି ସେ ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ #shusilmodi #Passedaway #newdelhi #NandighoshaTV
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଝଗରପୁର ନିକଟ ରାଜ୍ୟ ରାଜପଥ -୧୦ରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ । ରାତିରେ ଅଜଣା ଗାଡି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ
#Sundargarh #accident #death #NandighoshaTV
- ସୁଶୀଲ ମୋଦୀଙ୍କ ପରଲୋକ
- ବିଜେପି ନେତା ସୁଶୀଲ ମୋଦୀଙ୍କ ପରଲୋକ
- ୭୨ ବର୍ଷ ବୟସରେ ପରଲୋକ
- ଦୀର୍ଘଦିନ ଧରି ଅସୁସ୍ଥ ଥିଲେ
- ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସୁଶୀଲ ମୋଦୀ
#bihar #sushilmodi #NandighoshaTV
#ଆଜିର_ବିତର୍କ
ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
ଦେଖନ୍ତୁ ଆଜି ରାତି ୮ଟାରେ, କେବଳ NandighoshaTV ରେ
#DebateTime #odishapolitics #NandighoshaTV #GeneralElection2024
- ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍
- ବିଜେଡି ସପକ୍ଷରେ ୯୦%ରୁ ଅଧିକ ମତଦାନ
- ପ୍ରଥମ ପର୍ଯ୍ୟାୟରେ ବିଜେଡିକୁ ଭଲ ସଫଳତା ମିଳିଛି
- ୯୦%ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେଡି : ସସ୍ମିତ ପାତ୍ର
#odishapolitics #bjd #sasmitpatra #NandighoshaTV