BJP Odisha(@BJP4Odisha) 's Twitter Profileg
BJP Odisha

@BJP4Odisha

Official Twitter account of BJP (Odisha Pradesh)
Facebook- https://t.co/cihkFiecrO

ID:1013243604

linkhttp://odisha.bjp.org calendar_today15-12-2012 13:51:39

109,7K Tweets

196,5K Followers

16 Following

Follow People
BJP Odisha(@BJP4Odisha) 's Twitter Profile Photo

ମାନନୀୟା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀମତୀ Pinky Pradhan ଆଜି ବାଲେଶ୍ବର ଓ ଭଦ୍ରକ ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ମାନନୀୟା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀମତୀ @pinkyp_actor ଆଜି ବାଲେଶ୍ବର ଓ ଭଦ୍ରକ ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । #OdishareHebaBJPSarkar
account_circle
BJP Odisha(@BJP4Odisha) 's Twitter Profile Photo

ମାନନୀୟା ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଶ୍ରୀମତୀ Aparajita Sarangi ( Modi Ka Parivar) ଜଗତସିଂପୁର ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ମାନନୀୟା ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଶ୍ରୀମତୀ @AprajitaSarangi ଜଗତସିଂପୁର ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । #OdishareHebaBJPSarkar
account_circle
BJP Odisha(@BJP4Odisha) 's Twitter Profile Photo

ମାନନୀୟ ଆସାମ ମୁଖ୍ୟମନ୍ତ୍ରୀ ଡଃ Himanta Biswa Sarma (Modi Ka Parivar) ଆସନ୍ତାକାଲି ମୟୂରଭଞ୍ଜ, ଭଦ୍ରକ ଓ ଜଗତସିଂପୁର ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ମାନନୀୟ ଆସାମ ମୁଖ୍ୟମନ୍ତ୍ରୀ ଡଃ @himantabiswa ଆସନ୍ତାକାଲି ମୟୂରଭଞ୍ଜ, ଭଦ୍ରକ ଓ ଜଗତସିଂପୁର ଲୋକସଭା କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । #OdishareHebaBJPSarkar
account_circle
BJP Odisha(@BJP4Odisha) 's Twitter Profile Photo

ଓଡ଼ିଶାରେ ହେବ ବିଜେପି ସରକାର।

ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan (मोदी का परिवार) ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଓଡ଼ିଶାରେ ହେବ ବିଜେପି ସରକାର। ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
account_circle
BJP Odisha(@BJP4Odisha) 's Twitter Profile Photo

ମାନନୀୟ ପୂର୍ବତନ ସାଂସଦ ତଥା ଲୋକପ୍ରିୟ ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଆସନ୍ତାକାଲି ଯାଜପୁର ଓ ଭଦ୍ରକ ଲୋକସଭା କ୍ଷେତ୍ରର ରୋଡ଼ ଶୋରେ ଯୋଗ ଦେବେ ।

ମାନନୀୟ ପୂର୍ବତନ ସାଂସଦ ତଥା ଲୋକପ୍ରିୟ ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଆସନ୍ତାକାଲି ଯାଜପୁର ଓ ଭଦ୍ରକ ଲୋକସଭା କ୍ଷେତ୍ରର ରୋଡ଼ ଶୋରେ ଯୋଗ ଦେବେ । #OdishareHebaBJPSarkar
account_circle
BJP Odisha(@BJP4Odisha) 's Twitter Profile Photo

ପାଣ୍ଡିଆନଙ୍କ ଗାଲୁଗପ ଶୁଣି ମଞ୍ଚ ଛାଡି ପଳାଇଲେ ଖୋଦ ନବୀନ ବାବୁ । ଆଉ ଓଡ଼ିଶାବାସୀ ୟାଙ୍କ ପବନା ଗପକୁ କେତେ ପସନ୍ଦ କରିବେ ଆପଣ ବିଚାର କରନ୍ତୁ ।

account_circle
BJP Odisha(@BJP4Odisha) 's Twitter Profile Photo

ଓଡ଼ିଶାରେ ବିଜେପି ସରକାର ଆସିଲେ ଦୂରହେବ ଦୁଃଖ , ଆସିବ ବିକାଶ ।

account_circle
BJP Odisha(@BJP4Odisha) 's Twitter Profile Photo

ବିରଜା କ୍ଷେତ୍ର ଓ ଆଖଣ୍ଡଳମଣୀ ପୀଠ, ଆରଡି ଦେଇ ଯାଜପୁରରୁ ପାରାଦୀପ ଗଡିବ ଟ୍ରେନ ଓ ଏହାସହ ବାହାନଗା ଓ କେନ୍ଦ୍ରାପଡାରେ ହେବ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ । ବିଜେପି ଆସିବ ବିକାଶ ଆଣିବ ।

account_circle
BJP Odisha(@BJP4Odisha) 's Twitter Profile Photo

ଓଡ଼ିଶାର ଚାଷୀଙ୍କୁ ଅଣଦେଖା କରିଛି ଏ ଅପାରଗ ବିଜେଡି ସରକାର । ଏତେଦିନର ସ୍ଥିର ଶାସନ ପରେବି ଚାଷୀମାନଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି ବିଜେଡି ସରକାର । ବିଜେପି ସରକାର ଆସିଲେ ଚାଷୀମାନଙ୍କର ସବୁ ସୁବିଧା ହେବା ସହ ଆର୍ଥିକ ସଶକ୍ତ ହେବେ ଓଡ଼ିଶାର ଚାଷୀ ।

account_circle
BJP Odisha(@BJP4Odisha) 's Twitter Profile Photo

ଓଡ଼ିଶାରେ ବିଜେପି ସରକାର ଆସିଲେ ଚାଷୀଙ୍କ ସାମଗ୍ରିକ ବିକାଶ ହେବ ।

✓ବିଜେଡି ଦୀର୍ଘ ୨୫ ବର୍ଷ ହେଲା ଓଡିଶାର ଚାଷୀଙ୍କ ସହ ଅନେକ ବିଶ୍ୱାସଘାତ କରିଛି।
✓ପାନ, ଧାନ, ମୀନ ଓ ପଶୁପାଳନ ଭଳି ବିଭିନ୍ନ ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ।
✓ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଅନେକ ପଦକ୍ଷେପ

ଓଡ଼ିଶାରେ ବିଜେପି ସରକାର ଆସିଲେ ଚାଷୀଙ୍କ ସାମଗ୍ରିକ ବିକାଶ ହେବ । ✓ବିଜେଡି ଦୀର୍ଘ ୨୫ ବର୍ଷ ହେଲା ଓଡିଶାର ଚାଷୀଙ୍କ ସହ ଅନେକ ବିଶ୍ୱାସଘାତ କରିଛି। ✓ପାନ, ଧାନ, ମୀନ ଓ ପଶୁପାଳନ ଭଳି ବିଭିନ୍ନ ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ। ✓ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଅନେକ ପଦକ୍ଷେପ
account_circle
BJP Odisha(@BJP4Odisha) 's Twitter Profile Photo

LIVE : ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ Pitambar Acharya ( Modi Ka Parivar )ଙ୍କ ସାମ୍ବାଦିକ ସମ୍ମିଳନୀ ।

account_circle
BJP Odisha(@BJP4Odisha) 's Twitter Profile Photo

ମାନନୀୟ ଗୃହମନ୍ତ୍ରୀ ଶ୍ରୀ Amit Shah (Modi Ka Parivar) ଆସନ୍ତାକାଲି ଭଦ୍ରକ, ଯାଜପୁର ଓ ଜଗତସିଂପୁର ଲୋକସଭା କ୍ଷେତ୍ରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

ମାନନୀୟ ଗୃହମନ୍ତ୍ରୀ ଶ୍ରୀ @AmitShah ଆସନ୍ତାକାଲି ଭଦ୍ରକ, ଯାଜପୁର ଓ ଜଗତସିଂପୁର ଲୋକସଭା କ୍ଷେତ୍ରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । #OdishareHebaBJPSarkar
account_circle
BJP Odisha(@BJP4Odisha) 's Twitter Profile Photo

ସୁଭଦ୍ରା ଯୋଜନାରେ ସଶକ୍ତ ଓ ଆର୍ଥିକ ସମୃଦ୍ଧ ହେବେ ଓଡ଼ିଶାର ମହିଳା

account_circle
BJP Odisha(@BJP4Odisha) 's Twitter Profile Photo

ମୋଦୀଙ୍କ ବିକାଶ ଯାତ୍ରାରେ ସାମିଲ ହୋଇଛି ବାଲେଶ୍ଵର । ବାଲେଶ୍ଵରକୁ ମିଳିଛି ବିକାଶର ମୋଦୀ ଗ୍ୟାରେଣ୍ଟି । ପକ୍କା ଘର ସାଙ୍ଗକୁ ଲୋକଙ୍କ ଘରେ ଘରେ ହୋଇଛି ଶୌଚାଳୟ । ପକ୍କା ସଡକ ଯୋଗୁଁ ଯାତାୟତ ହୋଇଛି ସୁଗମ ଏବଂ ଜନଔଷଧିର ସୁଲଭ ଔଷଧ ସର୍ବ ସାଧାରଣଙ୍କୁ ଯୋଗାଇଦେଇଛି ଉତ୍ତମ ସ୍ୱାସ୍ଥ୍ୟ ସେବା ।ବାଲେଶ୍ଵରରେ ବିକାଶର ଧାରାକୁ ତ୍ୱରାନ୍ୱିତ

account_circle
BJP Odisha(@BJP4Odisha) 's Twitter Profile Photo

ନୀଳଗିରିରେ ଆୟୋଜିତ ବିଶାଳ “ରୋଡ଼ ସୋ”ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan (मोदी का परिवार) ,ସାଂସଦ ପ୍ରାର୍ଥୀ ଶ୍ରୀ Pratap Chandra Sarangi (Modi Ka Parivar)ଏବଂ ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ଖଟୁଆ l
ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ

ନୀଳଗିରିରେ ଆୟୋଜିତ ବିଶାଳ “ରୋଡ଼ ସୋ”ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ,ସାଂସଦ ପ୍ରାର୍ଥୀ ଶ୍ରୀ @pcsarangiଏବଂ ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ଖଟୁଆ l ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ #OdishareHebaBJPSarkar
account_circle
BJP Odisha(@BJP4Odisha) 's Twitter Profile Photo

ଓଡ଼ିଶାରେ ବିଜେପି ସରକାର ହେଲେ ୮୦୦ ପିଏମ ଶ୍ରୀ ସ୍କୁଲ ହେବ I -କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan (मोदी का परिवार)

account_circle
BJP Odisha(@BJP4Odisha) 's Twitter Profile Photo

LIVE : ବାଲେଶ୍ଵର ଲୋକସଭା କ୍ଷେତ୍ରର ବଡ଼ସାହି ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan (मोदी का परिवार) ଙ୍କ ଉଦବୋଧନ । x.com/i/broadcasts/1…

account_circle
BJP Odisha(@BJP4Odisha) 's Twitter Profile Photo

ମୋଦୀଙ୍କ ବିକାଶ ଯାତ୍ରାରେ ସାମିଲ ହୋଇଛି ଯାଜପୁର । ଯାଜପୁରକୁ ମିଳିଛି ବିକାଶର ମୋଦୀ ଗ୍ୟାରେଣ୍ଟି । ପକ୍କା ଘର ସାଙ୍ଗକୁ ଲୋକଙ୍କ ଘରେ ଘରେ ହୋଇଛି ଶୌଚାଳୟ । ପକ୍କା ସଡକ ଯୋଗୁଁ ଯାତାୟତ ହୋଇଛି ସୁଗମ ଏବଂ ଜନଔଷଧିର ସୁଲଭ ଔଷଧ ସର୍ବ ସାଧାରଣଙ୍କୁ ଯୋଗାଇଦେଇଛି ଉତ୍ତମ ସ୍ୱାସ୍ଥ୍ୟ ସେବା । ଯାଜପୁରରେ ବିକାଶର ଧାରାକୁ ତ୍ୱରାନ୍ୱିତ କରିବା

account_circle
BJP Odisha(@BJP4Odisha) 's Twitter Profile Photo

LIVE : କେନ୍ଦ୍ରାପଡ଼ା ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ଆସାମ ମୁଖ୍ୟମନ୍ତ୍ରୀ ଡଃ Himanta Biswa Sarma (Modi Ka Parivar) ଙ୍କ ଉଦବୋଧନ। x.com/i/broadcasts/1…

account_circle
BJP Odisha(@BJP4Odisha) 's Twitter Profile Photo

ଦୂରହେବ କଷ୍ଟ; ସମୃଦ୍ଧ ଓ ବିକଶିତ ହେବ ଓଡ଼ିଶା । ଓଡ଼ିଶା ବିକାଶକୁ ମିଳିଛି ମୋଦୀଙ୍କ ଗ୍ୟାରେଣ୍ଟି । ମୋଦୀଜୀଙ୍କ ଗ୍ୟାରେଣ୍ଟିରେ ଯୋଡ଼ିହେବା ପାଇଁ ଦୁଇଥର ପଦ୍ମଫୁଲର ବଟନ ଦବାଇ ବିଜେପିକୁ ଜିତାନ୍ତୁ ।

account_circle